Browsing Category

ଆଞ୍ଚଳିକ

ସକାଳ ଖବର କାଗଜ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ସକାଳ ଖବର କାଗଜର ଦ୍ଵିତ୍ତୀୟ ସ୍ଵର୍ଣକ୍ଷେତ୍ର ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଜିଲ୍ଲା ସଦର ମହକୁମା ସ୍ଥିତ ମାଲକାନଗିରି ମହା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା…

ଶିଶୁ ଶ୍ରମିକ ଦେଶର ଭବିଷ୍ୟତ ପାଇଁ ବିପଦ – ଚାଇଲଡ଼ ଲାଇନ

ବ୍ରହ୍ମପୁର : ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଆଜି ଏକ ମାନବ ଶୃଙ୍ଖଳ ଓ ସଚେତନତା ପଦଯାତ୍ରା ସ୍ୱେଚ୍ଛାସେବୀ ସଂଗଠନ ଚାଇଲ୍ଡ ଲାଇନ, ୱାନ୍ ଷ୍ଟପ୍ ସେଟଂର୍ ଏବଂ ଆଇଏସ୍ ଆଦି ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏହି ପଦଯାତ୍ରାକୁ ମୁଖ୍ୟ ଅତିଥି…

ବିଦ୍ୟୁତ ଫାଶରେ ପଡି ହାତୀ ମୃତ୍ୟୁ ଅଭିଯୋଗ, ହରଡ ଘଣାରେ ବନ ବିଭାଗ

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଛି l ବୁଗୁଡ଼ା ଥାନା ପାଙ୍ଗିଡ଼ି ପଞ୍ଚାୟତ ଅନ୍ତର୍ଗତ ବେଲପଡା ଗ୍ରାମ ନିକଟସ୍ଥ ଏକ ଧାନ କିଆରିରେ ଗୋଟିଏ ଛୁଆ ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା l ବନ୍ୟ ଜନ୍ତୁ ଶିକାର…

ମହାମହିମ ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ବିଜେପିର ତୀବ୍ର ବିରୋଧ।

ବ୍ରହ୍ମପୁର : ମହାମହିମ ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗର ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରି ଓ ମମତା ବାନାର୍ଜୀଙ୍କୁ ବିରୋଧ କରି ଗୋଷାଣିନୂଆଗାଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦୁଇ ଜଣଙ୍କ କୁଶପୁତୋଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।…

୫୩ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବୁଗୁଡ଼ା : ତା ୧୩/୧୧/୨୨ : ସ୍ଥାନୀୟ ପିପୁଲ୍ସ କଲେଜ କ୍ରୀଡା ପ୍ରାଙ୍ଗଣରେ ୫୩ତମ ଆନ୍ତଃ ମହାବିଦ୍ୟାଳୟ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ…

କଂଗ୍ରେସର ଭାରତ ଯୋଡ଼ ଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀ

ଦାରିଙ୍ଗବାଡ଼ି,୧୩/୧୧ : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସେବାକେନ୍ଦ୍ର ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଯାତ୍ରା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । ଏହି ସମ୍ମିଳନୀରେ ବରିଷ୍ଠ କଂଗ୍ରେସ କର୍ମୀ ପ୍ରତାପ ପ୍ରଧାନ ଅଧକ୍ଷତା କରିଥିଲେ । ଆଗାମୀ ୨୦ ତାରିଖରୁ ଜିଲ୍ଲାର…

ଆମ ଅସ୍ମିତା :ଆମ ଲୋକକଳା ଉଦଯାପିତ

ବ୍ରହ୍ମପୁର (୧୩/୧୧) : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଆୟୋଜିତ ଆମ ଅସ୍ମିତା : ଆମ ଲୋକକଳା କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ଓଡ଼ିଶା ନାଟ୍ୟ ସଂଘ ଉପସଭାପତି ଇଂ. ମନୋଜ କୁମାର ଦଣ୍ଡପାଟଙ୍କ…

୧୪ରୁ କଳାବ୍ୟାଜ୍‌ ପିନ୍ଧିବେ ଆଉଟସୋରସିଂ କର୍ମଚାରୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଡିଆରଡିଏ ଡିପିଆରଶି ବୈଠକ ଗୃହରେ ଆଉଟସୋରସିଂ କର୍ମଚାରୀଙ୍କ ଜିଲ୍ଲା ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀମାନେ ସାମିଲ ହୋଇଥିଲେ। ଗତ ମାସ ୧୫ ତାରିଖରେ…

୨ ହଜାର କୁଇଣ୍ଟାଲ ପରିବର୍ତ୍ତେ ୪ ହଜାର କୁଇଣ୍ଟାଲ କ୍ରୟ କରିବା ପାଇଁ ଚାରି ପଞ୍ଚାୟତର ଚାଷୀ ଓ ଜନ ପ୍ରତିନିଧି ପ୍ରଶାସନ…

ମାଲକାନଗିରି : ଆଜି ଚାଷୀମାନେ ସାରା ଦେଶରେ ଅବହେଳିତ ବର୍ଷା କି ଖରା, ଏସବୁକୁ ଖାତିର ନକରି ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜର ରକ୍ତକୁ ପାଣି କରି ସୁନାର ଫସଲ ଅମଳ କରୁଛି। କିନ୍ତୁ ଦେଖିବାକୁ ମିଳୁଛି ଚାଷୀମାନେ ଫସଲ ଅମଳ ପରେ ସେହି ଫସଲର ଉଚିତ ମୂଲ୍ୟ ପାଇପାରୁ ନାହିନ୍ତି ।…

ପ୍ରତିଶୃତି ପାଇଲା ପରେ ଚିତ୍ରକୋଣ୍ଡା ବ୍ଲକ ଶାଖା ଡ୍ରାଇଭର ମହା ସଂଘ ଆନନ୍ଦିତ…

ଚିତ୍ରକୋଣ୍ଡା: ଓଡିଶା ଡ୍ରାଇଭର ମହାସଂଘ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଖୁବ ଶୀଘ୍ର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ପାଇବା  ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଶାଖା ଡ୍ରାଇଭର ମହା ସଂଘ ତରଫରୁ ୟୁକୋପାର୍କ ସ୍ଥିତ ଡ୍ରାଇଭର ସଂଘ କାର୍ଯ୍ୟାଳୟ ପରିସରରେ…