Browsing Category

ଆଞ୍ଚଳିକ

ଜିପିଏସ ଓ ଡିଜିପିଏସ ମାଧ୍ୟମରେ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରାଯିବ…

ଛତ୍ରପୁର : ସୁପ୍ରମିକୋର୍ଟ ଗାଇଡ ଲାଇନ ଅନୁସାରେ ଏଣିକି ଜଙ୍ଗଲ ଜମିର ନିର୍ଦ୍ଦାରଣ ହେବ । ଏନେଇ ଶୁକ୍ରବାର ଜିଲା ପରିଷଦ ରୁଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗକୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲାର ବ୍ରହ୍ମପୁର ଜଙ୍ଗଲ ବିଭାଗ, ଘୁମୁସର ଉତର…

ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ ଉତ୍ସବ ପାଳିତ…

ବ୍ରହ୍ମପୁର : ଆଧୁନିକ ଓଡିଶାର ନିର୍ମାତା ତଥା ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୩ତମ ଜନ୍ମ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ସହ ଅତିଥିମାନେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ…

ହକି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ

ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ସ୍କ୍ରାର୍ଫରେ ନିର୍ମିତ ବିଶ୍ୱକପ୍ ହକି ଲଗୋ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ ୪୩ ଫୁଟ ଉଚ୍ଚତା ବିଶିଷ୍ଟ ଏହି ହକି କପ୍ ଲଗୋକୁ ଉନ୍ମୋଚିତ କରିଥିଲେ…

ଆଞ୍ଚଳିକ କୃଷି ମହୋତ୍ସବ ଏବଂ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା…

ବ୍ରହ୍ମପୁର : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରେ ଉଦ୍‌ଘାଟିତ ହେଲା ଆଚଂଳିକ କୃଷି ମହୋତ୍ସବ ଏବଂ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ।ମୁଖ୍ୟ ଅତିଥି ଭାବେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଯୋଗଦେଇ…

ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ସତୀଗୁଡା ଜଳଭଣ୍ଡାରରେ ଚିତାକର୍ଷକ ନୌକା ପ୍ରତିଯୋଗିତା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ପ୍ରତିବର୍ଷ ବଳି ଚଳିତ ବର୍ଷ ସତିଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବି ମାନଙ୍କୁ ନେଇ ନୌକା ଚାଳନା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗିତାକୁ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ୱାହୀ ଅଧିକାରୀ…

ଜାତୀୟ ଯୁବ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ଏଜେ ଓ ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ଫୁଲବାଣୀ ମ୍ୟୁନିସିପାଲଟିର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ…

ଜିଲ୍ଳାସ୍ତରୀୟ ସ୍ୱାବଲମ୍ବୀ ସାଥି କାର୍ଯ୍ୟକ୍ରମ ଉଦଘାଟିତ

ମାଲକାନଗିରି : ମାଲକାନଗିରି ବ୍ଲକର ତଣ୍ଡlପାଲି ଗ୍ରାମ ପଂଚାୟତ ସଭାଗୃହରେ ଜିଲ୍ଳାସ୍ତରୀୟ ସ୍ୱାବଲମ୍ବନ ସାଥି କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି | ଏହି କାର୍ଯ୍ୟକ୍ରମ କୁ ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ଜୀବିକା ମିଶନ ର ଜିଲ୍ଳା ନିର୍ବାହୀ ଅଧିକାରୀ ଶ୍ରୀ…

ସ୍ଵାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ ପାଳିତ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ବାମୀ ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ଦିବସ ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଶିଶୁ ବିଦ୍ୟାମନ୍ଦିର ଏକ ସାଂସ୍କୃତିକ ଏବଂ ପରମ୍ପରା ଗତ…

ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପଲାବୃଡି ପଞ୍ଚାୟତର ଖେଳପଡିଆ ଠାରେ ରାଷ୍ଟ୍ରୀୟ ଯୁବ ଦିବସ ତଥା ବିଶ୍ୱରେ ଭାରତୀୟ ସଂସ୍କୃତି ପ୍ରତିଷ୍ଠା କରିଥିବା ମହାନ ଆଧ୍ୟାତ୍ମିକ ଗୁରୁ, ସାମାଜ ସଂସ୍କାରକ ଏବଂ ଯୁବକମାନଙ୍କ ପ୍ରେରଣା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ବିଜେପି…

ବସଷ୍ଟାଣ୍ଡ ଠାରେ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ରେ ଅଂଶଗ୍ରହଣ ପାଇଁ ଯାଉଥିବା ଶିଶୁ ପ୍ରତିଯୋଗିତା ଙ୍କୁ…

ବୌଦ୍ଧ : ବୌଦ୍ଧ ଜିଲ୍ଲା ବସଷ୍ଟାଣ୍ଡ ଠାରେ ଜାତୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ ପାଇଁ ଯାଉଥିବା ଶିଶୁ ତୀରନ୍ଦାଜି ଙ୍କୁ ସମ୍ବର୍ଦ୍ଧନା l ଆନ୍ଧ୍ର ପ୍ରଦେଶ ବିଜୟବେଡା ଠାରେ ଜାନୁୟାରୀ 14ଓ 15 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ତୀରନ୍ଦାଜ ଚମ୍ପିୟାନ ସିଟରେ ଭଗନେବାକୁ ବୌଦ୍ଧର…