Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଘୋଡାଗାଡୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ…
ଫୁଲବାଣୀ :-ଆଜି ଘୋଡାଗାଡୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶଙ୍କ ଆବାହକତ୍ବରେ ମିଳିତ ଶିକ୍ଷକ ସମନ୍ୱୟ ସମିତି ଫୁଲବାଣୀର ସଭାପତି ସୁକାନ୍ତ କୁମାର ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା!-->…
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନିୟମିତତା ଅଭିଯୋଗ : ଠିକାଦାର ଓ ଯନ୍ତ୍ରୀ ମଧ୍ୟରେ ମଧୁଚଦ୍ରିକା
ଫୁଲବାଣୀ //ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ଥିବା ୫୯ ନଂ.ଜାତୀୟ ରାଜପଥ ଠାରୁ ଚିଙ୍ଗିରୀଗାଁ ପର୍ଯ୍ୟନ୍ତ ନିର୍ମାଣ ଚାଲୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। କାମ ଆରମ୍ଭ ରେ ଠିକାଦାର କାର୍ଯ୍ୟ ର!-->…
ମୋ ୱାର୍ଡ ସଭା ଅନୁଷ୍ଠିତ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୫ ପାଟଣାସାହି ଲକ୍ଷ୍ମୀନୃସିଂହ ମନ୍ଦିର ନିକଟରେ ଶୁକ୍ରବାର ମୋ ୱାର୍ଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି । ୫ ନଂ ୱାର୍ଡର ସ୍ଥାନୀୟ ଲୋକଙ୍କୁ ନେଇ ୱାର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା ୱାର୍ଡର ସାମୂହିକ ବିକାଶ କାର୍ଯ୍ୟ ରାସ୍ତାଘାଟ,!-->…
ଉତ୍କଳରେ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଉଦଘାଟିତ…
ଭୁବନେଶ୍ୱର : ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ବିଭାଗର ମିଳିତ ସହଯୋଗରେ ତ୍ରି-ଦିବସୀୟ ଆନ୍ତଃଜିଲ୍ଲାସ୍ତରୀୟ ଜାତୀୟ ସେବା ଯୋଜନା ସ୍ବେଚ୍ଛା ସେବି ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି। ଉଦଘାଟନ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା!-->…
ଉତ୍କଳମଣୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ…
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ମାଧବନ୍ଧ ସ୍ଥିତ ଉତ୍କଳ ମଣି ହାଇ ସ୍କୁଲର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଛିI ଏହି ଉତ୍ସବ କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାନୁମତୀ ଜେନା ପ୍ରଦୀପ ପ୍ରଜ୍ଵଳନ କରିବା ସହ ସ୍ଵାଗତ ଭାଷଣ କରି ବିଦ୍ୟାଳୟର ବାର୍ଷିକ!-->…
ଦାରିଙ୍ଗବାଡିରେ ପୁଣି ତୁଷାରପାତ…
ଦାରିଙ୍ଗବାଡି,୩/୨ : ଦାରିଙ୍ଗବାଡିରେ ପୁଣି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଗତ ଡ଼ିସେମ୍ବର ମାସ ୮ ତାରିଖ ଦିନ ପ୍ରଥମ ତୁଷାରପାତ ହୋଇଥିବା ବେଳେ ପୁଣି ଆଜି ତୁଷାରପାତ ଦେଖିବାକୁ ମିଳିଛି । ଗୁରୁବାର ଦିନ ଦାରିଙ୍ଗବାଡିରେ ୧୨.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ!-->…
ସଡ଼କ ଦୁର୍ଘଟଣାରେ ୮ ବାଟାଲିୟନ ସିପାହୀଙ୍କ ମୃତ୍ୟୁ…
ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଁଗାଁ ଛକ ନିକଟସ୍ଥ 16ନମ୍ବର ରାଜପଥରେ ଏକ ସଡ଼କ ଦୃଘଟଣାରେ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ର ଜୈନେକ ସିପାହୀ ଙ୍କ ମୃତ୍ୟୁ ଘଟିଥିବା ଜଣାଅପଡ଼ିଛି l ସିପାହୀ ଜଣଙ୍କ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ଟାକିରିଆ ବ୍ରହ୍ମପୁର ର ତ୍ରିନାଥ!-->…
ଦାରିଙ୍ଗବାଡ଼ିରେ ଜଙ୍ଗଲ ଜମିପଟ୍ଟା ବଣ୍ଟନ…
ଦାରିଙ୍ଗବାଡ଼ି, ୦୩/୦୨ : ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ଥ ସାରିଙ୍ଗିର୍ପି ଗ୍ରାମର ୮ ପରିବାରଙ୍କୁ ତହସିଲ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମ ରେ ଦାରିଙ୍ଗବାଡ଼ି ତହସିଲଦାର ଡ଼ଃ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ!-->…
ରାଇଘର ଅଞ୍ଚଳରେ ଦିନକୁ ଦିନ ବଢୁଛି ଚୋରି : ପୋଲିସ ନିରବ ଦ୍ରଷ୍ଟା
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟାସ୍ଥିତ ପାଣ୍ଡେ ଘର ପାଖରେ ନୂଆଘର କାମ ଚାଲୁଥିବା ବେଳେ ବିଭିନ୍ନ ସାଜ ସରଞ୍ଜାମ ଲୁହାର ରଡ଼ ଓ ସିମେଣ୍ଟ ଆଦି ଘର ସାମ୍ନାରେ ସବୁ ଦିନ ପଡ଼ିଥାଏ l ସୂଚନା ପ୍ରକାରେ ଗତକାଲି ୨ ତାରିଖ ବିଳମ୍ବ ରାତିରେ ରୁହା ରଡ଼ ଟାଣିବା ଓ ଲୋକଙ୍କୁ!-->…
ଆର୍ଟ ଗ୍ୟାଲେରୀରେ ମୁଦ୍ରଣ କଳାର ଶୁଭାରମ୍ଭ…
ଛତ୍ରପୁର : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଥିବା ଆର୍ଟ ଗ୍ୟାଲେରୀରେ ମୁଦ୍ରଣ କଳାର ଶୁଭାରମ୍ଭ ହୋଇଯାଇଛି । ଖଲିକୋଟ ଓ ଭୁବନେଶ୍ୱର ମହାବ୍ୟିାଳୟର ମୁଦଷ୍ଠଚ୍ଚ କଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ମୁଦ୍ରଣ କଳାକୁ ଏଠାରେ ରଖାଯାଇଥିବା ବେଳେ ଶୁକ୍ରବାର!-->…