Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ କୈବଲ୍ୟ ସାହିତ୍ୟ ଜ୍ୟୋତି ସମ୍ମାନ
ଫୁଲବାଣୀ : କନ୍ଧମାଳର ପ୍ରତିଷ୍ଠିତ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନଜନକ କୈବଲ୍ୟ ଜ୍ୟୋତି ସମ୍ମାନ ପାଇଲେ l କଟକରେ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ କୈବଲ୍ୟ ସାହିତ୍ୟ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ଆଧ୍ୟାତ୍ମିକ ଜ୍ଞାନର ସମ୍ପ୍ରସାରଣ, ସାହିତ୍ୟ, ସେବା ଓ ସାମ୍ବାଦିକତା ଉପରେ!-->…
ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଜରିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ଆଲୋଚନା କ୍ରମେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାବ କୁମାର ସାହାଣୀ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା!-->…
ଦାରିଙ୍ଗବାଡିରେ ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର
ଦାରିଙ୍ଗବାଡି : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାଠାରୁ ମାତ୍ର ୨ଶହ ମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟଏବଂ ବ୍ଲକ କାର୍ଯ୍ୟାଳୟ ନିକଟରେ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ କୋଟଗଡ଼ ଥାନା ଅଞ୍ଚଳର ଏଲିଅ ସୁନାମାଝି ବୋଲି ପ୍ରାଥମିକ!-->…
ବାଇକ୍ ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବରଡ଼ିପଲ୍ଲୀ ଗାଁ ନିକଟସ୍ଥ କରାପଡିଆ ଛକଠାରେ ରବିବାର ରାତିରେ ବାଇକ ଦୁର୍ଘଟଣାରେ ଗୁରୁତର ଥିବା ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବାରିକପଲ୍ଲୀ ଗ୍ରାମର ଅରୁଣ କୁମାର ବିଷୋୟୀ(୩୫) । ପ୍ରକାଶ ଯେ ,!-->…
ଶିକ୍ଷକ ମାରଣନୀତି କୁ ଦୃଢ଼ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତି ବୈଠକ
ଫୁଲବାଣୀ :- ମହୋନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଫୁଲବାଣୀ ଠାରେ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ଜିଲ୍ଲା ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ଶିକ୍ଷକ ମାରଣନୀତିକୁ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତି ବୈଠକ!-->…
ମା’ ମହୁରୀକାଳୁଆଙ୍କ ଯାତ୍ରା ଉଦଯାପିତ
ହିଞ୍ଜିଳିକାଟୁ ୬।୧୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କରଡା ଗ୍ରାମର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ମହୁରୀକାଳୁଆ ଙ୍କ ୮ ଦିନ ଵ୍ୟାପି ଚାଲିଥିବା ଯାତ୍ରାତ୍ସୋଵ ସୋମବାର ଉଦଯାପିତ ହୋଇଯାଇଛି। ଗ୍ରାମର ପ୍ରତ୍ୟେକ ଘର ଆଗରେ ପୁର୍ଣ କୁମ୍ଭ ସହ ଧୁପ ଦୀପ ନୈବେଦ୍ୟ ଅର୍ପଣ ପୂର୍ବକ!-->…
ଓଷ୍ଠ, ପାଦ ଫଟା ପାଇଁ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର : ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଶୀତଦିନେ ପାଦ, ଅଧର ଫଟାରୁ ରକ୍ଷା ପାଇବା ପାଇଁ ସଚେତନତା କରା ଯାଇଥିଲା l ରୁକ୍ଷ, ଶୁଷ୍କ ବାୟୁ ପ୍ରବାହ ଦ୍ଵାରା ଓଠ,ପାଦ ଓ ଚର୍ମ ଫାଟେ l ଏହାର ପ୍ରତିରୋଧ ପାଇଁ ଥଣ୍ଡା ପବନରେ ଦ୍ରୁତ ଗତିରେ ବୁଲିବେ ନାହିଁ!-->…
ଏସ ଏସ ଭି ଏମ ଫୁଲବାଣୀରେ ମାତୃ କର୍ମଶାଳା…
ଫୁଲବାଣୀ :- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ଶିଶୁ ବାଟିକା ର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ତଥା ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ସଂଭାଗ ଶିଶୁ!-->…
ଫୁଲବାଣୀରେ ବିଜେପିର ବିଜୟ ଉତ୍ସଵ ପାଳିତ…
ଫୁଲବାଣୀ - ଧାମ ନଗର ବିଧାନସଭା ଉପନିର୍ବାଚନ ବିଜେପି ପ୍ରାର୍ଥୀ ଙ୍କ ବିଜୟ ଘୋଷଣା ପରେ ଫୁଲବାଣୀ ରେ ବିଜେପି ବିଜୟ ଉତ୍ସଵ ମନାଇଛି ଆଶା ଓ ଆଶଙ୍କା ରେ ଥିବା ବିଜେପିବିଜୟ ଘୋଷଣା ପରେ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଫୁଲବାଣୀର ବିଜୁ ପଟନାୟକ ଛକ ରେ!-->!-->!-->…
ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର…
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ବରଡ଼ିପଲ୍ଲୀ ଗାଁ ନିକଟସ୍ଥ କରାପଡିଆ ଛକରେ ରବିବାର ରାତି ସାଢେ ୮ଟା ସମୟରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବାରିକପଲ୍ଲୀ ଗ୍ରାମର!-->…