Browsing Category

ଆଞ୍ଚଳିକ

ଶୁଣିଲେନି ପ୍ରଶାସନ ନିଜ ଚେଷ୍ଟାରେ ତିଆରି କଲେ ୪କିମି ରାସ୍ତା…

କାଶୀପୁର : ଏହି ଦୃଶ୍ୟ ଦେଖିଲେ ଯିଏବି ଭାବୁଥିବ ସରକାରଙ୍କ ଅନୁଦାନରେ ଚାଲିଛି କାମ, ଏହି ଚାଲିଥିବା କାମ କୌଣସି ସରକାରୀ ଅନୁଦାନରେ ନୁହେଁ, ନିଜ ଗ୍ରାମର ରାସ୍ତା ତିଆରି ପାଇଁ ଅଣ୍ଟାଭିଡ଼ିଲେ ଗ୍ରାମର ସାତଜଣ ବ୍ୟକ୍ତି ହାତରେ କୋଡ଼ି ଶାବଳ ଧରି ବଡ ବଡ଼ ପଥର ଗାତରେ ପକାଇ ସାଇଜ କରିରଖି…

ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର, ତା ୨୭.୦୨.୨୦୨୩ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି ଜନ ଅଭିଯୋଗ…

ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍

ଗଂଜାମ : ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍। ଗଞ୍ଜାମ ଥାନା ୧୬ ନମ୍ବର ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ବିଳମ୍ବିତ ରାତିରେ ଏକ ଆଇରନ ବୋଝଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେସଙ୍ଗେ ଫାୟାର…

ଦାରିଙ୍ଗବାଡି ଠାରେ ବାଲିଗୁଡା ସଂକୁଳର ବନବିହାର କାର୍ଯ୍ୟକ୍ରମ

ଫୁଲବାଣୀ : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ୱାରା ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅନ୍ତର୍ଗତ ବାଲିଗୁଡା ସଂକୁଳର ବନବିହାର କାର୍ଯ୍ୟକ୍ରମ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଦାରିଙ୍ଗବାଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଦାରିଙ୍ଗବାଡି…

ଅମଲାପଡା ମା ବ୍ରାହ୍ମଣୀ ଦେବୀ ନୂତନ ପରିଚାଳନା କମିଟି ଗଠନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ଫୁଲବାଣୀ ସହର ଆମଲାପଡା ଠାରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ବର୍ଷ ହେବ ମାଁ ବ୍ରାହ୍ମଣୀ ଦେବୀ ପୂଜା ପାଇ ଆସୁଛନ୍ତି । କିନ୍ତୁ କିଛି ବର୍ଷ ହେବ ଏହି ମନ୍ଦିର ଅବହେଳିତ ଅବସ୍ଥାରେ ରହି ଆସିଥିଲା। କିନ୍ତୁ ଗତ ୪ ରୁ ୫ ମାସ ହେବ କିଛି ସ୍ଥାନୀୟ…

ଦକ୍ଷିଣ ଓଡିଶା ବିକାଶ ପରିଷଦ ଓ ଘୁମୁସର ଜିଲ୍ଲା ଗଠନ ଦାବୀ…

ବ୍ରହ୍ମପୁର : ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଶେଷ ବଜେଟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ସ୍ୱତନ୍ତ୍ର ଭାବେ ୩୨୫କୋଟି ଟଙ୍କା ଅନୁଦାନ ଘୋଷଣା ଏକ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଉଦ୍ଧିଷ୍ଟ ଓ ଏହା ଆଞ୍ଚଳିକ ବୈଷମ୍ୟତା ସୃଷ୍ଟି କରିବା ସହ ବିକାଶ ମୂଳକ କାର୍ଯ୍ୟରେ ପାତରଅନ୍ତର…

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ୨୮ରେ ବିଧାନସଭା ଘେରାଉ – ଗୋଲକ କହଁର

ଫୁଲବାଣୀ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ୨୩ ବର୍ଷ ଧରି ଏକ ସ୍ଥିର ସରକାର ଶାସନ…

ରସୁଣ ବୋଝେଇ ପିକ୍ଅପ ଭ୍ୟାନରୁ ୪ ଶହ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ…

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଲା ସଫଳତା । ରସୁଣ ବୋଝେଇ ପିକଅପ ଭ୍ୟାନ ରୁ ଜବତ ହେଲା ୪ ଶହ କେଜି ଗଞ୍ଜେଇ । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ମହୁରୀ କାଳୁଆ ଛକ ଠାରେ ଯାଞ୍ଚ କରୁଥିଲେ । ଗଜପତି ଜିଲ୍ଲା ମୋହନା ରୁ ଭୁବନେଶ୍ୱର ଚାଲାଣ ହେଉଥିବା…

ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ପାଇଁ କଳସ ଯାତ୍ରା…

ବାଲିଗୁଡା, ୨୬/୨: କନ୍ଧମାଳ ଜ଼ିଲ୍ଲା ବାଲିଗୁଡାର ସର୍ବ ପୁରାତନ ନୂଆସାହି ରେ ବିଶ୍ୱଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଗୋଯଜ୍ଞ, ଏବଂ ଜ୍ଞାନ ଯଜ୍ଞ ଭଳି ପଞ୍ଚ ମହାଯଜ୍ଞ ସୋମବାର ଠାରୁ ପାଞ୍ଚ ଦିନ ଧରି ନୂଆସାହି ସ୍ଥିତ ଶ୍ରୀ ଶ୍ରୀ ମା ବରାଳଦେବୀ ଙ୍କ ମନ୍ଦିର…

୨୮ରେ ଆପ୍‌ ପକ୍ଷରୁ ବିକ୍ଷୋଭ…

ବ୍ରହ୍ମପୁର : ଆସନ୍ତା ଫେବୃୟାରୀ ୨୮ ତାରିଖରେ ଆମ୍ ଆଦିମ୍ ପାର୍ଟି ଗଂଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁବାସଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି । ମିଶନ ଶକ୍ତିରେ କାର୍ଯ୍ୟ…