Browsing Category

ଆଞ୍ଚଳିକ

ଛତ୍ରପୁର ଓକିଲ ସଂଘର ନିର୍ବାଚନ ନିମନ୍ତେ ଆଜିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ…

ପ୍ରଥମ ଦିନରେ ୫ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ.. ଛତ୍ରପୁର : ଛତ୍ରପୁର ଓକିଲ ସଂଘର ନିର୍ବାଚନ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ । ବିଭିନ୍ନ ପଦ ପଦବୀ ନିମନ୍ତେ ଶନିବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ମାର୍ଚ୍ଚ ୪ ତାରିଖ ତଥା ପ୍ରଥମ…

ବିପୁଳିଙ୍ଗି ଗ୍ରାମରେ ମହିଳାଙ୍କ ହତ୍ୟା ଘଟଣା ସ୍ୱାମୀ ଗିରଫ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବିପୁଳିଙ୍ଗି ଗ୍ରାମ ବଡସାହିର ସୁପ୍ରଭା ଚୌଧୂରୀ (୫୧) ନାମକ ଜଣେ ମହିଳାଙ୍କୁ ଗଳାକାଟି ନିିର୍ମମ ଭାବେ ହତ୍ୟା ଘଟଣାର ପୁଲିସ ଖୁଲାସା କରିଛି । ଘଟଣା ସଂପର୍କରେ ଏତଲାକାରୀ ସ୍ୱାମୀ ରାଧାଶ୍ୟାମ ଚୌଧୂରୀ ହିଁ ହତ୍ୟାକାରୀ ବୋଲି ହସ୍ତଗତ ହୋଇଥିବା…

ବିଶ୍ଵନାଥ ଦାଶଙ୍କ ୧୩୫ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା…

ବ୍ରହ୍ମପୁର (୦୪/୦୩) : ବିଶ୍ୱନାଥ ଦାଶ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ କୁଇନ୍ ଅଫ ଦି ମିଶନ ପରିସରରେ ପ୍ରାକ୍ତନ ପ୍ରାଧ୍ୟାପକ ରମେଶ ଚରଣ ତ୍ରିପାଠୀ ଙ୍କ ସଭାପତିତ୍ବ ଓ ସମ୍ପାଦକ ଡ଼ ସାଗର ରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଏକ ପ୍ରାରମ୍ଭିକ ସ୍ମୃତି ଚାରଣ ସଭା ସହ ଉଚ୍ଚ ବିଦ୍ୟାଳୟ ସ୍ତରୀୟ…

ରାଜନେତା ନୁହେଁ ସାହିତ୍ୟିକ ଚାହିଁଲେ ଗୋଟେ ସମାଜକୁ ଦିଗଦର୍ଶନ ଦେଇପାରିବ: ପ୍ରସନ୍ନ ପାଟଶାଣୀ…

ଫୁଲବାଣୀ : ଜିଲ୍ଲା ଲେଖକ ସାମ୍ମୁଖ୍ୟ ତରଫରୁ ସ୍ଥାନୀୟ ଏଜେଓ ହାଇ ସ୍କୁଲ ପଢିଆରେ ୪୨ତମ ପୁସ୍ତକ ମେଳା ଓ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଦଶ ଦିନ ବ୍ୟାପୀ ଏହି ମେଳାରେ ଉଦଘାଟନ ଉତ୍ସବରେ ଓଡିଶା ଯୋଜନା ବୋର୍ଡ଼ର ସଦସ୍ୟ ତଥା ବିଶିଷ୍ଠ କବି ପ୍ରସନ୍ନ…

ଥାନା ପରେ ଏସ୍‌ପି ଅଫିସ ଘେରିଲା ଭାଜପା ଯୁବମୋର୍ଚ୍ଚା…

ବ୍ରହ୍ମପୁର : ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଭାଜପା କର୍ମକର୍ତ୍ତା ଶନିବାର ବ୍ରହ୍ମପୁର ଏସ୍‌ପି ଅଫିସ ଘେରାଉ କରିଥିଲେ। ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଭାଜପା ନିନ୍ଦା କରିଛି। ଏଥିସହ ପୋଲିସ ଅଧିକାରୀଙ୍କ ନାଁରେ…

ଢେଙ୍କାନାଳରୁ ଅଭିଯୁକ୍ତଙ୍କୁ ଆଣି ରିମାଣ୍ଡରେ ନେଲା ପୋଲିସ…

ବ୍ରହ୍ମପୁର : ବ୍ରହ୍ମପୁର ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନୀଙ୍କ ହତ୍ୟା ଘଟଣାରେ ଢେଙ୍କାନାଳ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଶଙ୍କର ସାହୁଙ୍କୁ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ଙ୍କ ନିର୍ଦ୍ଦେଶରେ କୋର୍ଟରେ ହାଜର କରାଯାଇଛି। ଶଙ୍କରକୁ ଶୁକ୍ରବାରଠାରୁ ୧୩ତାରିଖ ପର୍ଯ୍ୟନ୍ତ…

ଓକିଲ ସଂଘର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ…

ବ୍ରହ୍ମପୁର : ବ୍ରହ୍ମପୁର ଚଳିତ ବର୍ଷ ପାଇଁ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ଦିନ ଧାର୍ଯ୍ୟ ହୋଇଛି। ଏନେଇ ୪ ରୁ ୬ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେହିପରି ୧୦ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ୧୧ରେ କାଏମ ରହିଥିବା ପ୍ରାର୍ଥୀ…

କନ୍ଧମାଳ ଜିଲ୍ଲା ମଞ୍ଚ କଳାକାର ସଂଘ ପକ୍ଷରୁ ପିଣ୍ଟୁ ନନ୍ଦଙ୍କ ସ୍ମୃତିଚାରଣ ସଭା…

ଫୁଲବାଣୀ (୪/୩) : କନ୍ଧମାଳ ଜିଲ୍ଲା ମଞ୍ଚ କଳାକାର ସଂଘ ତରଫରୁ ଆଜି ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ସିନେ ତାରକା ତଥା ବିଶିଷ୍ଟ କଳାକାର ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା ପାଇଁ ପ୍ରଦୀପ ପ୍ରଜ୍ୱଳନ…

ପାଟପୁର ଥାନା ଆମ ପୋଲିସ ସମିତିର ମେଗା ରକ୍ତଦାନ ଶିବିର

ବ୍ରହ୍ମପୁର (୦୩/୦୩): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ଆଜି ଥାନା ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆମ ପୋଲିସ ସମିତି ଏବଂ ଅଞ୍ଚଳ ଜନପ୍ରତିନିଧି ତଥା ବୁଦ୍ଧିଜୀବୀଙ୍କ ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ରେକର୍ଡ ସଂଖ୍ୟକ ୪୦୧ ୟୁନିଟ…

ବିମଳେନ୍ଦୁ ପାଢ଼ୀ ହେଲେ ବିଜେଡ଼ିର ଫୁଲବାଣୀ ପୌର ପରିଷଦ ସଭାପତି

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିଜୁ ଜନତା ଦଳର ବିମଳେନ୍ଦୁ ପାଢ଼ୀଙ୍କୁ ଫୁଲବାଣୀ ପୌରପରିଷଦ ସଭାପତି ଭାବେ ଘୋଷିତ କରାଯାଇଛି l ଘୋଷଣା ପରେ ଶ୍ରୀ ପାଢୀ ରାଜ୍ୟ ବିଜେଡ଼ି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ…