Browsing Category

ଆଞ୍ଚଳିକ

ଉପଖଣ୍ଡ କ୍ରୀଡା ସଂଘ କପ – ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ : ପ୍ରଥମ ସେମି ଫାଇନାଲରେ ସମ୍ବଲପୁର ବିଜୟୀ ହୋଇ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ତୃତୀୟ ଦିନ ତଥା ପ୍ରଥମ ସେମି ଫାଇନାଲ ଖେଳରେ ଏଫ ସି ସମ୍ବଲପୁର ସହ ଦୋସ୍ତି ବ୍ରଦର ସୁନ୍ଦରଗଡ଼ ର

ସରସ୍ବତୀ ଶିଶୁ ମନ୍ଦିରରେ ପିତୃମାତୃ ପୂଜା ଦିବସ ପାଳିତ

ନୟାଗଡ଼,୦୬/୦୨(ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପୋଷ୍ଟ ଅଫିସ୍ ସନ୍ନିକଟ ସରସ୍ବତୀ ଶିଶୁ ଵିଦ୍ଯା ମନ୍ଦିରରେ ପିତୃମାତୃ ପୂଜା ଦିବସ ପାଳିତ ହୋଇ ଯାଇଛି । ଏହି ଦିବସ ଅବସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ପିତାମାତା ମାନେ ମଧ୍ଯ ସାଙ୍ଗରେ

ଜିଲ୍ଳା ପ୍ରାଣୀ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

ସମସ୍ୟା ସମାଧାନ ନ ହେଲେ କାର୍ଯ୍ୟାଳୟରେ ତାଲା ପଡ଼ିବ ବ୍ରହ୍ମପୁର : ବ୍ରହ୍ମପୁର ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ନେଇ ଆଜି ସ୍ଥାନୀୟ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ

 ପ୍ରମାଣ ନଷ୍ଟ କରିବାକୁ କଲେଜ ଅଧ୍ୟକ୍ଷାଙ୍କ ସିସିଟିଭି ଚୋରୀ

ନୟାଗଡ଼,୦୬/୦୨(ନିସର୍ତ୍ତ) : ପ୍ରମାଣ ନଷ୍ଟ କରିବାକୁ ସିସିଟିଭି ଚୋରୀ କରିନେଲେ କଲେଜ ଅଧ୍ୟକ୍ଷା ।  ଅଫିସରେ ତାଲା ପକାଇଲେ କଲେଜର କର୍ମଚାରୀ। କାର୍ଯ୍ୟଳୟ ବାହାରେ ବସିଲେ ଅଧ୍ୟକ୍ଷା। ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରାଜସୁନାଖଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମିଶ୍ରଙ୍କ ବିରୋଧରେ

ମେସିନ କରୁଛି ମନରେଗା କାମ : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକ

କୋରାପୁଟ /କୋଟପାଡ଼ : ଗ୍ରାମାଞ୍ଚଳର ଆର୍ଥିକ ଦୁର୍ବଳ ପରିବାର, ଯେଉଁମାନଙ୍କର ଜୀବନ ଯାପନ ସ୍ତର ଅତି ନଗଣ୍ୟ ସେମାନଙ୍କୁ ଦାରିଦ୍ର୍ୟ ତଥା କ୍ଷୁଧାରୁ ସୁରକ୍ଷା ଦେବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମୂଳ ଲକ୍ଷ୍ୟ, କିନ୍ତୁ ବାସ୍ତବିକତାରେ

କୋରାପୁଟ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା-୨୦୨୬ ଅନୁଷ୍ଠିତ: ୫୭୮ ଜଣ ପ୍ରାର୍ଥୀ ‘ସର୍ଟଲିଷ୍ଟେଡ୍’, ନିଯୁକ୍ତି ପତ୍ର…

କୋରାପୁଟ : ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା – ୨୦୨୬’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମେଳାରେ ଜିଲ୍ଲାର

ଲୋଧାଚୁଆ ବରିଷ୍ଠ ନାଗରିକ ସଂଗଠନର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୟାଗଡ଼,୦୫/୦୨(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୂଆ ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ସଂଗଠନର ୪ର୍ଥ ବାର୍ଷିକ ଉତ୍ସବ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନବକିଶୋର ମହାପାତ୍ରଙ୍କ ସଭାପତିତ୍ବରେ ଗୋପୀମୋହନ ପୁର ସ୍ଥିତ ଅଚିହ୍ନା ପରମ ହଂସ ଆଶ୍ରମ ପରିସରରେ

ଉପଖଣ୍ଡ କ୍ରୀଡା ସଂଘ କପ – ରାଜ୍ୟସ୍ତରୀୟ ଫୁଟବଲ ଚମ୍ପିୟାନସିପ : ଦ୍ୱିତୀୟ କ୍ୱାଟର ଫାଇନାଲରେ ସୁନ୍ଦରଗଡ଼ ବିଜୟୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଦ୍ୱିତୀୟ ଦିନ ତଥା ଦ୍ୱିତୀୟ କ୍ୱାଟର ଫାଇନାଲ ଖେଳରେ ଦୋସ୍ତି ବ୍ରଦର ସୁନ୍ଦରଗଡ଼ ଓ ପପୁଲାର କ୍ଲବ-

ସୁନାବେଡ଼ାରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କଲା ଟିପିଏସ୍ଓଡିଏଲ୍

୭,୦୦୦ ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ବିଜୁଳି ବ୍ରହ୍ମପୁର : କୋରାପୁଟ ଜିଲ୍ଲା ସୁନାବେଡ଼ା ଓ ଆଖପାଖ ଅଞ୍ଚଳରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଟିପିଏସ୍ଓଡିଏଲ୍ ପକ୍ଷରୁ ଭିତ୍ତିଭୂମି ବିକାଶ କରାଯାଇଛି । ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି ଓ ବିଜୁଳି

ଆସିକାରେ ରାସ୍ତା ପାର ବେଳେ ଗାଡି ଧକ୍କା ରେ ବିରଳ କୃଷ୍ଣ ସାର ମୃଗର ମୃତ୍ୟୁ…..!

କେବଳ କାଗଜ କଲମରେ ସଚେତନତା କାର୍ଯ୍ୟକ୍ରମ….!ବ୍ରହ୍ମପୁର: ଆସିକା ଭେଟ୍ଟନଇ ନିକଟରେ ରାସ୍ତା ପାର ବେଳେ ଅଜଣା ଗାଡି ଧକ୍କାରେ ଏକ ଅଣ୍ଡିରା ବିରଳ କୃଷ୍ଣସାର ମୃଗର ମୃତ୍ୟୁ ଘଟିଛି। ମୃତ କୃଷ୍ଣସାର ମୃଗର ବୟସ ପ୍ରାୟ ୪ ବର୍ଷ ହୋଇଥିବା ବେଳେ ୪ଫୁଟ ଲମ୍ବ ଅଢେଇ ଫୁଟ ଉଚ୍ଚ ହୋଇଥିବା ଜଣାପଡିଛି।