Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଭିନ୍ନ ସ୍ଥାନରେ ଜଙ୍ଗଲରେ ଲାଗୁଛି ନିଆଁ, ବନ ବିଭାଗ ସଜାଗ ହେବା ଜରୁରୀ
ଦାରିଙ୍ଗବାଡି, ୨୬/୦୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗ ବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଜଙ୍ଗଲ ପୋଡି ହେବା ଆରମ୍ଭ ହୋଇ ଥିବା ଦେଖିବାକୁ ମିଳିଛି। ଆଜି ଗଣ ମାଧ୍ୟମ ପ୍ରତିନିଧି ଗଣ ଖବର ସଂଗ୍ରହ କରି ଫେରୁ ଥିବା ସମୟରେ କାଟିଙ୍ଗିଆ ବନ ପାଳ ଅଧିନ ଅଞ୍ଚଳ କୁମ୍ଭାରୀଗାଁ ପଞ୍ଚାୟତ!-->!-->!-->…
ଫୁଲବାଣୀ ପ୍ରେସକ୍ଲବ ଠାରେ ପାଳିତ ହେଲା ୭୪ତମ ସାଧାରଣ ତନ୍ତ୍ର ଦିବସ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାପ୍ରେସ କ୍ଲବ ଫୁଲବାଣୀ ଠାରେ ୭୪ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ର ସଭାପତି ସୁନୀଲ ପଟ୍ଟନାୟକ ଜାତୀୟ ପତକା ଉତ୍ତୋଳନ କରିବା ସହ ସମଗ୍ର ଦେଶର ସଙ୍ଗ୍ରାମୀ ମାନଙ୍କ ସମେତ କନ୍ଧମାଳ ଜିଲ୍ଲାର!-->!-->!-->…
ଶୁଣ୍ଢିଗାଁ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଶୁଣ୍ଢିଗାଁ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଭୂଙ୍ଗିଯୋଡି ଗ୍ରାମ ପଞ୍ଚାୟତ ସରପଞ୍ଚ ଏସିଆ କହଁର ଯୋଗଦେଇ ପତାକା ଉତୋଳନ କରିଥିଲେ ।!-->…
ସ୍ବାଧୀନତା ଆନ୍ଦୋଳନରେ କନ୍ଧମାଳ ଜିଲ୍ଲାର ଅବଦାନ କିଛି କମ୍ ନୁହେଁ : ଶ୍ରମମନ୍ତ୍ରୀ
ଫୁଲବାଣୀ : ଆମ ସମ୍ବିଧାନ ପୃଥିବୀର ସର୍ବବୃହତ୍ ଲିଖିତ ସମ୍ବିଧାନ। କୋଟି କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ଓ ସ୍ଵପ୍ନ ପ୍ରତିଫଳିତ ହୋଇଛି ଆମ ସମ୍ବିଧାନରେ । ଭାରତୀୟ ଚିନ୍ତନ, ଦର୍ଶନ, ପରମ୍ପରା, ଐତିହ୍ୟ ଓ ପରିବେଶ ଆଧାରରେ ପ୍ରଣୀତ ହୋଇଛି ଆମ ସମ୍ବିଧାନ । ଜାତୀୟତାର ସ୍ତମ୍ଭ ଉପରେ!-->…
ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ…
ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ପାଳନ କରାଯାଇଅଛି | ଏହି ଜାତୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ,(ଭା.ପ୍ର.ସେ.) ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ,!-->…
ସୋନପୁର ଡିଏନକେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଆ ସରସ୍ବତୀଙ୍କ ପୂଜା…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ କୁଡ଼ାବେଡ଼ା ପଞ୍ଚାୟତର ସୋନପୁର ଡିଏନକେ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲରେ ଜ୍ଞାନର ଦେବୀ ମା ସ୍ୱରସ୍ୱତୀଙ୍କ ପୂଜା ଅର୍ଚ୍ଚନା ଅନୁଷ୍ଠିତ ହେଲା l ଓଁ ସ୍ୱରସ୍ୱତୀ ମହାଭାଗେ ବିଦ୍ୟୋ କମଳଲୋଚନେ l ବିଶ୍ଵରୂପେ ବିଷାଲାକ୍ଷୀ ବିଦ୍ୟାଂ ଦେହି!-->…
କୁନ୍ଦେଇ ଥାନାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର କୁନ୍ଦେଇ ଏକ ଉପାନ୍ତ ଅଞ୍ଚଳ ଭାବରେ ପରିଗଣିତ l ଆଜି କୁନ୍ଦେଇ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସେଠିଙ୍କ ତତ୍ତ୍ବାବଧାନରେ ଓ ପରିଚାଳନାରେ ୭୪ ତମ ସାଧାରଣତନ୍ତ୍ର ଦିବସ ଆଇଆରବି ଯବାନ ଓ କୁନ୍ଦେଇ ଥାନାର ସମସ୍ତ ପଦାଧିକାରୀ!-->…
ଚାଷୀଙ୍କୁ ନ୍ୟାୟ ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବ୍ରହ୍ମପୁରରେ ଗର୍ଜନ…
କେନ୍ଦ୍ର ସରକାରର ବିଶ୍ୱାସଘାତକତା ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦବ୍ରହ୍ମପୁର : କୃଷକ ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାରଙ୍କ ବିଶ୍ୱାସଘାତକତା ବିରୁଦ୍ଧରେ ଆଜି ଦେଶବ୍ୟାପି ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି l ସଂଯୁକ୍ତ କୃଷକ ମୋର୍ଚ୍ଚାର ଗଞ୍ଜାମ ଜିଲ୍ଲା କମିଟିର ଡାକରାରେ ଆଜି!-->!-->!-->…
କଚେରୀ ପଡିଆ ଠାରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ରେ 74ତମ ସାଧାରଣତନ୍ତ୍ର ଦିବସ ପାଳିତ…
ବୌଦ୍ଧ : 26/1 ଆଜି କଚେରୀପଡିଆଠାରେ ଜିଲ୍ଲା ସ୍ତରୀୟ 74 ତମ ସାଧାରଣତନ୍ତ୍ର ଦିବସ ପାଳିତ ପତାକା ଉତ୍ତୋଳନ କଲେ ଜିଲ୍ଲାପାଳ l ଆଜି 74ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ବୌଦ୍ଧ କଚେରୀ ପଡିଆ ଠାରେ ସକାଳ ଘ:8:30:ମିନିଟ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ଜିଲ୍ଲାପାଳ ଶ୍ରୀ!-->!-->!-->…
ନବରଙ୍ଗପୁର ଷ୍ଟାଡିଅମ ରେ ଜିଲ୍ଲାସ୍ତରୀୟ 74ତମ ସାଧାରଣତନ୍ତ୍ର ଦିବସ ପାଳିତ
ନବରଙ୍ଗପୁର : ଜିଲ୍ଲା ସ୍ତରୀୟ 74ତମ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ଷ୍ଟାଡିୟମ ଠାରେ ଆୟୋଜିତ ୭୪ତମ ସାଧାରଣ ତନ୍ତ୍ର ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲା!-->…