Browsing Category

ଆଞ୍ଚଳିକ

ବ୍ରହ୍ମପୁରରେ ଶିଳ୍ପତାଲିମ ପ୍ରତିଷ୍ଠାନରେ ବିଜୁ ପଟ୍ଟନାୟଙ୍କ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ଉନ୍ମୋଚିତ

ବ୍ରହ୍ମପୁର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅସରରେ ବ୍ରହ୍ମପୁର ଶିଳ୍ପତାଲିମ ପ୍ରତିଷ୍ଠାନରେ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ୧୦ଫୁଟ ଉଚ୍ଚତା ବିଶିଷ୍ଟ ଆଇଟିଆଇ ଛାତ୍ରମାନଙ୍କ ଦ୍ଵାରା ନିର୍ମିତ ବିଜୁ ବାବୁଙ୍କ…

ଗଣପର୍ବ ବଡ଼ଯାତ୍ରାର ଦ୍ୱିତୀୟ ଦିବସରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ମାଲକାନଗିରି,୫।୩ : ମାଳକାନଗିରି ଜିଲ୍ଲାର ଗଣପର୍ବ ବଡ଼ଯାତ୍ରାର ଆଜି ଦ୍ୱିତୀୟ ଦିବସରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଗତକାଲି ସଂଦ୍ଧ୍ୟାରେ ତିନି ଠାକୁର ବାଲରାଜ, କାନମରାଜ, ପୋତରାଜ ଓ ଦେବୀ ମୁତ୍ୟେଲୁଆମ୍ମା ଜିଲ୍ଲା ସଦର ମହକୁମାସ୍ଥିତ କନ୍ୟାମାଝିବନ୍ଧ ଠାରୁ ଏକ ବିରାଟ…

ଦଳୀୟ କନ୍ଦଳ ଯୋଗୁଁ ବିଜୁ ଜନ୍ମଜୟନ୍ତୀ ପାଳନ ଫିକା ପଡିଲା…

ମାଲକାନଗିରି,୦୫/୪ : ଆଜି ସାରା ଓଡିଶା ବିଜୁବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀକୁ ଧୁମଧାମରେ ପାଳନ କରିବାକୁ ଖୋଦ ସଭାପତି ନବୀନ ପଟ୍ଟନାୟକ ଆହ୍ଵାନ ଦେଇଥିବା ବେଳେ ସାରା ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଧୁମଧାମରେ ପାଳନ ହୋଇଥିବା ବେଳେ ମାଲକାନଗିରି ଠାରେ ସେଭଳି କିଛି…

ଟିକାବାଲି ପ୍ରାଥମିକ ଶିକ୍ଷକସଂଘର ବାର୍ଷିକ ଉତ୍ସବ…

ଫୁଲବାଣୀ : ଟିକାବାଲି ବସଷ୍ଟାଣ୍ଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଟିକାବାଲି ମିଳିତ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ ସଂଘର ପରିଚାଳନା କମିଟିର ଶୂନ୍ୟ ସ୍ଥାନ ଥିବା ପଦବୀ ପୂରଣ କରାଯାଇଥିଲା l ଉପସଭାପତି ପଦବୀ ପାଇଁ ସୁପ୍ରଭା ପାତ୍ର, ସଂଯୋଜକ ରୂପେ…

ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ…

ଫୁଲବାଣୀ : ସେବା ଓ ସ୍ୱାଭିମାନ ଥିଲା ବିଜୁବାବୁଙ୍କ ଆଦର୍ଶ । ସେ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟକୁ ସାମଗ୍ରିକ ବିକାଶପଥରେ ଆଗେଇ ନେବାପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ସେହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା…

ପ୍ରତୀକ୍ଷାର ଅନ୍ତ : ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ…

ବ୍ରହ୍ମପୁର : ଅନେକ ଦିନର ପ୍ରତୀକ୍ଷା ପରେ ଶେଷରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ। ବିମାନସେବା ଉଡାଣର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରଙ୍ଗେଇଲୁଣ୍ଡାରୁ ୯ ସିଟ୍ ବିଶିଷ୍ଟ ଏକ ବିମାନ ଉଡ଼ାଣ ଭରିଛି । ଆଜି ଦିନ ୧୦ଟା ୪୦ମିନିଟରେ…

ବିଜୁବାବୁଙ୍କ ଜନ୍ମଜୟନ୍ତୀ ଅବସରରେ, ଲୋକସେବା ଦିବସ-୨୦୨୩ ପାଳିତ…

ଚିତ୍ରକୋଣ୍ଡା(୦୫/୦୩) : ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ବ୍ଲକ ସଭାଗୃହରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରୋହିତ,ବରିଷ୍ଠ ବିଜେଡି…

ସେମଳା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା…

ଉମରକୋଟ (୦୫/୦୩) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକର ଗୋଷ୍ଠୀ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ସେମଳା କ୍ଲଷ୍ଟର ପକ୍ଷରୁ ସେମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ତଥା ଶିକ୍ଷୟତ୍ରୀଙ୍କୁ ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ଗତ ୪ ତାରିଖରେ ପ୍ରଦାନ କରାଯାଇଛି । ଆୟୋଜିତ…

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ଆନ୍ତର୍ଜାତୀୟ ୱେବିନାର

ସୁନ୍ଦରଗଡ଼ (୦୫/୦୩) : ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗ ଆନୁକୁଲ୍ୟରେ ଏକ ଆନ୍ତର୍ଜାତୀୟ ୱେନିନାର ଗତ କାଲି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ହ୍ୟୁମାନିଟିଜ୍ ଇନ୍ ଦ ଡିଜିଟାଲ ଏଣ୍ଡ ଗ୍ଲୋବାଲ ୱାର୍ଲ୍ଡ ସନ୍ଦର୍ଭରେ ଆଲୋଚନା ହୋଇଥିଲା। ଏହି…

ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତାର ଦ୍ଵିତୀୟ ଦିବସ

ସୁନ୍ଦରଗଡ଼ (୦୪/୦୩) : ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ପ୍ରତିଯୋଗିତା ର ଦ୍ଵିତୀୟ ଦିବସରେ ହକି ୧୭ ବର୍ଷରୁ କମ ବାଳକ ବିଭାଗ ପ୍ରଥମ ମ୍ୟାଚ୍ ଦେଓଗଡ ଓ ସମ୍ବଲପୁର ମଧ୍ୟରେ ହୋଇଥିଲା । ଏଥିରେ ଦେଓଗଡ଼ ଜିଲ୍ଲା ୧-୦ ରେ ବିଜୟ ଲାଭ କରି ସେମିଫାଇନାଲ ରେ ପହଞ୍ଚିଥିଲା। ୧୭…