Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାଉରକେଲା ‘ସରସ ମେଳା’ର ଚତୁର୍ଥ ଦିନ : ଲୋକଙ୍କ ମନ ମୋହିଲା ଓଡ଼ିଶାର ଲୋକନୃତ୍ୟ
ସୁନ୍ଦରଗଡ଼ /ରାଉରକେଲା : ହକି ବିଶ୍ୱକପ୍ ଉପଲକ୍ଷେ ରାଉରକେଲା ସହରର ଭଞ୍ଜ ଭବନ ପଡ଼ିଆଠାରେ ‘ସରସ ମେଳା’ ଆୟୋଜିତ ହେଉଛି। ବୁଧବାର ଏହି ମେଳା ଚତୁର୍ଥ ଦିନରେ ପହଞ୍ଚିଛି। ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଫୁଡ୍ କୋର୍ଟ ଦେଖଣାହାରୀଙ୍କ ଲାଗି ବିଶେଷ ଆକର୍ଷଣ ପାଲଟିଛି। ଚତୁର୍ଥ!-->!-->!-->…
ସୁନ୍ଦରଗଡ଼ ବିଜେପି ସାଂଗଠନିକ ଜିଲ୍ଲାରେ କିରେଇ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ…
ସୁନ୍ଦରଗଡ଼: ଆଜି ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିରେଇ ମଣ୍ଡଳ ପକ୍ଷରୁ କଇଁନ୍ତରା ଠାରେ ମଣ୍ଡଳ ସଭାପତି ପ୍ରଦୀପ ଚୌଧୁରୀଙ୍କ ସଭାପତିତ୍ୱରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼!-->…
ବିତ୍ତୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିତ୍ତୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆରବିଆଇ, ନାବାର୍ଡ, ବ୍ୟାଙ୍କ ଅଫ ଇଣ୍ଡିଆ, ଧନ ଫାଉଣ୍ଡସନ୍ ମିଳିତ ସହଯୋଗରେ!-->…
ଗାଜଲବାଡ଼ି ଘାଟିରେ ଦୁଇ ବସ୍ ମୁହାଁମୁହିଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ…
ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥ ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ବସ୍ ମୁହାଁମୁହିଁ ପରିସ୍ଥିତି ହେବା ଫଳରେ ଉଭୟ ବସ୍ର ଯାତ୍ରୀ ମାନେ ବଡ ଅଘଟଣରୁ ରକ୍ଷା!-->…
କନ୍ଧମାଳ ଜିଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଯାପିତ…
କନ୍ଧମାଳ : କନ୍ଧମାଳ ଜିଲା ସଦରମହକୁମା ଫୁଲବାଣୀରେ ଗତ ୫ ଦିନ ଧରି ଆରମ୍ଭ ହୋଇଥିବା କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇଯାଇଛି । ଜିଲାର ୧୨ ଟି ବ୍ଳକରୁ ୭୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଭାଗନେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନଳିନୀ!-->…
ରାଜ୍ୟ ଉପଭୋକ୍ତା ସଚେତନ ପ୍ରତିଷ୍ଠାନର ଫାଉଣ୍ଡେସନ ଡେ…
ଭୁବନେଶ୍ବର : ରାଜ୍ୟ ଉପଭୋକ୍ତା ସଚେତନ ପ୍ରତିଷ୍ଠାନର ଫାଉଣ୍ଡେସନ ଡେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ଅଧ୍ୟକ୍ଷ ଡଃ ଜଷ୍ଟିସ ଡି ପି ଚୈ।ଧରୀ, ସମ୍ମାନୀତ ଅତିଥି ଭାବେ ଆନ୍ତର୍ଜାତିକ ଉପଭୋକ୍ତା ପଲିସି!-->…
ମାଲ୍ୟବନ୍ତର ତୃତୀୟ ସନ୍ଧ୍ୟାରେ ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କ ଗୀତରେ ନାଚିଲେ ଦର୍ଶକ…
ମାଲକାନଗିରି, ୧୭।୧ : ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବର ଆଜି ତୃତୀୟ ଦିବସ ଥିବା ବେଳେ ଏହି ତୃତୀୟ ଦିନର ମଜା ନେଇଛନ୍ତି ହଜାର ହଜାର ସଂଖ୍ୟକ ଲୋକେ । ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠିତ ଏହି!-->…
ଜଙ୍ଗଲରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଦାରି ଗ୍ରାମର ତଳପଟି ସାହି ନିକଟସ୍ଥ ଜଙ୍ଗଲରୁ ବୃଦ୍ଧ ଗଳିତ ଶବ ଉଦ୍ଧାର କରାଯାଇଛି l ଗ୍ରାମ ରଖିଙ୍କ ସୂଚନା ଅନୁଯାୟୀ ଖଜୁରୀପଡ଼ା ଥାନା ପୋଲିସ ଏବ୍ଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଶବ ଯାଞ୍ଚ କରିବା ସହିତ ଶବ ଉଦ୍ଧାର!-->…
ଫଲଗୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ: ସମ୍ବର୍ଦ୍ଧିତ ହେବେ ତିନି ବରିଷ୍ଠ ସାହିତ୍ୟିକ
ବ୍ରହ୍ମପୁର : ପୁରାତନ ସାହିତ୍ୟ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦର ୩୯ ତମ ବାର୍ଷିକ ଉତ୍ସବ ଆଗାମୀ ୨୯ ତାରିଖ ରବିବାର ଦିନ ପାଳନ ହେବ। ସମ୍ବର୍ଦ୍ଧିତ ହେବେ ତିନି ଜଣ ବର୍ଷିୟାନ ସାହିତ୍ୟିକ। ସ୍ତମ୍ଭକାର ସାହିତ୍ୟିକ ଡ ନିଖିଳାନନ୍ଦ ପାଣିଗ୍ରାହୀ ଗବେଷକ ଡ ଭରତ ପଣ୍ଡା ଏବଂବରିଷ୍ଠ କବି!-->!-->!-->…
ରାଉରକେଲାରେ ‘ସରସ ମେଳା’ର ତୃତୀୟ ଦିନ: ରାଜସ୍ଥାନର ଭବାଇ, ଗଞ୍ଜାମର ଯୋଡ଼ି ଶଙ୍ଖ ଓ ରଣପା ନୃତ୍ୟରେ ଦର୍ଶକ…
ରାଉରକେଲା : ହକି ବିଶ୍ୱକପ୍ ଅବସରରେ ରାଉରକେଲା ସହରରେ ଆୟୋଜନ କରାଯାଇଛି ‘ସରସ ମେଳା’। ରବିବାରଠାରୁ ଭଞ୍ଜ ଭବନ ପଡ଼ିଆଠାରେ ଚାଲିଥିବା ଏହି ମେଳା ମଙ୍ଗଳବାର ତୃତୀୟ ଦିନରେ ପହଞ୍ଚିଛି। ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ!-->…