Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପୁଣି ନଷ୍ଟ ହେଲା ୧୧୨ଏକର ଗଂଜେଇ ଚାଷ…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲାରେ ଅପରେସନ ନୀଳ ଜହର ବା ବେଆଇନ ଗଞ୍ଜାଇ ଗଛ କଟା ଅଭିଯାନ ଜାରି ରହିଥିବା ବେଳେ ବଡଦିନ ଓ ନବବର୍ଷ ପାଇଁ କିଛି ଦିନ ଏହି ଅପରେସନ ବନ୍ଦ ଥିଲା | ତେବେ ଅଂଚଳ ରୁ ଗଂଜେଇ କାରବାର କୁ ସମୂଳେ ବନ୍ଦ କରିବା ପାଇଁ ପୁଣି କିଛି ଦିନର ବିରତି ପରେ ଆରମ୍ଭ ହୋଇଛି ଏହି!-->…
କେଳାପଡା ଗ୍ରାମ ପଞ୍ଚାୟତରେ କିଶୋର କିଶୋରୀମାନଙ୍କୁନେଇ କିଶୋର କିଶୋରୀ କ୍ଲବ ଗଠିତ…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତରଙ୍ଗ ଯୁବ ମହାସଘଂର ସମ୍ପାଦକ ଶ୍ରୀ ବୁନାକହଁର ଓ ସମାଜ ସେବୀ ଅକ୍ଷୟ କୁମାର ନାୟକଙ୍କ ନେତୃତ୍ବରେ କେଳାପଡା ଗ୍ରାମ ପଚାଂୟତର ବିଭିହ୍ନ ଗ୍ରାମରୁ ୧୫ ବର୍ଷରୁ ୧୯ ବର୍ଷର ପୁଅ ଝିଅଙ୍କୁ ନେଇ କିଶୋର କିଶୋରୀ କ୍ଳବ ଗଠନ କରା ଯାଇଥିଲା ।!-->…
ନିଯୁକ୍ତି ମେଳା ଅନୁଷ୍ଠିତ : ୧୮୫ ଜଣ ଟ୍ରେନିଂ ପାଇଁ ଯୋଗ୍ୟ ବିବେଚିତ…
ହିଞ୍ଜିଳିକାଟୁ ୨୦।୧ : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଗଞ୍ଜାମ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବୃନ୍ଦାବନ ମିନିଷ୍ଟାଡିୟମ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଙ୍କ!-->…
ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର…
ହିଂଜିଳିକାଟୁ ୨୦ା୧ : ହିଂଜିଳିକାଟୁ ବ୍ଳକ ପୋଚିଲିମା ଖମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଶୁକ୍ରବାର କାର୍ଯ୍ୟକ୍ରମକୁ ଊଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂପାଦକ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ ମୁଖ୍ୟ!-->…
ପକାରୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ…
ଦାରିଙ୍ଗବାଡ଼ି,୨୦/୧ : ପକାରୀ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଆଜି ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡା.ଭବାନୀ ଶଙ୍କର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପକାରି ଗ୍ରାମ ପଞ୍ଚାୟତ!-->…
ପୋଲିସ ସହାୟକ କେନ୍ଦ୍ର ପରିଦର୍ଶନ କଲେ ଗଞ୍ଜାମ ଏସ୍ପି ମିନା…
ବ୍ରହ୍ମପୁର : ଗଞ୍ଜାମ ପୋଲିସ ଜିଲ୍ଲାର ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥୁବା ଆରକ୍ଷୀ ଅଧୃକ୍ଷକ ଜଗମୋହନ ମିନା ପୋଲସରା ସହରରେ ଥୁବା ପୋଲିସ ସହାୟତା କେନ୍ଦ୍ର ପରିଦର୍ଶନ କରିଥୁଲେ । ପୋଲସରା ସହରର ପ୍ରାଣକେନ୍ଦ୍ରରେ ପରିତ୍ୟକ୍ତ ଅବସ୍ଥାରେ ଥବା ପୁରୁଣା ଥାନାର କୋଠାକୁ ନବୀକରଣ କରାଯାଇ!-->…
ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ମାମଲା…
ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁରରେ ଆକ୍ରୋଶମୂଳକ ଭାବେ ଏକ ଗରିବ ପରିବାର ଦୋକାନ ଭାଙ୍ଗିଦିଆଯିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ସମେତ ସ୍ମୃତି ରଞ୍ଜନ ଷଡଙ୍ଗୀ ଓ ସୁରଜ ଦାଶଙ୍କ!-->…
ବ୍ରହ୍ମପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଘାଟିରେ ଓଲଟିଲା ବସ୍, ୨ ମୃତ
ବ୍ରହ୍ମପୁର : କାନକଟା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଘାଟିରେ ବସ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ବସଟି ଗଜପତି ଜିଲ୍ଲା ରାୟଗଡରୁ ଫେରୁଥିବାବେଳେ କାନକଟା ପାଖରେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣାରେ ପରେ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ!-->…
ନୋଡାଲ ଅଫିସରଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ପରିଦର୍ଶନ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାରଙ୍ଗଡ଼ ପରିସରରେ ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିରକୁ ଶଙ୍କରା ଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତଥା ନୋଡାଲ ଅଫିସର ଡଃ ସନ୍ତୋଷ କୁମାର ପ୍ରଧାନ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଶ୍ରୀଯୁକ୍ତ ବିରଞ୍ଚି ଭୂୟାଁ!-->…
ରାୟଗଡ଼ା ଚଇତି ଅବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି : ଚଇତିରେ ଜନ ପ୍ରତିନିଧିଙ୍କୁ ଅପମାନ
ଆମନ୍ତ୍ରିତ ହୋଇନାହାନ୍ତି ଜିଲ୍ଲାର ବହୁ ଜନ ପ୍ରତିନିଧି ମଞ୍ଚ ଛାଡ଼ିବାକୁ କହି ପୁଣି କ୍ଷମା ମାଗୁଛନ୍ତି ଅଧିକାରୀ
ରାୟଗଡ଼ା : ଜିଲାର ପ୍ରକୃତ ପରିଚୟ ଦେଇଥାଏ ଏଠାକାର ଲୋକ ମହୋତ୍ସବ ଚଇତି । ହେଲେ ଚଳିତ ବର୍ଷ ଚଇତିକୁ ନେଇ ଲୋକଙ୍କ ମନରେ ଉଠିଛି ନାନା ପ୍ରଶ୍ନ । ଚଇତି ୨୦୨୨ ନା ୨୦୨୩!-->!-->!-->…