Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା
ବାଲିଗୁଡ଼ା : ଆଜି ବିଜେଡ଼ି ପାଳୁଛି ୧୦୭ତମ ବିଜୁ ଜୟନ୍ତୀ । ଏହି ଅବସରରେ ରାଜ୍ୟବ୍ୟାପୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ଯୁବ ଛାତ୍ର ଜନତା ଦଳର ଶତାଧିକ ଯୁବକ!-->…
ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ
ବାଲିଗୁଡ଼ା : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟରେ ମାର୍ଚ୍ଚ ୫ ତାରିଖକୁ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ଜୟନ୍ତୀ ଭାବରେ ପାଳନ କରାଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ କୁର୍ତ୍ତମଗଡ଼!-->…
ଏସଏସଭିଏମ ଫୁଲବାଣୀ ଠାରେ ନିଷ୍କ୍ରମଣ ଉତ୍ସବ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀରେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସମସ୍ତ ଶିଶୁ ନାରାୟଣୀ ମନ୍ଦିରକୁ ଯାଇ ପୂଜା ଅର୍ଚନା କରିବା ପରେ ଘୃତ ଯଜ୍ଞରେ ଘୃତ ଅର୍ଘ୍ୟ ପ୍ରଦାନ କରିଥିଲେ l ଅନୁଷ୍ଠାନର!-->…
ଭୟାନକ ଅଗ୍ନିକାଣ୍ଡରୁ ରକ୍ଷା ପାଇଲାନି ଚଣା, ମୁଗ ଚାଷ ଜମି : ଚାଷୀ ହତାଶ
ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହୁଲବୁରି ଓ କରଡ଼ି ରେ ପ୍ରାୟ ଘ:୨ଟା ସମୟ ରେ ହୋଇଥିଲା ଭୟଙ୍କର ଅଗ୍ନି କାଣ୍ଡ l ମିଳିଥିବା ସୂଚନା ରୁ ଜଣା ପଡିଛି କି କୌଣସି ଏକ ଅଜଣା ବ୍ୟକ୍ତି ଗାଁ ପାଖରେ ଥିବା ଏକ ପଡିଆ ରେ ନିଆଁ ଲଗାଇ ଚାଲିଯାଇଥିଲା ସେହି ନିଆଁ ଏକ ଭୟଙ୍କର!-->…
ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ କହିଲେ ଆମେ ନିର୍ବାଚିତ!-->…
ଛତ୍ରପୁର ଆଇଟିଆଇ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିର୍ମିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଓ ଡାକୋଟାକୁ ଉଦଘାଟନ କଲେ ସାଂସଦ…
ଛତ୍ରପୁର : ନୂଆ ରୂପରେ ଆସୁଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ । କେବଳ ଭୁବନେଶ୍ବର ଏୟାରପୋର୍ଟରେ ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ମଧ୍ୟ ମିଳିବ ଡାକୋଟା ବିମାନର ଝଲକ । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସରକାରୀ!-->!-->!-->…
ଟଲମ୍ୟାନ ବିଜୁବାବୁଙ୍କ ୧୦୭ ତମ ଜୟନ୍ତି
ସଭା ସହ ବିଶାଳ ସାଇକେଲ ରାଲିର ଆୟୋଜନ
ହିଞ୍ଜିଳିକାଟୁ ୫।୩। : ପ୍ରବାଦ ପୁରୁଷ, ଓଡ଼ିଆ ସ୍ଵାଭିମାନର ପ୍ରତୀକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ସାରା ରାଜ୍ୟରେ ଏହାକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ନୁତନ ଓଡିଶା ନିର୍ମାତା ଟଲମ୍ୟାନ ବିଜୁ ବାବୁଙ୍କ!-->!-->!-->…
ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ବିଜୁବାବୁଙ୍କ ୧୦୭ ତମଜନ୍ମ ଜୟନ୍ତୀ ମହା ସମାହାରରେ ପାଳିତ
ଛତ୍ରପୁର : ଛତ୍ରପୁର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରବିବାର ପ୍ରବାଦ ପୁରୁଷ ଓଡ଼ିଶା ର ଜନନାୟକ ବିଜୁ ପଟ୍ଟନାୟକ ୧୦୭ ତମ ଜନ୍ମ ଜୟନ୍ତୀ ମହା ସମାହାର ରେ ପାଳିତ ହୋଇଯାଇଛି l ଟ୍ରଷ୍ଟ ର ସଭାପତି ତଥା ଯୁବ କାଉନସିଲର ଦେବାଶିଷ ମିଶ୍ର!-->…
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତିରେ ସାଇକେଲ ରାଲି, ସାମାଜିକ କାର୍ଯ୍ୟକ୍ରମ ସହ ଶପଥ ପାଠସଭା
ଛତ୍ରପୁର : ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମଜୟନ୍ତୀ ଛତ୍ରପୁର ଠାରେ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ମହାସମାରୋହରେ ପାଳନ କରାଯାଇଛି । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି!-->…
ଦାବୀ ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଶିକ୍ଷକ…
ଛତ୍ରପୁର : ସ୍ଥାନୀୟ ଲକ୍ଷ୍ମଣଭବନ ଠାରେ ରାଜ୍ୟ ସଂଘର ଡ଼ାକରା କ୍ରମେ ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଘର ସଭାପତି କୃଷ୍ଣ ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବାବେଳେ ସଂଘର ସମ୍ପାଦକ ମନୋଜ ତ୍ରିପାଠୀ ସଭାର ଆଭିମୁଖ୍ୟ!-->…