Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନବାଗତ ପ୍ରାଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ବୁଦ୍ଧଖୋଲ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ!-->…
ସ୍କୁଲ ଭିତରେ ମଳବର୍ଷା ଘଟଣାର ପୁନରାବୃତ୍ତି; ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କଲେ ବ୍ଲକ ଶିକ୍ଷାଧିକାରୀ
ଛତ୍ରପୁର : ସ୍କୁଲ ଭିତରେ ମଳ ବର୍ଷା ହେବା ଘଟଣାରେ ଆଜି ଆଉ ପୁନରାବୃତ୍ତି ଘଟିଛି । ପୂର୍ବରୁ ଏହା ସ୍କୁଲ ଭିତରେ କେବଳ ଛାତ୍ରଛାତ୍ରୀ ମାନଙ୍କ ଉପରେ ପଡୁଥିବା ବେଳେ ଆଜି ଏହା ସ୍କୁଲ ବାହାରେ ଏବଂ ଅଭିଭାବକ ଓ ଗ୍ରାମବାସୀଙ୍କ ଉପରେ ପଡୁଥିବା ଅଭିଯୋଗ ହୋଇଛି । ଗତ ଶୁକ୍ରବାର ଦିନ ସ୍ଥାନୀୟ!-->…
ଆନ୍ଧ୍ରପ୍ରଦେଶରେ ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକ ବିଦ୍ୟୁତ ସ୍ବର୍ଶରେ ମୃତ୍ୟୁ
ଚମାଖଣ୍ଡି : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ତଥା ଚମାଖଣ୍ଡି ଥାନା ଅନ୍ତର୍ଗତ ଓ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ପୁଟଵଗଡ ଗ୍ରାମର ଇନ୍ଦିରା ଆବାସ କଲୋନୀ ର କୃଷ୍ଣ ପ୍ରଧାନ,(୨୬) ଗତ ଏକ ସପ୍ତାହ ତଳେ ଦାଦନ ଶ୍ରମିକ ଭାବେ ଆନ୍ଦ୍ରା ପ୍ରଦେଶ ର ଗୁଡ଼ୱ।ଡା ଅଞ୍ଚଳ କୁ ଟ୍ରକ ରେ ଧାନ ଲୋଡିଙ୍ଗ!-->…
ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୭ଦଫା ଦାବୀନେଇ ଗଞ୍ଜାମ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…
ଛତ୍ରପୁର : ରାଜ୍ୟରେ ଏବେ ଆଶାକର୍ମୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବୀନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହିପରିପେକ୍ଷିରେ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ୭ଦଫା ଦାବୀନେଇ ବୁଧବାର ଗଞ୍ଜାମ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।!-->…
ଚିଲିକା ଚକୋର ମହୋତ୍ସବ ଓ ଚିଲିକା କଳା ସମାଗମ ଉଦଯାପିତ
ବ୍ରହ୍ମପୁର : ବରକୂଳ ଠାରେ ୧୦ ଡିସେମ୍ବର ଠାରୁ ପାଞ୍ଚଦିନ ବ୍ୟାପୀ ଚାଲିଥିବା ଲୋକକଳା ଓ ଲୋକ ସଂସ୍କୃତିର ମହାକୂମ୍ଭ ଚିଲିକା ଚକୋର ମହୋତ୍ସବ ଓ ଚିଲିକା କଳା ସମାଗମ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଅଛି। ୧୦ ତାରିଖରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର ଙ୍କ କରକମଳରେ!-->…
ଅରବିନ୍ଦ ନଗର ରାସ୍ତାର ଅବସ୍ଥା ଶୋଚନୀୟ,ଏନ୍ଏସି ପ୍ରଶାସନ ସାଜିଛି ନିଦାବିଷ୍ଣୁ
ବୁଗୁଡ଼ା : ସ୍ଥାନୀୟ ଏନଏସି କଲ୍ୟାଣୀ ମଣ୍ଡପ ପଛପଟ ଅରବିନ୍ଦ ନଗର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ୱାର୍ଡ ନଂ-୩ ଅନୁର୍ଗତ ଏହି ରାସ୍ତା ସାରା ଖାଲଖମା ସାଙ୍ଗକୁ ସଦାବେଳେ ଦୁର୍ଗନ୍ଧ ପାଣି ଜମିରହୁଥିବାରୁ ସେଠାରେ ଘୁଷୁରି ଲୋଟିବା ସହ ଲୋକଙ୍କଯାତାୟାତରେ ଅସୁବିଧା ହେଉଛି। ଲୋକଙ୍କ!-->…
୭ଦଫା ଦାବିକୁ ନେଇ ଜିଲ୍ଲାପାଳଙ୍କ ଅଫିସସମ୍ମୁଖରେ ଗର୍ଜିଲେ ଆଶାକର୍ମୀ
ମାଲକାନଗିରି : ଆଜି ସିଡିଏମଓ ଅଫିସ ରୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ୧୧୦୦ରୁ ଉର୍ଦ୍ଧ ଆଶାକର୍ମୀ ନିଜର ୭ଦଫା ଦାବିକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ଦିନଧରି ଗାଁଗହଳିରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ!-->…
ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଶୁଭାରମ୍ଭ
ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଧାନ ମଣ୍ଡିକୁ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି ଏବଂ ଜିଲ୍ଲାପାଳ ବିଶାଳ ସିଂ ମିଳିତ ଭାବେ ଶୁଭଦେଇଛନ୍ତି । ପ୍ରାରମ୍ଭିକ ଭାବେ ଜିଲ୍ଲା ୧୪ଟି ମଣ୍ଡିରେ ଆଜି ଧାନମଣ୍ଡି ଶୁଭାରମ୍ଭ ହୋଇଛି ।!-->…
ଦେଶୀ ବନ୍ଧୁକ ସହ ଗଂଜେଇ ଜବତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ପୋଲିସ ଟିମ କାଶୀନପଦର ପଂଚାୟତ ର ଗୋପୀଙ୍ଗିଆ ଗ୍ରାମର ପ୍ରତାପ କହଁର ଘର ଉପରେ ଚଢ଼ାଉ କରି ଗୋଟିଏ ଦେଶୀ ବନ୍ଧୁକ ସହ ୩ କେଜି ୫ ସହ ଗ୍ରାମ ଗଂଜେଇ ଜବତ କରିଥିଲେ l!-->…
୨୦୦୧ ବ୍ୟାଚର ବନ୍ଧୁମିଳନ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଏ ଯେ ଓ ଉଚ୍ଚ ବିଦ୍ୟାଳୟର ୨୦୦୧ ବ୍ୟାଚର ସମସ୍ତ ଛାତ୍ରଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ଯକ୍ରମ ରଜତ ପଟ୍ଟନାୟକ, ଜ୍ୟୋତି ରଞ୍ଜନ ଚୌଧୁରୀ ଓ ରିଆଜ ଖାନଙ୍କ ନେତୃତ୍ବରେ ତୁଡିପାଜୁ ସ୍କୁଲ ପଛପଟେ ଥିବା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା l ଦୀର୍ଘ ୨୧!-->…