Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଇତିହାସ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏମସି ଏସ କଲେଜ ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ଇତିହାସ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସ୍ଵାଗତ ସଙ୍ଗୀତ ମାଧ୍ୟମରେ ଯୁକ୍ତ ତିନି ସିନିୟର ଛାତ୍ରଛାତ୍ରୀ ମାନେ ଯୁକ୍ତ ତିନି ପ୍ରଥମ ଶ୍ରେଣୀ!-->…
ବାଲିପଦର ଡିଗ୍ରୀ କଲେଜର ଏନ୍ଏସ୍ଏସ୍ ସ୍ବତନ୍ତ୍ର ଶିବିର ଉଦଘାଟିତ
ବୁଗୁଡା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଡିଗ୍ରୀ କଲେଜର ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ନିକଟସ୍ଥ ପୋଷ୍ଯଗ୍ରାମ ଢେଉକା ଠାରେ ସାତ ଦିନିଆ ଶୀତକାଳୀନ ସ୍ବତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ଉଦଘାଟନ କରିଥିଲେ । ଶିବିର!-->…
୪୬୭ ମିଲିସିଆ ସମେତ ୯୦୭ ଜଣ ନକ୍ସଲଙ୍କ ଆତ୍ମସମର୍ପଣ
ଚିତ୍ରକୋଣ୍ଡା : ଆଜି ସ୍ବାଭିମାନ ଅଂଚଳର ଘନବେଡା ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବାଭିମାନ ଅଂଚଳର ବଡ ଆମଲିବେଡା, ସାନ ଆମଲିବେଡା, ଅଙ୍ଗୁରଗୁଡା, ଟିକରପଡା, ନାଡମଞ୍ଜରି, କୋଣ୍ଡାହେଞ୍ଜରି, ପଣସପୁଟ, ବାଚଲପଦର, ରାମଗୁଡା, ଗୁସୁମପଦର, ସିନ୍ଧିପୁଟ, ମୁଣ୍ଡିଗୁମ୍ମା,!-->…
ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର : ରାଷ୍ଟ୍ରମନ୍ତ୍ରୀ
ଫୁଲବାଣୀ : ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ଵ),ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ପାଇଁ ସମସ୍ତଙ୍କର ମୂଲ୍ୟବାନ ପରାମର୍ଶ କାମନା କରିଥିଲେ।ଓଡ଼ିଶା, ଭୁବନେଶ୍ଵର ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୨୨ତମ ଜିଲ୍ଲା ଯୋଜନା କମିଟି ବୈଠକ!-->…
ଲାଇନପଡ଼ା ସରକାରୀ ବିବି ହାଇସ୍କୁଲର ବାର୍ଷିକ କ୍ରୀଡାଉତ୍ସବ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ନିକଟସ୍ତ ଲାଇନପଡ଼ା ସରକାରୀ ବିବି ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀଙ୍କ ନେତୃତରେ ୪୮ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହେଇଯାଇଛି l ଏହି ଉତ୍ସବରେ କୁସୁମେଣ୍ଡି ପଞ୍ଚାୟତର ସରପଞ୍ଚ!-->…
ଏନୱାଇକେ ପକ୍ଷରୁ ସିଲେଇ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ପଞ୍ଚାୟତ ଅନ୍ତର୍ଗତ ବଟାବୋହଲି ଠାରେ ନେହେରୁ ୟୁବ କେନ୍ଦ୍ର ଫୁଲବାଣୀ ଏବଂ ମା ବରାଳି ଯୁବ ପରିଷଦ ବଟାବୋହଲି ମିଳିତ ଆନୁକୁଲ୍ୟରେ ସିଲେଇ ତାଲିମ୍ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଅଛି l ଅନୁଷ୍ଠିତ କାର୍ଯକ୍ରମକୁ ମୁଖ୍ୟ ଅତିଥି!-->…
ନିୟୁ ଏରା ପବ୍ଲିକ୍ ସ୍କୁଲରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ
ବୁଗୁଡ଼ା : ସ୍ଥାନୀୟ ନିୟୁ ଏରା ପବ୍ଲିକ୍ ସ୍କୁଲ ପକ୍ଷରୁ ସ୍ବପରିସରରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୬ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ର, ଶିକ୍ଷକ ଶଙ୍କର ନାୟକ ଓ ଗୌରୀ କୁମାର ମିଶ୍ର ଯୋଗ!-->…
ଦୀର୍ଘ ଦିନ ବିଦ୍ୟାଳୟରେ ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର : ଶିକ୍ଷକଙ୍କ କର୍ତ୍ତବ୍ୟରେ ଅବହେଳାକୁ ବିଭାଗ ଆଦୌ ବରଦାସ୍ତ କରାଯିବନି । ଦାୟିତ୍ୱହୀନତା ପାଇଁ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପିଲାଙ୍କ ପଢ଼ାରେ ତ୍ରୁଟି ଓ ବିଫଳତା ପାଇଁ ଶିକ୍ଷକମାନେ ଉତ୍ତରଦାୟୀ ରହିବେ । ଶିକ୍ଷକ ନିଯୁକ୍ତି ପାଇ ସ୍କୁଲ ଆସୁ ନଥିବା ତଥା!-->…
ତୋହରା ପଞ୍ଚାୟତର ରାସ୍ତା ଅବସ୍ଥା ଶୋଚନୀୟ
ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଏମିତି କେତେ ଗୁଡ଼ିକ ଗ୍ରାମ ଅଛି ଯେଉଁ ଗୁଡ଼ିକ ଏତେ ନିଷ୍ପେସିତ ଓ ଅବହେଳିତ ଯେ ତାହା ଯେକୌଣସି ଲୋକ ଦେଖିବା ମାତ୍ରେ କ୍ଷୋଭ ପ୍ରକାଶ କରିବେ l ଏହି ଗ୍ରାମ ଗୁଡ଼ିକୁ ଗମନାଗମନ ପାଇଁ ରାସ୍ତା ଏତେ କଦର୍ଯ୍ୟ ଯଦିଓ , କିନ୍ତୁ ସରପଞ୍ଚ ବା ନେତା ମନ୍ତ୍ରୀଙ୍କର!-->…
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ ଓ ଆଲୋଚନା ଚକ୍ର
ଫୁଲବାଣୀ:- ସରକାରୀ ସ୍ୱୟଂଶାସିତ ମହା ବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟ ରେ ନୂତନ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ "ଜତୀୟ ଏକତା ଓ ସଂହତି ପ୍ରତି ଥିବା ପ୍ରତିବନ୍ଧକ ଓ ଆହ୍ୱାନ" ଶୀର୍ଷକ ଏକ ଆଲୋଚନା ଚକ୍ର!-->…