Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଲିଗୁଡାରେ ସମାଜ ସେବୀ ଦେବାଶିଷଙ୍କୁ ସମ୍ବର୍ଦ୍ଧନା…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ବାଲିଗୁଡା ବ୍ଲକ ରେ ଜିଲ୍ଲା ଉପସଭାପତି ପ୍ରିୟାଂଶୁ ପଟ୍ଟନାୟକଙ୍କ ଦ୍ୱାରା (ଆର.ଏନ ଇନ୍ଷ୍ଟିଟ୍ୟୁସନ ) ଏବଂ (ଶ୍ରେୟନ ସେକେଣ୍ଡରୀ ସ୍କୁଲ ) ଠାରେ "ଛାତ୍ର କଲ୍ୟାଣ ମୂଳଦୁଆ" ତରଫରୁ ଛାତ୍ର କଲ୍ୟାଣ ମୂଳଦୁଆର ସଭାପତି ସମାଜସେବୀ ଦେବାଶିଷ ସାହାଣୀଙ୍କୁ!-->…
ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ଵାସ୍ଥ୍ଯ କୁ ସୁଦୃଢ଼ ପାଇଁ ଶପଥ ପାଠ…
ପଡିଆ, ୧୬/୦୧ ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ସଦର ମହକୁମା ରେ କାଲଦାପଲ୍ଲୀ, ମାଟେରୁ ଓ ପଡିଆ ଅଞ୍ଚଳର ଆଶା, ଅଙ୍ଗନୱାଡି ଓ ସ୍ଥାନୀୟ ମହିଳାଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇଟିସି ମିଶନ ସୁନେହରାକଲ ସହଯୋଗରେ ମମତା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସଂଗଠନ ପକ୍ଷ୍ୟରୁ!-->…
ଫିରିଙ୍ଗିଆ:କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
ଫିରିଙ୍ଗିଆ,୧୬/୦୧ : ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ!-->!-->!-->…
୧୩୨/୩୩କେଭି ଗ୍ରୀଡ଼ ସବଷ୍ଟେସନ ଲୋକାର୍ପଣ…
ହିଂଜିଳିକାଟୁ : ହିଂଜିଳିକାଟୁ ନିକଟ ସୋମପୁର ଠାରେ ପ୍ରାୟ ୪୫.୨୨କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୩୨/୩୩କେଭି ଗ୍ରୀଡ଼ ସବଷ୍ଟେସନକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏଥି ନିମନ୍ତେ ନୂତନ ଗ୍ରୀଡ଼ ସବଷ୍ଟେସନ ପରିସରରେ ଆୟୋଜିତ!-->…
ଚାପିଦେଲା ବାଲି ବୋଝେଇ ଟ୍ରକ, ଘର ଆଗରେ ୬ବର୍ଷର ବାଳକ ମୃତ…
ହିଞ୍ଜିଳିକାଟୁ ୧୬ ।୧ : ମୃତ୍ୟୁ ଏମିତି ବି ଆସେ କିଏ ଜାଣିଥିଲା । ବାଲି ଵୋଝେଇ ଟ୍ରକ ତଳେ ଚାପି ହୋଇ ଶିଶୁ ମୃତ । ଏଭଳି ଦୁର୍ଘଟଣା ଘଟିଛି ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶିକିରି ଗ୍ରାମ ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥର ହିଞ୍ଜିଳି ପାରି ସାହିରେ । ସୋମବାର ସକାଳୁ ସକାଳୁ ସ୍କୁଲ!-->…
ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ବୈଠକ…
ହିଂଜିଳିକାଟୁ : ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ (ବିଜୁ ଶ୍ରମିକ ସାମ୍ମୁଖ୍ୟ ଓଡ଼ିଶା ଦ୍ୱାରା ଅନୁବନ୍ଧିତ) ହିଂଜିଳିକାଟୁ ଡ଼ିଭିଜନର ବାର୍ଷିକ ବୈଠକ ଓ ନିର୍ବାଚନ କାର୍ଯ୍ୟକ୍ରମ ହିଂଜିଳିକାଟୁ ପୌରାଂଚଳ ଅନ୍ତର୍ଗତ ନୂଆଁଗଡ଼ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି!-->…
ପଞ୍ଚାୟତସ୍ତରୀୟ କିଶୋରୀ ବାଳିକା ସଚେତନତା କାର୍ଯ୍ୟକ୍ରମ…
ଦାରିଙ୍ଗବାଡ଼ି (୧୬/୦୧) : କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ କୁମ୍ଭାରିଗାଁ ଓ କାଟିଙ୍ଗା ପଞ୍ଚାୟତକୁ ନେଇ ଆମ ଗାଁ ସ୍ୱେଚ୍ଛ ସେବୀ ଅନୁଷ୍ଠାନ ତରଫରୁ ପଞ୍ଚାୟତ ସ୍ଥରୀୟ କିଶୋରୀ ବାଳିକା ସଚେତନ କର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କାଟିଙ୍ଗିଆ ସ୍ଥିତ ରାଜସ୍ବ!-->…
ଅତିଥି ଶିକ୍ଷକ ନାଁରେ କ୍ରୀତଦାସ ଭଳି ସର୍ତ୍ତ ଓ ନିୟମାବଳୀକୁ ବିରୋଧ କରି OJTAA ତରଫରୁ ପ୍ରେସ ବିଜ୍ଞପ୍ତି…
ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚୀତ ଜାତି ଓ ଜନଜାତିଙ୍କ ବିକାଶକୁ ନେଇ ମାଳମାଳ ଯୋଜନା କରୁଥିବା ବେଳେ ଶିକ୍ଷା ଭଳି ଏକ ମୌଳିକ ଆବଶ୍ୟକତା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଓଡିଶାରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଆନୁକୁଲ୍ୟରେ ପ୍ରାଥମିକ ଠାରୁ!-->…
ସଡ଼କ ଦୁର୍ଘଟଣା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ବି ଏସ୍ ଏଫ ର ୧୪୨ ବାଟାଲିଆନ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ପି ଭି ୨୧ ଗ୍ରାମରେ ଘଟିଛି ସଡ଼କ ଦୁର୍ଘଟଣା । ସୂଚନା ମୁତାବକ ୧୫ ଜାନୁଆରୀ ରାତ୍ର ୯:୩୦ ମିନିଟ ରେ କାଲିମେଳା ଓ ଭେଜିଙ୍ଗିୱାଡା ଲିଙ୍କ ରୋଡ଼ ମଧ୍ୟରେ ରହିଥିବା ଏମ୍ ପି ଭି ୨୧ ଗ୍ରାମର ବିଏସଏଫ କ୍ୟାମ୍ପ ସାମନାରେ ଏକ!-->…
କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ଷ୍ଟ୍ରବେରୀ ଚାଷ ପରିଦର୍ଶନ…
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ର କୁଟି ବାରି ଗାଁ ରେ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ଵାରା ନୂତନ ଭାବରେ କରାଯାଇଥିବା ଷ୍ଟ୍ରବେରି ଚାଷ କୁ କନ୍ଧମାଳ ଜିଲ୍ଲା ପାଳ ଆଶିଷ ଇଶ୍ଵର ପାଟିଲ ପରିଦର୍ଶନ କରିଛନ୍ତି l ଏହି ଚାଷ ଫିରିଙ୍ଗିଆ ବ୍ଲକ ରେ ପ୍ରଥମ ହୋଇଥିବା!-->…