Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସକ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ
ଛତ୍ରପୁର : ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୨ ଓଭର କୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ!-->…
ଛତ୍ରପୁର ପ୍ରେସକ୍ଲବର ନୂତନ କୋଠାକୁ ଉଦଘାଟନ କଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ…
ଛତ୍ରପୁର : ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ବଳିଷ୍ଠ ଚତୁର୍ଥ ସ୍ତମ୍ଭର ଆବଶ୍ଯକତା ସର୍ବଦା ରହିଛି । ଏଣୁ ସାମ୍ବାଦିକମାନେ ମଧ୍ଯ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ନିଜର ସାମାଜିକ ଦାୟିତ୍ବ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଓଡିଶା ସରକାରଙ୍କ କୃଷି, କୃଷକ ସଶକ୍ତିକରଣ ଏବଂ!-->…
ରାଜସ୍ଥାନ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆମ ଆଦମୀ ପାର୍ଟି…
ଜୟପୁର: ଆମ୍ ଆଦମୀ ପାର୍ଟି (ଆପ) ରାଜସ୍ଥାନର ସମସ୍ତ ୨୦୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଦଳର ଜାତୀୟ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଥର ଏଭଳି ନିର୍ବାଚନ ଲଢେଇ ହେବ, ଯାହାକୁ କେହି ଆଶା ମଧ୍ୟ କରିନଥିବେ | ଏଥିପାଇଁ ସମ୍ପୂର୍ଣ୍ଣ!-->…
ଟାଉନହଲଠାରେ ତ୍ରୟୋଦଶ ଭୋଟର ଦିବସ ପାଳିତ…
ବୌଦ୍ଧ : ଆଜି ଦିନ 11 ଘଣ୍ଟା ସମୟ ରେ ବୌଦ୍ଧ ଟାଉନହଲ ଠାରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ତ୍ରୟୋଦଶତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ର ଙ୍କ ସଂଯଜନା ରେ ଅନୁଷ୍ଠିତ l ଉକ୍ତ କାର୍ଯ୍ୟକ୍ରମ ରେ!-->…
ସୁନ୍ଦରଗଡର “ଗଛ ମଣିଷ”ଙ୍କୁ ସମ୍ମାନିତ କଲା ଜିଲ୍ଲା ପ୍ରଶାସନ…
ସୁନ୍ଦରଗଡ଼ : ବଣ ପାହାଡ ଘେରା ତିନିକୁଡା ଗାଁ , ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମେଘଡେଗା ଗ୍ରାମ ପଞ୍ଚାୟତର ଏକ ରାଜସ୍ୱ ଗ୍ରାମ। ଏହି ତିନିକୁଡା ଗାଁର ଜଣେ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ସୁବାସ କୁମାର ସା । ସୁନ୍ଦରଗଡର ଗଛ ମଣିଷ ଭାବରେ ପରିଚିତ ସୁବାସ କୁମାର!-->…
ଫୁଲବାଣୀ ଓକିଲ ସଂଘ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓକିଲ ସଂଘ ପକ୍ଷରୁ ସଂଘର ସଭାପତି ବିଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସଂଘ ସଭାପତି ଆଜିର ଦିନଟି ଆମ ଭାରତ 26 ଜାନୁଆରୀ 1950ରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା ସେହି ଦିନକୁ!-->…
ବାଲିଗୁଡା ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ…
ବାଲିଗୁଡ଼ା: ଆଜି ସାରା ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ବାଲିଗୁଡା ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ ପ୍ରତ୍ୟୁଷ ରେ ରାମଧୂନ ପରିବେଷଣ କରାଯାଇଥିଲା l ସକାଳ ୭ ଘଣ୍ଟ ସମୟରେ ଉପଖଣ୍ଡ ର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ!-->…
ବ୍ରାହ୍ମଣୀଗାଁ ଥାନାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ସହିତ ବୃକ୍ଷ ରୋପଣ…
ଦାରିଙ୍ଗବାଡି, ୨୬/୦୧, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଥାନା ଧିକାରୀ ଚାପଧାରୀ ପ୍ରଧାନ,ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି, ଏଏସାଇ ରମାକାନ୍ତ ସେଠି,ଏଏସାଇ ଶଙ୍କର ୱାଡାକା, ପୋଲିସ!-->…
ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
‘‘ଓଡ଼ିଶାର ସାମଗ୍ରିକ ବିକାଶରେ ସୁନ୍ଦରଗଡ଼ ଜିଲ୍ଲାର ରହିଛି ବିଶେଷ ଅବଦାନ’’ - ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ
‘‘କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଆଜି ଓଡ଼ିଶା ପାଇଁ ଆଣିଦେଇଛି ସ୍ୱତନ୍ତ୍ର ପରିଚୟ’’ – ମାନ୍ୟବର ମନ୍ତ୍ରୀ
ସୁନ୍ଦରଗଡ଼, ୨୬ ଜାନୁଆରି ୨୦୨୩:!-->!-->!-->!-->!-->!-->!-->…
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI )ବ୍ରହ୍ମପୁର ଆଞ୍ଚଳିକ ପରିଷଦ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ
ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI )ବ୍ରହ୍ମପୁର ଆଞ୍ଚଳିକ ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାର୍କ ସାହି ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଅଛି | ଏହି ସାଧାରଣତନ୍ତ୍ରରେ ପାର୍ଟିର ରାଜ୍ୟସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥି ପ୍ରକାଶ ପାତ୍ର ମୁଖ୍ୟ ଅତିଥି ରୂପେ!-->!-->!-->…