Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅଭିଭାବକ ଓ ଅଧ୍ୟାପକ ଅଧ୍ୟାପିକା ବୈଠକ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ସଞ୍ଜୟ ସ୍ମୃତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଭିଭାବକ ଓ ଅଧ୍ୟାପକ ଅଧ୍ୟାପିକା ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ତନୁଜା ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ କ୍ରମେ!-->…
ସୁବାଷ ବୋଷ ଛକ ନିକଟରେ ଗାଡ଼ି ପର୍କିଙ୍ଗ ଓ ଶୌଚାଳୟ ଉଦ୍ଘାଟନ ପରେ ଵି ତାଲା : ଅଭିଯୋଗ ଆଣିଲା ଜିଲ୍ଲା କଂଗ୍ରେସ…
ମାଲକାନଗିରି : ମାଲକାନଗିରି ଆଜି ଜିଲ୍ଲା ସଦର ସୁବାଷ ବୋଷ ଛକ ନିକଟରେ ପୌରପରିଷଦ ତରଫରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ଗାଡ଼ି ପର୍କିଙ୍ଗ ଓ ଶୌଚାଳୟ ର ବ୍ୟବସ୍ଥା କରାଯାଇଛି। କାମ ସରିବା ମାସ ମାସ ପରେ ମଧ୍ୟ ଏହି ପର୍କିଙ୍ଗ ସ୍ଥାନଟି ଜନସାଧାରଣଙ୍କ ପାଇଁ ଖୋଲାଯାଇପାରୁ ନଥିବାରୁ!-->!-->!-->…
କିଟ୍ ଓ କିସ୍ ପକ୍ଷରୁ ମିନି ମାରାଥନ…
ଫୁଲବାଣୀ :- କିଟ୍ ଓ କିସ୍ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଅବସରରେ ଫୁଲବାଣୀଠାରେ ଆଜି ସକାଳୁ ବିଭିନ୍ନ ସ୍କୁଲ ପିଲାଙ୍କୁ ନେଇ ମିନି ମାରାଥନର ଆୟୋଜନ କରାଯାଇଥିଲା। କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର, ମୁଖ୍ୟ ଜିଲ୍ଲା ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ଼ିଲ୍ଲା ପରିଷଦ ବିଶ୍ୱରଂଜନ ନାୟକ ଓ!-->…
ସୁନ୍ଦରଗଡ଼ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ…
ସୁନ୍ଦରଗଡ଼ : ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଭୋଜପୁର ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ମାନିତ ଅତିଥି!-->!-->!-->…
ଦଣ୍ଡକାଳୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଯାତ୍ରା…
ବ୍ରହ୍ମପୁର : ସ୍ଥାନୀୟ ପାଣିଗ୍ରାହୀ ପେଣ୍ଠ ସ୍ଥିତ ଦଣ୍ଡକାଳୀ ମନ୍ଦିରର ରତ୍ନମୁଦ ଓ ମୁଖ୍ୟ ଫାଟକ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ମନ୍ଦିର ନିକଟରୁ ଏକ ବିରାଟ କଳସ ଶୋଭାଯାତ୍ରା ବାହାରି ଥିଲା । ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ ବାଲୁଙ୍କେଶ୍ୱର ମନ୍ଦିର!-->…
ବ୍ରମହ୍ମପୁ ଇମ୍ପେରିଆଲ କଲେଜର ୧୫ତମ ବାର୍ଷିକ ଉତ୍ସବ…
ବ୍ରହ୍ମପୁର : ବ୍ରହ୍ମପୁର ସ୍ଥାନୀୟ ପାଣିଟାଙ୍କି ନିକଟରେ ଥିବା ବ୍ରମହ୍ମପୁ ଇମ୍ପେରିଆଲ ୧୫ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଡାଇମଣ୍ଡ ଜୁବିଲୀ ଟାଉନହଲଲ ଠାରେ ପାଳନ କରାଯାଇଛି । ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ଶିକ୍ଷ ନିର୍ଦ୍ଦେଶକ ଡ଼ା ଲକ୍ଷ୍ମୀକାନ୍ତ ତ୍ରିପାଠୀ , ସମ୍ମାନୀତ!-->…
ଫେରାର ତିନି ଗଞ୍ଜେଇ ବେପାରୀଙ୍କ ସମ୍ପତି ବ୍ୟାଜପ୍ତି ସହ ପଳାତକ ଘୋଷଣା କଲା ପୁଲିସ…
ମାଲକାନଗିରି,୨୮।୧ : ପୋଲିସ କବଳରୁ ବର୍ତ୍ତିବା ପାଇଁ ଗ୍ରାମରୁ ଦୀର୍ଘଦିନ ଧରି ଫେରାର ଥିବା ତିନି ଫେରାର ଗଞ୍ଜେଇ ମାଫିଆ(ବ୍ୟବସାୟୀ) ଙ୍କୁ ପଳାତକ ଭାବେ ଘୋଷଣା କରାଯାଇ ସେମାନଙ୍କ ସମ୍ପତି ବ୍ୟାଜପ୍ତି କରାଯିବ ବୋଲି ସେମାନଙ୍କ ଘରେ ନୋଟିସ ଲଗାଇଛି ମାଲକାନଗିରି ପୁଲିସ ।ମାଲକାନଗିରି ଥାନା!-->…
୩ ବର୍ଷର ଉଦ୍ଧାର ହୋଇଥିବା ଶିଶୁକୁ ତାଙ୍କ ପରିବାରକୁ ହସ୍ତାନ୍ତର…
ଫୁଲବାଣୀ:- ଗତ କାଲି କନ୍ଧମାଳ ମହୋତ୍ସବରେ ୩ବର୍ଷର ଏକ ଶିଶୁକୁ ଉଦ୍ଧାର ହୋଇଥିବା ଶିଶୁକୁ ଆଜି ଅଧ୍ୟକ୍ଷ ଜିଲ୍ଲା ଶିଶୁମଙ୍ଗଳ କମିଟି ଆଦେଶ ଅନୁସାରେ ମାଆଙ୍କ ସହିତ ପରିବାରକୁ ହସ୍ତାନ୍ତର କରାଯାଇଛି। ସୁଚନା ଅନୁସାରେ ଗତ କାଲି କନ୍ଧମାଳ ମହୋତ୍ସବ ପରିସରରେ ୩ରୁ୪ଘଣ୍ଟା ଅପେକ୍ଷା ପରେ ଶିଶୁକୁ!-->…
ବିଜୁ କୃଷକ ଯୋଜନାରେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ…
ଉମେରକୋଟ //ଝରୀଗାଁ : ଉଠା ଜଳସେଚନ ନିଗମ, ଓଡ଼ିଶା ତରଫରୁ ବିଶାଳ ସମାବେଶରେ ବିଜୁ କୃଷକ ଯୋଜନା ଅଧୀନରେ ଗଭୀର ନଳକୂପ ସେଚ କାର୍ଯ୍ୟକ୍ରମ କରାଯାଇଅଛି ଏବଂ ୨୦୨୨-୨୩ ଖନନ ବର୍ଷ କାର୍ଯ୍ୟର ଶୁଭାରମ୍ଭ ମଧ୍ୟ କରାଯାଇଅଛି | ସୂଚନା ପ୍ରକାରେ ଝରିଗାଁ ବ୍ଲକର ସମସ୍ତ ଚାଷୀଙ୍କୁ ଡକାଇ ଝରିଗାଁ!-->…
ଧରାପଡିଲେ ପାଣି ମୋଟର ଚୋର ଜଣେ ଗିରଫ, ପାଣି ମୋଟର ଜବତ…
ହିଞ୍ଜିଳିକାଟୁ ୨୮।୧ : ହିଞ୍ଜିଳି ପୋଲିସ୍ ହାତରେ ପାଣି ମୋଟର ଚୋର । ପାଣି ମୋଟର ସହ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ହିଞିଳିକାଟୁ ବ୍ଳକ ଶିକିରି ଗ୍ରାମର ସୁଶାନ୍ତ ନାହାକ । କିଛି ଦିନ ହେବ ବିଭିନ୍ନ ଗ୍ରାମରୁ ପାଣି ମୋଟର ଚୋରୀ କରି ନେଉଥିଲେ । ପରେ କମ୍ ମୂଲ୍ୟରେ ଏହାକୁ ବିକ୍ରି!-->…