Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସାମ୍ବାଦିକ ଙ୍କ ଅକାଳ ମୃତ୍ୟୁ ରେ ହିଞ୍ଜିଳିକାଟୁ ପ୍ରେସ୍ କ୍ଲବରେ ଶୋକ…
ହିଞ୍ଜିଳିକାଟୁ ୧।୧୨ ହିଞ୍ଜିଳିକାଟୁ ଡୁମାଣି ଖବର ପ୍ରତିନିଧି ବସନ୍ତ କୁମାର ପାଢୀଙ୍କ ଅକାଳ ମୃତ୍ୟୁରେ ହିଞ୍ଜିଳିକାଟୁ ପ୍ରେସ୍ କ୍ଳବ୍ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ପ୍ରେସ୍ କ୍ଳବ୍ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବରେ ଏକ ବୈଠକରେ ସ୍ୱର୍ଗତ ପାଢ଼ୀ ଆତ୍ମାର ସଦଗତି!-->…
ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ହିଞ୍ଜିଳିକାଟୁ ୨୫।୧୧ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ସଭା ଗୃହରେ ଵିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଈଯାଇଅଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ଭୁବନେଶ୍ବର ବଦଳି ହୋଇଥିବା ସହ ହିଞ୍ଜିଳିକାଟୁ ପୌରପରିଷଦ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ!-->…
ବୁଗୁଡ଼ା ବନାଞ୍ଚଳରେ ୭ ଟିକିଆ ହାତୀ ପଲ
ବୁଗୁଡ଼ା : ଫସଲ ଖାଇବାକୁ ତୟାର ହୋଇଗଲେଣି ହାତୀ l ପଞ୍ଚଭୂତି ସେକ୍ସନ ଅନ୍ତର୍ଗତ ସମଲେଇ ବିଟରେ ୩ ଦିନ ତଳେ ପାଞ୍ଚଟି ହାତୀ ଥିବା ବେଳେ ଗତକାଲି ଓଡ଼ଗାଁ ଅଞ୍ଚଳରୁ ଦୁଇଟି ହାତୀ ଆସି ଏହି ଦଳରେ ମିଶି ଥିବା ବନ ବିଭାଗ ସୂଚନା ଦେଇଛି l ଏହି ଦଳରେ ୨ ଅଣ୍ଡିରା,୩ ଛୁଆ ଓ ୨ ମାଈ ଥିବା ଜଣା ପଡିଛି!-->…
ସଜେଇ ହେଉଛି ଦାରିଙ୍ଗବାଡ଼ିର ଇକୋରିଟ୍ରିଟ
ଦାରିଙ୍ଗବାଡ଼ି, ୨୫/୧୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ତୃତୀୟ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଇକୋରିଟ୍ରିଟ ହେଉଛି। ଏହି ପରିପ୍ରେକ୍ଷୀରେ ନୂତନ ଜମିରେ ଚଳିତ ବର୍ଷ ଇକୋରିଟ୍ରିଟ କରାଯାଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ବହୁତ କମ୍ ସମୟ ମଧ୍ୟରେ ଏକ ପାହାଡ଼ ଉପରେ ଏହି ଇକୋରିଟ୍ରିଟ!-->…
ଗୁରୁକୂଳ ଇଣ୍ଟରନ୍ୟାସନାଲ ସ୍କୁଲ ଓ କଲେଜରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ…
ବ୍ରହ୍ମପୁର : ଗୁରୁକୂଳ ଇଣ୍ଟେରନ୍ୟାସନେଲ ସ୍କୁଲ ଓ କଲେଜର ଉପର ଶ୍ରେଣୀ ଛାତ୍ରଙ୍କ ଦ୍ୱାରା ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଶାରୀରିକ ଯୌନ ନିର୍ଯ୍ୟାତନା । ଗୋଷାଣୀନୂଆଗାଁ ଥାନାରେ କେସ୍ ଦର୍ଜ ହେଇଛି । ପିଡୀତ ଛାତ୍ରଙ୍କ ମା'ଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି!-->…
ଏଡସ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ…
ଫୁଲବାଣୀ:- ବିଶ୍ବ ଏଡସ୍ ଦିବସ ପାଳନ ୨୦୨୨ ଅବ୍ୟବ୍ୟହିତ ପୂର୍ବରୁ ଏଡସ୍ ନିୟନ୍ତ୍ରଣ ନିମନ୍ତେ ସେଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଭୂବନେଶ୍ବରଙ୍କ ମିଳିତ ଉଦ୍ୟମରେ ଛାତ୍ରଛାତ୍ରି ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମେନ୍ତେ ବିଭିନ୍ନ କାର୍ଯ୍ୟକ୍ରମ!-->!-->!-->…
ପୌର ପରିଷଦରେ ଡ୍ରେନ ନିର୍ମାଣ ନେଇ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ପରାମର୍ଶ…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ସର୍କୁଲାର ରୋଡରେ ବହୁ ଅବ୍ୟବସ୍ଥା ରେ ଡ୍ରେନ ନିର୍ମାଣ ହେଉଛି। କନ୍ଧମାଳ ଜିଲ୍ଲା ଓ ଫୁଲବାଣୀ ସହରର ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାସ୍ତା ଚଉଡା ହେବା ଆବଶ୍ୟକ। ଟାଉନ ପ୍ଲାନିଂ ତଥ୍ୟ ଅନୁସାରେ ୬୬ଫୁଟ ରାସ୍ତା ରହିଛି। ଏବଂ ଭିଜନ!-->…
ସତ୍ୟ ସାଇବାବାଙ୍କ ୯୭ତମ ଜୟନ୍ତୀ ଉତ୍ସବ ପାଳିତ
ବୁଗୁଡ଼ା : ତା ୨୪/୧୧/୨୨ : ସ୍ଥାନୀୟ ସତ୍ୟସାଇ ସେବା ସମିତି ପକ୍ଷରୁ ସତ୍ୟସାଇଙ୍କ ୯୭ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଭାତରୁଓଁକାର,ସୁପ୍ରଭାତ,ନଗରସଙ୍କୀର୍ତ୍ତନ,ସେବା,ରୋଗୀସେବା ,ପ୍ରଶାନ୍ତି ଧ୍ଵଜା ଉତ୍ତୋଳନ, ଷୋଡଶ ଉପଚାର ପୂଜା ପରେ ଶତାଧିକ ଅନୁଗାମୀଙ୍କୁ ନେଇ!-->…
ରଟିଙ୍ଗିଆ ପଞ୍ଚାୟତରେ ବିଶ୍ୱ ପାଇଖାନା ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ରଟିଙ୍ଗିଆ ପଞ୍ଚାୟତ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବିଶ୍ଵ ପାଇଖାନା ଦିବସର ସାପ୍ତାହିକ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମୀଣ ଜଳ ଯୋଗାଣ ଓ ସ୍ବଚ୍ଛତା କନିଷ୍ଠ ଯନ୍ତ୍ରୀ ନରେଶ କୁମାର ପ୍ରଧାନ, ସ୍ବେଚ୍ଛାସେବୀ ତଥା ମୋ ସ୍କୁଲ୍!-->…
ଦାରିଙ୍ଗବାଡ଼ିରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାରିଙ୍ଗବାଡ଼ି,୨୪/୧୧ : ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ଟି କ୍ଲଷ୍ଟର ଦାରିଙ୍ଗବାଡ଼ି, ଗ୍ରୀନବାଡ଼ି,!-->…