Browsing Category

ଆଞ୍ଚଳିକ

ପାହାଡ଼ ଘେର ଦୁର୍ଗମ ଅଞ୍ଚଳୁ ପାଦରେ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ…

ଲକ୍ଷ୍ମୀପୁର :-ଏବେ ପ୍ରଶାସନ ପାଖକୁ ଜନତା ନୁହେଁ ପ୍ରଶାସନ ଯାଇ ପହଞ୍ଚୁଛି. ଜନତା ପାଖରେ ଜନ ସାଧାରଣଙ୍କ ସମସ୍ୟା ବୁଝିବା ପାଇଁ ଲକ୍ଷ୍ମୀପୁର ଯୁବ ବିଡ଼ିଓ ଲକ୍ଷ୍ମୀପୁର ବ୍ଲକରେ ଯୋଗ ଦେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏଭଳି ପ୍ରୟାସ ଜାରି ରଖିଛନ୍ତି. ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା…

ଯନ୍ତ୍ରୀଙ୍କ କୋଠାରେ ତାଲା ପକାଇଲେ ମହିଳା…

ବ୍ରହ୍ମପୁର : ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜନୈକ ମହିଳାଙ୍କ ମନରେଗା କାର୍ଯ୍ୟର ସାମଗ୍ରୀ ବିଲ ହୋଇ ନ ଥିବାରୁ କନିଷ୍ଠ ଯନ୍ତ୍ରୀ, ଜିଆରଏସ ଓ ସହକାରୀ ଯନ୍ତ୍ରୀ ରହୁଥିବା କୋଠାରେ ତାଲା ପକାଇ ହାଇଡ଼୍ରାମା କରିଥିଲେ। ପୋଲିସ ହସ୍ତକ୍ଷେପ ପରେ ତାଲା…

ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ…

ଫୁଲବାଣୀ :- ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ ଅବସରରେ ଆଜି ସକାଳେ ସାଂସଦ ଅଚ୍ୟୁତ ସାମନ୍ତ ଫୁଲବାଣୀ ଠାରେ ମ୍ୟୁନିସିପାଲଟି ଉନ୍ନତି କରଣ ପାଇଁ ମ୍ୟୁନିସିପାଲଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ଫୁଲବାଣୀ ମ୍ୟୁନିସିପାଲଟି ର…

ଓଡ଼ିଆ ଭାଷା ଓ ଅକ୍ଷର ପ୍ରତି ଅପମାନ : ବିକୃତ ଓଡ଼ିଆ ଭାଷା କୁ ବିରୋଧ

କୁଆଁରମୁଣ୍ଡା - କେନ୍ଦ୍ର ସରକାରଙ୍କ ଅଧିନସ୍ଥ NHI, ସିମଡେଗା ଠାରୁ ବାର କୋଟ୍ ପର୍ଯ୍ୟନ୍ତ ଚାରି ଲେନ୍ ବିଶିଷ୍ଟ ରୋଡ ତିଆରି କରାଯାଇଛି। କୁଆଁରମୁଣ୍ଡା ଠାରୁ ଚଉଦ କିଲୋମିଟର ଦୁରରେ ମାଇଲ ଖୁଣ୍ଟ ପୋତାଯାଇ ସହରର ଦୂରତା ସହ ସହରର ନାମ ଫଳକ ତିନିଟି ଲେଖାଯାଇଛି। ସେଥି ମଧ୍ଯରୁ ଓଡିଶା…

୧୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର କଲା ବ୍ରହ୍ମପୁର ପୋଲିସ, ୩ ଗିରଫ…

ବ୍ରହ୍ମପୁର : ବିଭିନ୍ନ ଥାନା ଇଲାକାରେ ଘଟିଥିବା ଚୋରୀ ଘଟଣାରେ ୩ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଆନୁମାନିକ ୧୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର କରିଛି ଉଦ୍ଧାର । ଗତ ଜାନୁୟାରୀ ମାସରେ ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ଏବଂ ବଡ଼ବଜାର ଥାନା ଅନ୍ତର୍ଗତ…

ସାଧାରଣ ଲୋକେ ନିର୍ଭୟ ଭାବେ ଜୀବନ ଅତିବାହିତ କରି ପାରିବେ : ଏସପି ଶ୍ରୀ ପାତ୍ର

ଫୁଲବାଣୀ :- ମାଓ ପ୍ରବଣ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅନ୍ତର୍ଗତ କୋଇରିମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ କଲମପଦର ଗ୍ରାମରେ ନୂତନ ଭାବେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। କ୍ୟାମ୍ପ ଉଦଘାଟନ ସମୟରେ ଗୈାରବ କୁମାର (ଅତିରିକ୍ତ କମାଣ୍ଡାଣ୍ଟ),…

ନୂତନ ବନାଞ୍ଚଳ ଅଧିକାରୀଙ୍କ ଯୋଗଦାନ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ବନାଞ୍ଚଳ ରେ ନୂତନ ବନାଞ୍ଚଳ ଅଧିକାରୀ ଭାବରେ ରବୀନ୍ଦ୍ର କୁମାର ପାତ୍ର ଯୋଗ ଦେଇଛନ୍ତି l ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ର ନୁଆଁ ଗାଁ ବ୍ଲକ ରେ ବାନାଂଚଳ ଅଧିକାରୀ ଭାବରେ ଦାୟିତ୍ଵ ନିର୍ବାହ କରୁଥିଲେ l ଆଜି ପୂର୍ବରୁ ଥିବା…

ବାପାର ଛୁରାମାଡ଼ରେ ପୁଅର ମୃତ୍ୟୁ…

ଜରଡ଼ା : ଜରଡ଼ା ଥାନା ଅନ୍ତର୍ଗତ ଧାଡ଼ି ଆମ୍ବ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବାପାର ଛୁଆ ମାଡ଼ରେ ପୁଅର ମୃତ୍ୟୁ ଘଟିଛି । ଧାଡ଼ିଆମ୍ବ ଗ୍ରାମର ବାଉରୀଆ ଶବର ସକାଳେ ମଦ ପିଇ ପାଟିତୁଣ୍ଡ କରିଥିବା ବେଳେ ତାଙ୍କ ପୁଅ ପ୍ରତାପ ଶବର ଏହାକୁ ବିରୋଧ କରିଥିଲେ । ମଦ୍ୟପାନ ନ କରିବା ପାଇଁ ସେ…

ଶିକ୍ଷକଙ୍କ ପଦୋନ୍ନତୀକୁ ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ…

ମାଲକାନଗିରି,୨୪।୨ : ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ୫୦୦ରୁ ଊର୍ଦ୍ଧ୍ଵ ଶିକ୍ଷୟିତ୍ରୀ, ଶିକ୍ଷକ ସେମାନଙ୍କର ପଦୋନ୍ନତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଯେକ୍ଷାବ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତିା ଦାବିଗୁଡିକ ମଧ୍ୟରେ ମାଲକାନଗିରି…