Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଅନୁଷ୍ଠିତ, ସତର୍କତା ବିପର୍ଯ୍ୟୟର ଏକ ଅମୋଘ ଅସ୍ତ୍ର
ଛତ୍ରପୁର : ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ପ୍ରକୃତିକ ବିପର୍ଯ୍ୟୟ ଏବଂ ଜିଲ୍ଲା ପ୍ରଶାସନ ଗଞ୍ଜାମଙ୍କ!-->!-->!-->…
ଅଗ୍ନିକାଣ୍ଡରେ ତିନି ବଖରା ଘର ପୋଡ଼ି
ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ଗଳିସାହିରେ ଅଗ୍ନିକାଣ୍ଡ ଘଟି ଆଶାଲତା ପ୍ରଧାନ , ରେଣୁ ଜେନା ଓ ଟୁନି ପ୍ରଧାନଙ୍କ ଗୋଟିଏ ଲେଖାଏଁ ବଖରା ଘର ପୋଡି ଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ୧୧ଟା ସମୟରେ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ବୁଗୁଡ଼ା!-->…
ସ୍କୁଟି ଓ ବାଇକ ସହ ଯାତ୍ରୀବାହୀ ଅଟୋ ମୁହାଁମୁହିଁ ଧକ୍କା, ଦୁଇ ବାଇକ ଆରୋହୀ ଗୁରୁତର
ହିଞ୍ଜିଳିକାଟୁ ୧୧।୧୧ : ହିଞ୍ଜିଳି ଥାନା ଅନ୍ତର୍ଗତ କାଳୀମନ୍ଦୀର ଛକ ଡାକବିଭାଗ କାର୍ଯ୍ୟାଳୟ ନିକଟ ରାଜ୍ୟ ରାଜପଥ ରେ, ସ୍କୁଟି ଓ ବାଇକ ସହ ଯାତ୍ରୀଵାହୀ ଅଟୋ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣ ବାଇକ ଆରୋହୀ ଧଳପୁର ର ମଣ୍ଟୁ ସ୍ବାଇଁ ୨୨ ଓ ସ୍କୁଟି ଚାଳକ ନିମିଗା଼ଁ ର ହିନ ରାଉଳ!-->…
ଜୁନିଅର ଛାତ୍ରଙ୍କୁ ମାଡ଼ ମାରିଲେ ସିନିଅର ଛାତ୍ର, ଭିଡିଓ ଭାଇରାଲ ,ସ୍କୁଲରେ ଉତ୍ତେଜନା
ଦାରିଙ୍ଗବାଡ଼ି,୧୧/୧୧ : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ୪ଜଣ ଜୁନିଅର ଛାତ୍ରଙ୍କୁ ଦୁଇ ଜଣ ସିନିଅର ଛାତ୍ର ମାଡ଼ ମାରିଥିବା ଭିଡିଓ ଏବେ ମୋବାଇଲ କୁ ମୋବାଇଲ ଭାଇରାଲ ହେବା ସହ ଏହାକୁ ନେଇ ସ୍କୁଲ ଆଗରେ!-->…
ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଏ ଯେ ଓ ଉଚ୍ଚ ନ୍ୟାୟାଳୟର ଫୁଲବାଣୀର ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ପ୍ରଧାନ ଓ ସହ!-->…
ବ୍ରହ୍ମପୁର ଆଞ୍ଚଳିକ ମାର୍କେଟିଙ୍ଗ ସମବାୟ ସମିତିର ସଭାପତି ହେଲେ ସଚ୍ଚିଦାନନ୍ଦ ରାଜଗୁରୁ
ବ୍ରହ୍ମପୁର : ବ୍ରହ୍ମପୁର ଆଞ୍ଚଳିକ ମାର୍କେଟିଙ୍ଗ ସମବାୟ ସମିତି (BRMCS)ର ସଭାପତି ହେଲେ ସଚିତାନନ୍ଦ ରାଜଗୁରୁ, ଦୀର୍ଘଦିନ ଧରି ଏହି ଅନୁଷ୍ଠାନଟି ଅଂଚଳ ଅବସ୍ଥାରେ ଥିଲା l ନୂତନ ଭାବେ ଦାଇତ୍ୱ ମିଳିବା ପରେ ଏହାର ଉନତି ପାଇଁ କାଯ୍ୟ କରିବେ ବୋଲି ପ୍ରତିଶୃତି ଦେଲେ l ସେ ପୂର୍ବରୁ!-->…
ଜିଲ୍ଲା କୃଷି ବିଭାଗ ପକ୍ଷରୁ ମାଣ୍ଡିଆ ଦିବସ ପାଳିତ
ବ୍ରହ୍ମପୁର : ଜିଲ୍ଲା କୃଷି ବିଭାଗ ପକ୍ଷରୁ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ. ସୋନାଲ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମାଣ୍ଡିଆ ଏକ କ୍ଷୁଦ୍ର ଶସ୍ୟ ଜାତୀୟ । ଯାହାକୁ ପୋଷଣର ଶକ୍ତି ରୂପେ ଭାବେ!-->…
ପୋଲିସ ଉଚ୍ଚ ବିଦ୍ୟାଳୟରେ ମାଣ୍ଡିଆ ଦିବସ ପାଳିତ
ଫୁଲବାଣୀ :- ସାରା ରାଜ୍ୟରେ ପ୍ରଥମଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି। ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରାମିଲେଟ ମିଶନ ଆରମ୍ଭ କରାଯାଇଥିଲା।ମାର୍ଗଶିର ମାସର ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ସରକାର ଘୋଷଣା କରିଥିବା ବେଳେ ଏହି ଅବସରରେ ଆଜି ପୋଲିସ!-->…
ଜମାରାଶି ଫେରସ୍ତ ଦାବିରେ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀଙ୍କ ଧାରଣା
ବୁଗୁଡ଼ା : ତା ୧୦/୧୧/୨୨ : ସ୍ଥାନୀୟ ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀମାନେ ଧାରଣା ଦେଇଛନ୍ତି । ଦୀର୍ଘ ବର୍ଷ ହେଲା ଜମାକାରୀଙ୍କ ମେଚ୍ଯୁରିଟି ଟଙ୍କା ଫେରସ୍ତ ନ ହେବା ଯୋଗୁଁ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢୁଛି । ସାହାରା ଜମାକାରୀ ମଞ୍ଚର ରାଜ୍ୟସ୍ତରୀୟ ଉପସଭାପତି!-->…
ତୂମୁଡିବନ୍ଧ ସିର୍ଲା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା, ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିଜେଡି ରେ ସାମିଲ
ଫୁଲବାଣୀ : ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ତୂମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ନଭିନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇବା ହି ଏହି ଜନ ସମ୍ପର୍କ ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ!-->…