Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲାସ୍ତରୀୟ ଯୁବନେତୃତ୍ୱ କାର୍ଯ୍ୟକ୍ରମ ଉଦଘାଟିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ଏ.ଏମ୍. ସି. ଏସ. ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ତିନିଦିନିଆ ଯୁବନେତୃତ୍ବ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର!-->…
ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର…
ବ୍ରହ୍ମପୁର ଖୋଡାସିଙ୍ଗି ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ । ତେବେ ଯୁବକଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।ମୃତକ ଯୁବକ ଜଣଙ୍କ ହେଲେ ବ୍ରହ୍ମପୁର ୟୁନିଭରସିଟି ଜଗନ୍ନାଥ ବିହାରର ଦୀପକ ଗୌଡ଼ ଓରଫ୍ କାହ୍ନା । ଗୁରୁବାର!-->…
ଗୋପାଳପୁର-ସମ୍ବଲପୁର ରେଳପଥ : କାମ ଆଗେଇଲା, ଆଶା ବଢ଼ିଲା
ବ୍ରହ୍ମପୁର : ବହୁ ପ୍ରତୀକ୍ଷିତ ଗୋପାଳପୁର-ସମ୍ବଲପୁର ରେଳପଥ କାମ ଶେଷରେ ଆଗେଇଛି। ଓରିଡିଏଲ୍ (ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍) ତରଫରୁ ଚୂଡ଼ାନ୍ତ ଲୋକେସନ୍ ସର୍ଭେ ବା ସ୍ଥଳ ସର୍ବେକ୍ଷଣ କାମ ଆରମ୍ଭ ହୋଇଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଗୋପାଳପୁର ବନ୍ଦରଠାରୁ!-->…
ଫିରିଙ୍ଗିଆ ବିଜେପି କର୍ମୀ ଙ୍କ ଦ୍ୱାରା ବିଡ଼ିଓ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦଶ ଦଫା ଦାବିପତ୍ର ପ୍ରଦାନ…
ଫିରିଙ୍ଗିଆ,-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସମସ୍ତ ବରିଷ୍ଠ ବିଜେପି କର୍ମୀମାନେ ଏକତ୍ରିତ ହୋଇ ଫିରିଙ୍ଗିଆ ବ୍ଲକ ଅଫିସ ରେ ପହଂଚି ବିଡ଼ିଓ ଙ୍କ ଜରିଆରେ ଜିଲ୍ଲପାଳ ଙ୍କ ଉଦେଶ୍ୟ ରେ ଏକ ଦଶଦଫା ଦାବୀପତ୍ର ପ୍ରଦାନ କରିଛନ୍ତି |ହନୁମାନ ମନ୍ଦିର କୁ ସୋଲାର ଲାଇଟ ବ୍ୟବସ୍ଥା, ପାଣି ଏବଂ!-->!-->!-->…
ବିଏସଏଫ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ଜନସମ୍ପର୍କ ଶିବିର ଅନୁଷ୍ଠିତ…
ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍ୱାଭିମାନ ଅଞ୍ଚଳର ଜନ୍ତାପାଇ ଗ୍ରାମ ପଞ୍ଚାୟତର ଡଲିଆମ୍ବ ଠାରେ ଜନ୍ତାପାଈ ସ୍ଥିତ ୧୭୭ ବାଟାଲିୟନ ବିଏସଏଫ ପକ୍ଷରୁ ଜନସମ୍ପର୍କ ଶିବିର ର ଆୟୋଜନ କରାଯାଇଥିଲା।ଏହି!-->!-->!-->…
କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ବିଜେଡିର ବିକ୍ଷୋଭ…
ଫୁଲବାଣୀ :- କେନ୍ଦ୍ର ସରକାର ଥିବା ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ କଟା ଯିବାକୁ ଓଡିଶାରେ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ । ଏଥି ସହିତ ମାସକୁ ୧୦ କେଜି ଚାଉଳ ବଦଳରେ ହିତାଧ୍ୟାକାରୀଙ୍କୁ ମିଳିବ ୫ କେଜି ଚାଉଳ । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ!-->!-->!-->…
ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ବୈଠକ…
ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ!-->…
ସଖୀ ସମ୍ବଳର କାର୍ଯ୍ୟକାରିତା ଘେନି ଜିଲ୍ଲାସ୍ତରୀୟ କାର୍ଯ୍ୟକାରୀ କମିଟି ବୈଠକ
ଛତ୍ରପୁର : ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓ୍ବାନ୍ ଷ୍ଟପ୍ ସେଣ୍ଟର ଅଧିକୃତ ସଖୀ-ସମ୍ବଳ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଘେନି ଜିଲ୍ଲା ସ୍ତରୀୟ କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ!-->…
ପି.ସି.ଏଣ୍ଡ ପି.ଏନ୍.ଡି.ଟିର ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼ : ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାକ୍ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁ ର ଲିଙ୍ଗ ନିରୂପଣ ନିଷେଧ ଆଇନ୍ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା ଏବଂ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି |!-->…
ଉନ୍ନତମାନର ଚୁଲା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନ ନାକମାମୁଡି ପଞ୍ଚାୟତ ଠାରେ ସିସିଏକ୍ସ ସହାୟତରେ ଚିତ୍ରକୋଣ୍ଡା ରେ କାର୍ଯ୍ୟରତ ମୋଡ଼ ଅନୁଷ୍ଠାନ ସହଯୋଗରେ ମୋଡ଼ ଅନୁଷ୍ଠାନ ର ସମ୍ପାଦକ ଉମି ଜୟପାଲ ଏବଂ ଜେଏସଏସ ସମ୍ପାଦକ ଚୈତନ୍ୟ ଓଝା ଙ୍କ ଆହ୍ୱାନ କ୍ରମେ ସିସିଏକ୍ସ ର ସିନିଅର!-->…