Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ତରଫରୁ ଜନଜାତି କଲ୍ୟାଣ ଉପରେ ଜାତୀୟ ସଂପାନ
ଭୁବନେଶ୍ୱର (୧୧/୦୨) : ଓଡ଼ିଶା ବୃତ୍ତିଗତ ସମାଜସେବୀ ସଂଘ ଓ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ମିଳିତଆନୁକୂଲ୍ୟରେ ‘କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଓ ଜନଜାତି କଲ୍ୟାଣ’ ଶୀର୍ଷକ ଏକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର!-->…
ଆଧ୍ୟାତ୍ମିକ ପୁସ୍ତକ “ଶ୍ରୀରାମ ରସାମୃତ” ଲୋକାର୍ପିତ…
ବ୍ରହ୍ମପୁର : ଶ୍ରୀରାମ ରସାମୃତ ପୁସ୍ତକର ଉନ୍ମଚନ କାର୍ଯ୍ୟକ୍ରମ ଶନିବାର ସଂଧ୍ୟାରେ ବିଜିପୁର ମୁଖ୍ୟ ରାସ୍ତା ସ୍ଥିତ ସନ୍ତୋସି ମା ମନ୍ଦିର କଲ୍ୟାଣ ମଣ୍ଡପ ଠାରେଅନୁଷ୍ଠିତ ହୋଇଯାଇଛି l ଜ୍ୟୋତିରବିଦ୍ ରଙ୍କନିଧି ସାହୁ ଙ୍କ ଦ୍ୱାରା ଲିଖିତ ଧାର୍ମିକ, ଆଧ୍ୟାତ୍ମିକ ପୁସ୍ତକ ଶ୍ରୀରାମ ରସାମୃତ!-->…
ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଗୁରୁତର
ଦାରିଙ୍ଗବାଡ଼ି, (୧୧/୦୨) : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଡମା ଗ୍ରାମର ଇଆସିନ୍ତ ସିଂ (ଅଜୟ) ଙ୍କ ପୁଅ ଅଭୟସିଂ (୨୪) ବ୍ରାହ୍ମଣୀଗାଁ ବଜାରରୁ ମୋଟର ସାଇକେଲରେ ନିଜ ଗ୍ରାମ ଗଡ଼ମା ଯାଉଥିବା ସମୟରେ ଭାରସମ୍ୟ ହରାଇ ଟୁକୁଚାବନ୍ଦା କଲଭେଟ ପୂର୍ବରୁ ସଂଧ୍ୟା ୫ ଘଣ୍ଟା!-->…
ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟକୁ ଉପ ନିର୍ଦ୍ଦେଶକଙ୍କ ଦିନିକିଆ ଗସ୍ତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟକୁ ଉପ ନିର୍ଦ୍ଦେଶକଙ୍କ ଦିନିକିଆ ଗସ୍ତ ହୋଇଥିବା ଜଣାପଡିଛି l ଏହା ହେଉଛି କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ସରକାରୀ ମହିଳା ମହାବିଦ୍ୟାଳୟ ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗର ଉପ!-->…
ଆନ୍ତଃଜିଲ୍ଲା ୪ ଗଞ୍ଜେଇ ମାଫିଆ ଗିରଫ, କାର ସହ ୫୫ କେଜି ଗଞ୍ଜେଇ ଜବତ
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଦ୍ବାରା ଗତ କାଲି ଗୋଟିଏ ବାଲେନୋ କାର ସହ ୪ ଜଣ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆ କୁ ଗିରଫ କରିବା ସହ ୫୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି l ସୂଚନା ମୁତାବକ ଗତକାଲି ଫିରିଙ୍ଗିଆ ପୋଲିସ କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି!-->…
ଫୁଲବାଣୀଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧ୍ୟାକରଣ ତରଫରୁ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଆଜି ୧ମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ,ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧ଟି ଅର୍ଥ ଅସୁଲି ମାମଲାରେ ୬ଲକ୍ଷ ୪୮ହଜାର ୭୦୦ ଟଙ୍କା ଆଦାୟ!-->…
ତେନ୍ତୁଳିମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ବାର ହଜାର ଗଞ୍ଜେଇ ଗଛ ନଷ୍ଟକଲା ପୁଲିସ…
ବୌଦ୍ଧ (୧୧/୦୨) : କଣ୍ଟାମlଲ ବ୍ଲକ ତେନ୍ତୁଳି ମୁଣ୍ଡା ଗ୍ରାମ୍ୟ ଜଙ୍ଗଲରୁ ଆଜି ସକାଳ୯ ଘଣ୍ଟା ସମୟରେ ଘଣ୍ଟାପଡା ଥାନାଅଧିକାରୀ ଶ୍ରୀଯୁକ୍ତ ବି ଏନ ଲୋଇ ଙ୍କ ତାତ୍ଵାବଧାନରେ ଘଣ୍ଟାପଡା ପୋଲିସ ଟିମ ଉମା ପଞ୍ଚାୟତ ର ତେନ୍ତୁଳି ମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରିଥିଲେ l ବେଆଇନ ଭାବେ ଚାଷ!-->…
ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ…
ବୌଦ୍ଧ : (୧୧/୦୨) ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଦିନ 11ଘଣ୍ଟା ସମୟ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ!-->!-->!-->…
ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ…
ବୌଦ୍ଧ (୧୧/୦୨) : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ହରଭଙ୍ଗା ବିଡିଓ ଙ୍କ ଅଧ୍ୟକ୍ଷତାରେ ହରଭଙ୍ଗା ପଞ୍ଚାୟତ ସମିତି ର ତୃତୀୟ ସାଧାରଣ ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ସରଜ ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାସ ବିଧାୟକ!-->…
ବହିରେ ମନକୁ ଜିତିବା ଭଳି ଅନେକ ସ୍ଵପ୍ନ ଓ ପ୍ରେରଣା ରହିଛି…
ଫୁଲବାଣୀ : ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା, ଫୁଲବାଣୀ ଦ୍ବାରା ପ୍ରତିଷ୍ଠିତ ଜିଲ୍ଲା ଇ- ପାଠାଗାରର ୫ମ ପ୍ରତିଷ୍ଠା ସାମାଜିକ ଅନୁଷ୍ଠାନ ସ୍ବାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ସୁନ୍ଦର ନାଗରିକ ହେବା ସହିତ ସ୍ବାବଲମ୍ବୀ ଓ ନିଜର ପରିଚୟ!-->…