Browsing Category

ଆଞ୍ଚଳିକ

ହିଞ୍ଜିଳିକାଟୁ ପୌରପରିଷଦରେ ୪୧ ଜଣ ଭାଗିଦାରୀ ପାଇଲେ ସାଇକେଲ

ହିଞ୍ଜିଳିକାଟୁ ୨।୩ : ଗୁରୁବାର ମୁଖ୍ୟମନ୍ତ୍ରୀ ଭୂବନେଶ୍ବର ଲୋକସେବା ଭଵନରେ ୮ ହଜାର ସହଭାଗୀ ଙ୍କୁ ସାଇକେଲ ବଣ୍ଟନ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ପୌରପାଳିକା ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ…

ଦାରିଙ୍ଗବାଡ଼ି ବ୍ଳକରେ ୮୧୩ ଜଣ ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେଲେ

ଦାରିଙ୍ଗବାଡ଼ି (୦୨/୦୩) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ୪ଟି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ୮୧୩ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଲେଖିଥିବା ସୂଚନା ରହିଛି। ବିଜ୍ଞାନରେ ୨୮ଜଣ ଓ ବାଣିଜ୍ୟରେ ୩୧ ଜଣ ଓ କଳାରେ ୭୫୪ ଜଣ ପରୀକ୍ଷା ଲେଖୁଛନ୍ତି ।…

ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ…

ଛତ୍ରପୁର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ…

ଧାନର ଅଭାବୀ ବିକ୍ରି, ଅବ୍ୟବସ୍ଥା ଓ ଟୋକେନ ଟାର୍ଗେଟ ବଢେଇବା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ଓ କୁକୁଡାଖଣ୍ଡି ବ୍ଲକରେ ଧାନର ଅଭାବୀ ବିକ୍ରି ଓ ଟୋକେନ ଟାର୍ଗେଟ ବଢାଇବା ଦାବି ନେଇ ଅଞ୍ଚଳର ଶତାଧିକ ଚାଷୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଲିଖିତ…

ନାଗାଲାଣ୍ଡ ଓ ତ୍ରିପୁରାରେ ପୁଣି ବିଜେପି, ମେଘାଳୟରେ କାହାକୁ ମିଳିଲାନି ମ୍ୟାଜିକ ନମ୍ବର…

ନୂଆଦିଲ୍ଲୀ : ବିଜେପି ଓ ତା’ର ସହଯୋଗୀ ଦଳ ଗୁଡ଼ିକ ମିଳିତ ଭାବେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜୟ ବାନା ଉଡ଼ାଇଛନ୍ତି। ତ୍ରିପୁରାରେ ବିଜେପି ଅଳ୍ପକେ ବାଜିମାତ କରିଥିବା ବେଳେ ନାଗାଲ୍ୟାଣ୍ଡରେ ଦଳ ଏନଡିପିପି ସହ ମିଶି ନିର୍ବାଚନ ବୈତରଣୀ ପାର ହୋଇଛି। ତେବେ ମେଘାଳୟବାସୀ କୌଣସି ଦଳକୁ ସରକାର…

ଶଙ୍କରାଖୋଲଠାରେ କଳସ ଯାତ୍ରା ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲଠାରେ ମା ପିତାବଳି ମନ୍ଦିର ପରିସରରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ମନ୍ଦିର ପରିସରରୁ ୭୦୦ ରୁ ଉର୍ଦ୍ଧ୍ବ ମହିଳା କଳସ ଧରି ଗୁଡ୍ରି ଗାଁ ନଦୀ ପଠାରେ ବିଭିନ୍ନ ଦେବ ଦେବୀଙ୍କୁ ଆମନ୍ତ୍ରଣ କରି କଳସରେ ଜଳ ଆଣି ବିଭିନ୍ନ…

ଭଲିବଲ ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ…

ଚିତ୍ରକୋଣ୍ଡା : (୦୧/୦୩) ଗତ ୨୬ ତାରିଖଠାରୁ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ୟୁଥ କ୍ଲବ ଆନୁକୂଲ୍ୟରେ ଅଭିଭକ୍ତ କୋରାପୁଟ ଜିଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଅଭିଭକ୍ତ କୋରାପୁଟ ଜିଲା ଅନ୍ତର୍ଭୁକ୍ତ…

୨ ଲୁଟେରା ସହ ୪ ଗିରଫ, ୧୧ଗ୍ରାମ୍ ସୁନା ଓ ବାଇକ ଜବତ…

ହିଞ୍ଜିଳିକାଟୁ ୧।୩ : ହିଞ୍ଜିଳି ପୁଲିସ୍ କବଜାରେ ସୁନା ଲୁଟେରା ଗ୍ୟାଙ୍ଗ। ୨ ଲୁଟେରା ସହ ଚୋରି ସୁନା କିଣିବା ଅଭିଯୋଗରେ ୨ ବ୍ୟବସାୟୀ ମୋଟ ୪ ଜଣଙ୍କୁ ଗିରଫ କରିଛି ପୁଲିସ୍। ଗିରଫ ଲୁଟେରାମାନେ ହେଲେ ଆସିକା ଥାନା ଅନ୍ତର୍ଗତ କେ ନୁଆପଲି ଗ୍ରାମର ପି ମାଧବ ଓ କୋଦଳା ଥାନା ପି ସୁବାସ ।…

୫୬ ବର୍ଷୀୟ ବୃଦ୍ଧଙ୍କ ଶବ ସତ୍କାର କଲା ଟିମ୍ ହ୍ୟୁମାନିଟି କନ୍ଧମାଳ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପୁଣି ଆଜି ଏକ ଅସହାୟ ବୃଦ୍ଧଙ୍କ ସବ ସତ୍କାର କରିଛି ଟିମ୍ ହ୍ୟୁମାନିଟି କନ୍ଧମାଳ। ସୂଚନା ପ୍ରକାରେ ଫୁଲବାଣୀ ସହର ପିଅନ ପଡ଼ା ମା ମଙ୍ଗଳା ସାହି ବାସିନ୍ଦା ଅଟନ୍ତି ମୃତ ଦିବାକର ପଣ୍ଡା। ପରିବାର କହିଲେ ବୃଦ୍ଧ ବାପା,ଦୁଇ…

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ..

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ପରସ୍ପର ନିକଟତର ହୋଇ…