Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କନ୍ଧମାଳ ଜିଲ୍ଲା ୬୬୨ ମହାବିଦ୍ୟାଳୟ ତରଫରୁ ବିକ୍ଷୋଭ ପ୍ରଦର୍ଶନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବେସରକାରୀ କଲେଜ କର୍ମଚାରୀ ସଂଘ '୪୮୮ ଓ ୬୬୨ ‘ କର୍ମଚାରୀ ମଧ୍ୟରେ ପରିଶ୍ରମିକକୁ ନେଇ ଓଡିଶା ସରକାର ଯେଉଁ ଭଳି ଅମାନବିକ ପକ୍ଷପାତି ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ବିରୋଧ କରି ସମଗ୍ର କନ୍ଧମାଳର ୬୬୨ କଲେଜ କର୍ମଚାରୀ ସମନ୍ୱୟ ସମିତି ତୀବ୍ର ଭାବରେ!-->…
ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା…
ବ୍ରହ୍ମପୁର : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ Features of Indian Constitution,!-->…
ଆମ୍ବଗଡଠାରେ ଅନୁଷ୍ଠିତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ…
କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଦକ୍ଷିଣପୁର ପଞ୍ଚାୟତର ଆମ୍ବଗଡ ଠାରେ ଆମ୍ବଗଡ ଯୁବକ ସଂଘ ତରଫରୁ ଆୟୋଜିତ ଦୀର୍ଘ ସାତଦିନ ଧରି ଚାଲିଥିବା ଶ୍ରୀ ଶ୍ରୀ ମା ଅନ୍ନପୂର୍ନେଶ୍ୱରି ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଆ!-->…
କେନାଲ ମଧ୍ୟରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର..
ମାଲକାନଗିରି : ମାଲକାନଗିରି ଜିଲ୍ଲା ଝାଟିମାଟି କଲୋନୀ ନିକଟରେ ଥିବା କେନାଲ ରେ ଆଜି ସକାଳେ ଜଣେ ଲୋକର ମୃତ୍ୟୁ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା ଲୋକମାନେ ମୃତ ଦେହକୁ ଦେଖିବା ସଂଗେ ପୋଲିସ ଓ ଦମକଳ ବାହିନୀ କୁ ଯୋଗାଯୋଗ କରିଥିଲେ ପରେ ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି!-->!-->!-->…
ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ୍ ମ୍ୟାଚ ଦେଖିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ…
• ଭୁବନେଶ୍ୱରରୁ ବିମାନ ଯୋଗେ ଆସିଲେ ଛାତ୍ରଛାତ୍ରୀ• ରାଉରକେଲା ବିମାନ ବନ୍ଦରରେ ସ୍ୱାଗତ କରାଗଲା• ବିମାନ ବନ୍ଦରରୁ ସ୍ୱତନ୍ତ୍ର ବସରେ ଷ୍ଟାଡିୟମ ଆସିଲେ ଛାତ୍ରଛାତ୍ରୀ
ସୁନ୍ଦରଗଡ଼ /ରାଉରକେଲା : ଭୁବନେଶ୍ୱରର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟରୁ ୧୬ ଜଣ ଛାତ୍ରଛାତ୍ରୀ ଆଜି ରାଉରକେଲା ଆସି!-->!-->!-->…
ଉତ୍କଳ ବିଶ୍ବବିଦ୍ୟାଳୟରେ ଅମୃତ ମହୋତ୍ସବ ଯାତ୍ରାର ସମାପନ ସମାରୋହ…
ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ କୁଳପତିଙ୍କ ଆହାନଭୁବନେଶ୍ୱର : ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବ ଭାରତୀୟ ମାନଙ୍କ ମଧ୍ୟରେ ଏକ ନବ ଉନ୍ମାଦନା ଆଣିଦେଇଛି | ସ୍ୱାଧୀନତାର ଶତାବ୍ଦୀ ବର୍ଷ ୨୦୪୩!-->…
କୁଆରମୁଣ୍ଡା, ନୂଆଗାଁ ଏବଂ ବିଶ୍ରା ବ୍ଲକ ସହ ବୀରମିତ୍ରପୁର ପୌରପାଳିକାରେ ବିଶ୍ୱକପ୍ ଟ୍ରଫି ଟୁରକୁ ସ୍ୱାଗତ ପାଇଁ…
ସୁନ୍ଦରଗଡ଼/ରାଉରକେଲା, ୨୦ ଜାନୁଆରି ୨୦୨୩: ସୁନ୍ଦରଗଡ଼ ଜିଲ୍ଲାବ୍ୟାପୀ ହକି ବିଶ୍ଵକପ୍ ଟ୍ରଫିକୁ ସ୍ୱାଗତ ଜଣାଇବା ପାଇଁ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ଜନସାଧାରଣଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳୁଛି। ଶୁକ୍ରବାର ଦିନ କୁଆରମୁଣ୍ଡା, ନୂଆଗାଁ ଏବଂ ବିଶ୍ରା ବ୍ଲକ ସହ ବୀରମିତ୍ରପୁର!-->!-->!-->…
ପ୍ରକୃତ ହିତାଧିକାରୀ ଇନ୍ଦିରା ଆବାସ ଯୋଜନାରୁ ବଞ୍ଚିତ…
ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରଭେଜା ପଞ୍ଚାଏତର ରଙ୍ଗପିଆଜଗୁଡ଼ା ଗ୍ରାମରେ ଏମିତି ଜଣେ ବୟସ୍କ ବ୍ୟକ୍ତି ଅଛନ୍ତି ତାଙ୍କର ଦୁଃଖର କଥା ବୁଝିବା ପାଇଁ କେହି ନାହାନ୍ତି l ସଂସାର କହିଲେ ଜଣେ, ଖରା ବର୍ଷାରେ ଅତି ଦୟନୀୟ ଅବସ୍ଥାରେ ଦିନ ବିତାଉଛନ୍ତି!-->…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଶିକ୍ଷକଙ୍କ ଅକାଳ ମୃତ୍ୟୁ ଓ ଶିକ୍ଷୟିତ୍ରୀ ଗୁରୁତର…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଡୁମରିମୁଣ୍ଡା ଯିବା ରାସ୍ତାର ହାତୀବେନା ମୋଡ଼ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି l ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ଡୁମରିମୁଣ୍ଡା ଡିଏନକେ ଗ୍ରାମର ହାଇସ୍କୁଲ ଶିକ୍ଷକ ନିରଞ୍ଜନ ଦାସ ଓ ନିବେଦିତା ବିଦ୍ୟାପୀଠର ଶିକ୍ଷିକା!-->…
ବୀରନରସିଂହପୁର ରାମକୃଷ୍ଣ ବାଳାଶ୍ରମରେ ଲାଇବ୍ରେରୀ ପୁସ୍ତକ ଓ ଶିକ୍ଷା ଉପକରଣ ବଣ୍ଟନ…
ବୌଦ୍ଧ : ହରଭଙ୍ଗା ବ୍ଲକ ବୀରନରସିଂହ ପୁର ଠାରେ ଥିବା ରାମକୃଷ୍ଣ ବାଳାଶ୍ରମ ଠାରେ ଆଜି ବୌଦ୍ଧ ଜିଲ୍ଲା ଜନାଲିଷ୍ଟ ପକ୍ଷରୁ ଅନ୍ତ ବାସି ମାନଙ୍କୁ ସ୍କୁଲ ବ୍ୟାଗ ଓ ପାଠାଗାର ପାଇଁ ପୁସ୍ତକ ଓ ଆଲମାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅତିଥିଭାବେ ଉକ୍ତ ଅବସରରେ ଜିଲ୍ଲାପାଳ ଶ୍ରୀ!-->…