Browsing Category

ଆଞ୍ଚଳିକ

ବାଲିଗୁଡ଼ା ଜିଲ୍ଲା ଦାବୀ ନେଇ ତୁମୁଡିବନ୍ଧ ବ୍ଲକରେ ପ୍ରାଥମିକ ବୈଠକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ଠାରୁ ବିଭକ୍ତ ହୋଇ ବାଲିଗୁଡ଼ା ଉପଖଣ୍ଡକୁ ପୃଥକ ଜିଲ୍ଲା ଗଠନ ଦାବୀ ନେଇ ତୁମୁଡିବନ୍ଧ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପ୍ରାଙ୍ଗଣରେ ରବିବାର ଦିନ ଅପରାହ୍ନରେ ବାଲିଗୁଡ଼ା ଅଞ୍ଚଳର ଆବାହକ କମିଟି ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏକ ପ୍ରାଥମିକ ବୈଠକ…

ସୁନାପୁର ବେଳାଭୂମି ହେଲା ସଫେଇ

ବ୍ରହ୍ମପୁର : ସବୁଜ ବାହିନୀର"ସ୍ୱଚ୍ଛ ପରିବେଶ ପର୍ଯ୍ୟଟନ ବିକାଶ "କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟରେ ସୁନାପୁର ବେଳାଭୂମି ହେଲା ସଫେଇ । ଗଂଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ସହିତ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ମୁକ୍ତ କରିବା ହେଉଛି ମୂଳ…

ଗଂଜାମ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକକୁ ନେଇ ହଟଗଳ

ବ୍ରହ୍ମପୁର : ଆଜି ଗଂଜାମ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ ବୈଠକ ହିଲପାଟଣା ସ୍ଥିତ ସିଦ୍ଧିବିନାୟକ ମନ୍ଦିର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ନୂତନ କର୍ମକର୍ତାଙ୍କୁ ଚୟନ କରାଯିବା ନିମନ୍ତେ ବୈଠକ ଆୟୋଜିତ ହୋଇଥିଲା । ତେବେ ଏହି ବୈଠକକୁ ତୀବ୍ର ବିରୋଧ…

ୟୁକୋ ପାର୍କରେ ବଣଭୋଜିକୁ ଅନୁମତି ନଦେବା ନେଇ ଜନ ଅସନ୍ତୋଷ

ଚିତ୍ରକୋଣ୍ଡା: ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ଆଦିବାସୀ ବହୁଳ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ଏକ ମାତ୍ର ମନୋରଞ୍ଜନ ସ୍ଥଳୀ ହେଉଛି ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନରେ ଥିବା ଚିତ୍ରକୋଣ୍ଡା ୟୁକୋ ପାର୍କ l ପାର୍କ ଆରମ୍ଭ ଦିନ ଠାରୁ…

ବିଜେଡି-କଂଗ୍ରେସ ଡିଲ୍ ପ୍ରସଙ୍ଗ : ଯଦି କାହାର ଦମ୍ ଅଛି, ପ୍ରମାଣ ସହ ସାମ୍ନାକୁ ଆସୁ ପିସିସି ସଭାପତି

ଭୁବନେଶ୍ବର: ବିଜେଡି ସହ କଂଗ୍ରେସର ଡିଲ୍ ଅଭିଯୋଗ ଉପରେ ପିସିସି ସଭାପତି ଶରତ ପଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି କାହା ପାଖରେ ତଥ୍ୟ ପ୍ରମାଣ ଥାଏ କି ମୁଁ ବିକ୍ରି ହେଇଯାଇଛି ବିଜେଡି ପାଖରେ ସେ ଯଦି ମୋ ନାଁରେ ପ୍ରମାଣ ଦେବେ, ମୁଁ ସବୁଦିନ ପାଇଁ ରାଜନୀତିରୁ ସନ୍ନ୍ୟାସ…

ବଜରଙ୍ଗ ଦଳ ତରଫରୁ ବିଶାଳ ଶୌର୍ଯ୍ୟ ଯାତ୍ରା

ବ୍ରହ୍ମପୁର : ରବିବାର ଦିନ ବିଶ୍ଵ ହିନ୍ଦୁ ପରିଷଦର ଯୁବ ସଙ୍ଗଠନ ବଜରଙ୍ଗ ଦଳ ତରଫରୁ ଏକ ବିଶାଳ ଶୌର୍ଯ୍ୟ ଯାତ୍ରା ନଗର ପରିକ୍ରମା କରିଅଛି। ଦୀର୍ଘ ୫୦୦ ବର୍ଷର କଳଙ୍କ ତଥା ବିଦେଶୀ ଆକ୍ରମଣକାରୀ ବାବରର ସ୍ମାରକକୁ ଧୂଳିସାତ୍ କରି ହିନ୍ଦୁ ସମାଜ ଶୌର୍ଯ୍ୟ ପ୍ରଦର୍ଶନ କରିଥିଲା। ଶ୍ରୀରାମ…

ବାଲିଗୁଡାକୁ ଜିଲ୍ଲା ଘୋଷଣା ଦାବୀ ଜୋରଧରିଲା

ବାଲିଗୁଡା : ଓଡିଶା ର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ ବାଲିଗୁଡା କୁ ଜିଲ୍ଲା ଦାବୀ ନେଇ ମିଳିତ ମଂଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ହୋଟେଲ ବିଭବ ଠାରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ…

ମାନବାଧିକାର ମିସନ : ବିରାଜ କନ୍ଧମାଳ ଜିଲ୍ଲା ସଭାପତି ଓ ଜଳନ୍ଧର ରାଜ୍ୟ ସଭାପତି ଭାବରେ ଦାୟିତ୍ୱ…

ଫୁଲବାଣୀ : ଓଡ଼ିଶା, ମାନବାଧିକାର ମିସନରର ୭୫ତମ ବାର୍ଷିକ ଉତ୍ସବ କଟକ ସ୍ଥିତ ଦରଖା ପାଟନା ରାଜ ଗାଡେନ୍ କଲ୍ୟାଣ ମଣ୍ଡପ ଠାରେ ବହୁ ଆଡ଼ମ୍ବରରେ ଆୟୋଜନ କରାଯାଇଛି। ନେସନାଲ ମାନବାଧିକାର ମିସନର ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାପତି ଆରତୀ ମଙ୍ଗରାଜଙ୍କ ଆଲୋଚନା ପ୍ରକାର।…

ଜାତୀୟ ମାନବାଧିକାର ଦିବସ ପାଳିତ…

ଫୁଲବାଣୀ:- ୧୦/୧୨ କନ୍ଧମାଳ ଜିଲ୍ଲା ସ୍ଥାନୀୟ ପ୍ରେସ କ୍ଲବ ଠାରେ ଶନିବାର ହ୍ୟୁମାନ ରାଇଟ୍ସ କାଉନସିଲ ପକ୍ଷରୁ ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ କାଉନସିଲର ସଭାପତି ସରୋଜ କୁମାର ତରାସିଆଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଆଇନଜୀବୀ…