Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
୧୨୯୦ କୋଟି ଟଙ୍କାରେ ମହିଳା ଆଇପିଏଲ ଟିମ କିଣିଲେ ଗୌତମ୍ ଅଦାନୀ
ମୁମ୍ବାଇ : ଏସିଆର ନଂ୧ ଧନୀ ଗୌତମ ଅଦାନୀ ଆଇପିଏଲରେ ବି ପ୍ରବେଶ କରିଛନ୍ତି । ତାଙ୍କ କମ୍ପାନି ଅଦାନୀ ଗ୍ରୁପ୍ ୧୨୯୦ କୋଟି ଟଙ୍କା ବିନିମୟରେ ଗୋଟିଏ ମହିଳା ଆଇପିଏଲ ଫ୍ରାଞ୍ଚାଇଜି ବା ଟିମ କିଣିଛି । ଅଦାନୀ ଗ୍ରୁପର ଏକ ଶାଖା ଅଦାନୀ ସ୍ପୋର୍ଟସଲାଇନ ପ୍ରା. ଲିଃ ପକ୍ଷରୁ ଏହି ଟିମ କିଣାଯାଇଛି!-->…
ସ୍ୱାଭିମାନ ଅଞ୍ଚଳରେ ରାଧାକୃଷ୍ଣ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ
ଚିତ୍ରକୋଣ୍ଡା (୨୪/୦୧) : ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗୋରାସେତୁ ଠାରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆଜି ଦ୍ୱିତୀୟ ଦିବସରେ!-->…
୧୨୦ ଏକର ଗଞ୍ଜେଇ ଗଛ ନଷ୍ଟ…
ଫିରିଙ୍ଗିଆ : ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ଓ ଅବକାରୀ ଅଧିକ୍ଷକ ପ୍ରବିଣ କୁମାର ସାମଲ ଙ୍କ ନିର୍ଦ୍ଦେଶ ରେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ସହଯୋଗ ରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ ଅନ୍ତର୍ଗତ!-->…
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଶଙ୍କରା ବ୍ଲକରେ ଯୁଗ୍ମ ଜନଶୁଣାଣି…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଶଙ୍କରା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଜନସାଧାରଣଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ।
ଏହି ଜନଶୁଣାଣିରେ ମୋଟ!-->!-->!-->…
ସ୍ୱାଭିମାନ ଅଂଚଳରୁ କୁଖ୍ୟାତ ୩ଲକ୍ଷ ଇନାମୀ ମାଓବାଦୀ ଚାଣ୍ଟିକୁ ଗିରଫ କଲା ଏନ୍ଆଇଏ…
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ କୁଖ୍ୟାତ ୩ଲକ୍ଷ ଇନାମୀ ମାଓବାଦୀ ଚାଣ୍ଟିକୁ ଗିରଫ କଲା ଏନ୍ଆଇଏ । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୧୨ ମସିହା ଜୁଲାଇ ମାସରେ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ କରିବା ଓ ଏହି ଘଟଣା ରେ ୪ ଜଣ ଯବାନ ସହିଦ ଘଟଣାରେ ସାମିଲ ଥିଲା ଏହି ମାଓବାଦୀ ଚାଣ୍ଟି।!-->…
ଝିରିପାଣିରେ ଶ୍ରେଣୀ ଗୃହ ଉଦ୍ଘାଟନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଝିରିପାଣିରେ ଶ୍ରେଣୀ ଗୃହ ଉଦ୍ଘାଟନ ହୋଇଛି । ମାଓ ପ୍ରବଳ ଝିରିପାଣି ପଂଚାୟତର ବାରିଙ୍ଗିଲି ଅଞ୍ଚଳରେ ବାଲିଗୁଡା ବିଧାୟକ ଚକ୍ରମଣି କଁହର ଙ୍କ ଦ୍ଵାରା ଶ୍ରେଣୀ ଗୃହର ଶୁଭ ଉଦ୍ଘାଟନ ହୋଇଛି । ସମ୍ମାନିତ ଅତିଥି ରୂପେ ତୁମୁଡିବନ୍ଧ ପଂଚାୟତ!-->…
ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ୧୬୦ କେଜିର ମହୁଲ ପୋଚ ଜବତ…
ଦାରିଙ୍ଗବାଡି(୨୪/୦୧) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଜି ବେଆଇନ ଦେଶମଦ ଚଢ଼ାଉ କରି ପ୍ରାୟ ୧୬୦ କେଜି ମହୁଲ ପୋଚ ଜବତ କରିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ!-->…
ଦେଶବ୍ୟାପି ଗଣପ୍ରତିବାଦକୁ ସଫଳ କରିବାପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଆହ୍ୱାନ…
ବ୍ରହ୍ମପୁର : କୃଷକ ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାରଙ୍କ ବିଶ୍ୱାସଘାତକତା ବିରୁଦ୍ଧରେ ଜାନୁଆରୀ 26 ତାରିଖରେ ହେବାକୁ ଥିବା ଦେଶବ୍ୟାପି ଗଣ ପ୍ରତିବାଦକୁ ସଫଳ କରିବା ଆହ୍ୱାନରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର କମାପଲ୍ଲୀ ଛକ ଠାରେ ମଞ୍ଚ ଆବାହକ ଆଇନଜୀବୀ ଅବନୀ!-->…
ଛତୁଚାଷ କରି ଆର୍ଥିକ ସ୍ବାବଲମ୍ବୀ ହେଲେ ସ୍ୱୟଂ ସହାୟିକା ଗୋଷ୍ଠୀ…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ଗ୍ରାମ ପଞ୍ଚାୟତ ର ମାସିରିପଡା ଗାଁ ର ମାଁ ବାଞ୍ଜିମାହା ସ୍ୱୟଂ ସହାୟିକା ଗୋଷ୍ଠୀ ର ୧୧ ଜଣ ସଭ୍ୟା ଛତୁ ଚାଷ କରି ନିଜେ ଆର୍ଥିକ ସ୍ବାବଲମ୍ବୀ ହେବା ସହ ପରିବାର ପାଇଁ ରୋଜଗାର ଦେଇଥିବା ଦେଖିବାକୁ ମିଳିଛି l ଏହି ସ୍ୱୟଂ ସହାୟିକା!-->…
ଅପହଞ୍ଚ ଗାଁର ବିକାଶ ଚିତ୍ର , ପ୍ରଶାସନଙ୍କ ନଜର ନାହିଁ..
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନେକ ଅପହଞ୍ଚ ଇଲାକା ଗାଁ ରହିଛି ଯେଉଁ ଗାଁ କୁ ଯିବା ପାଇଁ ଭଲ ରାସ୍ତା ନାହିଁ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସ୍ବାଧୀନତା ର ଦିର୍ଘ ବର୍ଷ ବିତିଯାଇଥିଲେ ସୁଧା ଅଞ୍ଚଳର ଜନସାଧାରଣ ଗମନାଗମନ ପାଇଁ ଭଲ ରାସ୍ତା ନଥିବାରୁ ବହୁତ ଅସୁବିଧାର!-->…