Browsing Category

ଆଞ୍ଚଳିକ

ହକି ବିଶ୍ୱକପ ପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରାକ ଗ୍ରାମସଭା ଅନୁଷ୍ଠିତ

ହରଭଙ୍ଗା : ହରଭଙ୍ଗା ବ୍ଲକ କୁଶଙ୍ଗ ଗ୍ରାମପଞ୍ଚାୟତ ରେ ପୁରୁଷ ହକି ବିଶ୍ୱକପ ପାଇଁ ପ୍ରାକ ଗ୍ରାମସଭା ଓ ପଞ୍ଚାୟତ ଉନ୍ନତି କରଣ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ମୁଖ୍ୟତଃ ପାନୀୟ ଜଳ ଓ ସ୍ଵଛ ଭାରତ ଉପରେ ଆଲୋଚନା ହୋଇଥିବା ବେଳେ ଉକ୍ତ ଗ୍ରାମ ସଭାରେ କୁସଙ୍ଗ ପଞ୍ଚାୟତ…

ମାଲ୍ୟବନ୍ତ ମହୋତ୍ସବରେ ଉତ୍ସବ ମୁଖରିତ ଚିତ୍ରକୋଣ୍ଡା

ଆଦିବାସୀଙ୍କ ପାରମ୍ପରିକ ଢେମସା ନୃତ୍ୟରେ ଝୁମିଲେ ଦର୍ଶକ, ବିଧାୟକ ତଥା ପ୍ରଶାସନିକ ଅଧିକାରୀ ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାର ସବୁଠାରୁ ବଡ଼ ଗଣ ପର୍ବ ମାଲ୍ୟବନ୍ତ ମହୋତ୍ସବ ଇତି ଅବସରରେ ଚିତ୍ରକୋଣ୍ଡାରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ ଆଜି ଉତ୍ସବ ମୁଖରିତ ସାରା…

ପୁରୁଷ ହକି ବିଶ୍ୱକପ ପାଇଁ ହିଞ୍ଜିଳିକାଟୁ ରେ ସଚେତନତା ରାଲି…

ହିଞ୍ଜିଳିକାଟୁ ୧୧।୧ : ପୁରୁଷ ହକି ବିଶ୍ଵ କପ୍ ଏଫ୍ ଆଇ ଏଚ ଓଡ଼ିଶା ଆନୁକୂଲ୍ୟରେ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା କଟକ ର ବାରବାଟି ଷ୍ଟାଡିୟମ୍ ରେ ଅପରାହ୍ନ ତିନିଟାରେ ଉଦଘାଟିତ ହେବ । ଏହି ଉପଲକ୍ଷେ ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ ସରକାରୀ ଓ…

ଛତ୍ରପୁର ଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସମୀକ୍ଷା…

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତାପାର୍ଟିର ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଳ ଓ ବୟନ ଶିଳ୍ପ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛତ୍ରପୁର ନିର୍ବାଚନମଣ୍ଡଳୀ ଦଳୀୟ ସଂଗଠନକୁ ନେଇ ସମୀକ୍ଷା…

ନିଯୁକ୍ତି ଦାବି ନେଇ ମୃତ କର୍ମଚାରୀଙ୍କ ପରିବାର ବର୍ଗ ଆନ୍ଦୋଳନକୁ ଓହ୍ଲାଇଲେ…

ଛତ୍ରପୁର : ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା କମ୍ପାନୀରେ କାର୍ଯ୍ୟରତ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ମୃତ କର୍ମଚାରୀଙ୍କ ପରିବାର ବର୍ଗ । ଏନେଇ ବୁଧବାର ଭାରତୀୟ ବିରଳ ମୃତ୍ତିକା କମ୍ପାନୀର ମୁଖ୍ୟ ଫାଟକ…

ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ହକିର ସିଧାପ୍ରସାରଣ…

ଛତ୍ରପୁର : ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ହକି ବିଶ୍ୱକପ୍ ର ଉଦଘାଟନୀ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଯୋଗ ଦେଇ ହକି ବିଶ୍ୱକପ୍ ଆମ…

ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀର ମୃତ୍ୟୁ

ଦାରିଙ୍ଗବାଡ଼ି,୧୧/୦୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଆଜି ଘଟି ଯାଇଛି । ଉଲିପଦର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ହଷ୍ଟେଲରେ ରହି ୧୦ମ ଶ୍ରେଣୀରେ ପଢ଼ୁ ଥିବା ସୁନେଲି ମାଝିଙ୍କର…

ପୁରୁଷ ହକି ବିଶ୍ୱକପକୁ ନେଇ ସବୁଆଡ଼େ ଆନନ୍ଦର ଲହରୀ

ଉମରକୋଟ : ସୂଚନା ମୁତାବକ ପୁରୁଷ ହକି ବିଶ୍ୱ କପ ଖେଳ ପ୍ରତିଯୋଗିତା ଉଦଘାଟନ କୁ ନେଇ ପଞ୍ଚାୟତ ସମିତି ରୁ ଆରମ୍ଭ କରି ପ୍ରତ୍ୟେକ ପଞ୍ଚାୟତ ପର୍ଯ୍ୟନ୍ତ ବିଭିନ୍ନ ବାଜା ସହ ସାଂସ୍କୃତିକ କାର୍ଯକ୍ରମ ମାଧ୍ୟମରେ ଅନୁଷ୍ଠାନ କରାଯିବାର ଦେଖା ଯାଇଅଛି | ସ୍କୁଲ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ…

ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା…

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇଵା ପରେ ଏକ ବରଗଛରେ ଚଢ଼ି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଲେ…

ମଦ୍ୟପାନର କୁ ପରିଣାମ : ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣକୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା । ଘଟଣା ପ୍ରକାରେ ମଙ୍ଗଳବାର ରାତ୍ର ପ୍ରାୟ ୧୦ଟା ସମୟରେ ସାରଙ୍ଗଡ଼ ପୁରୁଣା ସାହିର ଦୁଇଜଣ ବ୍ୟକ୍ତି…