Browsing Category

ଆଞ୍ଚଳିକ

ବ୍ରହ୍ମପୁର ରେ ବିଜେପି ପାଳିଲା ବିଜୟ ଦିବସ : ମିଷ୍ଟାନ ସହ ଫୁଟାଇଲେ ବାଣ…

ବ୍ରହ୍ମପୁର : ଧାମନଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୂର୍ଯ୍ଯବଂଶୀ ସୂରଜଙ୍କ ଐତିହାସିକ ବିଜୟକୁ ନେଇ ଆଜି ବ୍ରହ୍ମପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀ ପକ୍ଷରୁ ସ୍ଥାନୀୟ ଗାନ୍ଧୀନଗର ଛକ ଠାରେ "ବିଜୟ ଉତ୍ସବ" ପାଳନ ହୋଇଯାଇଛି । ସୂର୍ଯ୍ୟବଂଶୀ ସୂରଜ ୮୦୩୫୧ ଭୋଟ ପାଇ ତାଙ୍କ…

ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ଲୋକଙ୍କ ନିକଟରେ ପହଁଚି ପାରୁଛି…

ଫୁଲବାଣୀ :-ଜାତୀୟ ଆଇନ ସେବା ପ୍ରାଧୀକରଣ ଦ୍ୱାରା ସେବା ପ୍ରଦାନ ମୂଳକ ବିଶାଳ ଆଇନ ସେବା ଶିବିର ଗାନ୍ଧୀ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦୌରାଜଜ୍ ଶିତିକଣ୍ଠ ସାମଲ ଯୋଗଦେଇ ନିଜର ମନ୍ତବ୍ଯରେ କହିଥିଲେ ଯେ ଲୋକ ମାନେ ଜମିଜୁମା ଏବଂ…

ଧାମନଗର ଉପନିର୍ବାଚନରେ ବିଜୟ ଉତ୍ସବ ପାଲୁଛି ଜିଲ୍ଲା ବିଜେପି

ମାଲକାନଗିରି : ଜିଲ୍ଲାରେ ବିଜେପି ଲଗାତାର ଦୁଇଦୁଇଟି ନିର୍ବାଚନରେ ଗୋଷ୍ଟି କନ୍ଦଳ ଯୋଗୁଁ ନିଜର ଅସ୍ତିତ୍ବ ହରାଇବା ପରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଆଜି ଧାମନଗର ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିବାରୁ ବିଜୟୀ ଉତ୍ସବ ପାଳନ କରାଯାଇଛି । ଆଜି ଜିଲ୍ଲା ସଦରରେ ଥିବା…

ଠାକୁର କାର୍ତ୍ତିକେଶ୍ଵରଙ୍କ ପୂଜା ଉତ୍ସବ ଆରମ୍ଭ

ବୁଗୁଡା : ସ୍ଥାନୀୟ କେନାଲ ସାହିରେ ସାହି ବାସିନ୍ଦାଙ୍କ ପକ୍ଷରୁ ଠାକୁର କାର୍ତ୍ତିକେଶ୍ଵରଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି । ଉକ୍ତ ଉତ୍ସବରେ ପୁରୋହିତ ଭାବେ ଦୀପକ ଦାଶ ଓ ଗିରୀଶ କୁମାର ଦାଶ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ ଶିକ୍ଷକ…

ଅଳେଶ୍ୱର ଠାରୁ ସୋନପୁର ୭୫ କିମି ବେଳାଭୂମି ହେବ ପ୍ଲାଷ୍ଟିକ ମୁକ୍ତ

ଛତ୍ରପୁର : ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ଓ ସ୍ୱଚ୍ଛତା ପାଇଁ ଚାଲିଥିବା ଅଭିଯାନ ଷଷ୍ଠ ପର୍ଯ୍ୟାୟରେ ଛତ୍ରପୁର ବ୍ଲକର ହରିପୁର ବେଳାଭୂମିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଂଜାମ ଜିଲ୍ଲାର ଗଂଜାମ ବ୍ଳକର " ଦି ଇକୋ ୱାରିୟର୍ସ" ର '…

ଧାମନଗର ଫଳାଫଳ ପରେ ଛତ୍ରପୁରରେ ଦଳୀୟ ନେତା ଓ କର୍ମୀ ମାନେ ବାଣ ଫୁଟାଇ ମିଷ୍ଠାନ ବାଣ୍ଟି ବିଜୟୀ ଉତ୍ସବ ପାଳନ କଲେ

ଛତ୍ରପୁର : ଧାମନଗର ଉପ ନିର୍ବାଚନରେ ବିଜେପି ବଡ଼ ଧରଣ ର ବିଜୟୀ ହାସଲ କରିଥିବା ନେଇ ରବିବାର ଛତ୍ରପୁର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି l ସ୍ଥାନୀୟ ଚଣ୍ଡୀ ଛକ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ତଥା ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ପ୍ରଶାନ୍ତ…

କୋହଲା ନୃତ୍ୟ ପରିବେଷଣ କରି ସୀମାଂଚଳମ୍ ପୀଠ ଯାତ୍ରା

ଛତ୍ରପୁର : ବିଶ୍ୱ ଶାନ୍ତି ,କଳାକାରଙ୍କ ମହାଯଜ୍ଞ ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦୀ) ର ସଭାପତି ତଥା ଜୟଦେବ ପୁରଷ୍କାର ପ୍ରାପ୍ତ ବଡଦାସୁଡୁ…

ବିପୁଳ ପରିମାଣର ଗଞ୍ଜେଇ ସହିତ ଇଣ୍ଡିଗୋ କାର ଜବତ, ଜଣେ ଗିରଫ

ଛତ୍ରପୁର : ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଦେବୀପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ଷ୍ଟ୍ରାଇକିଙ୍ଗ ଫୋର୍ସ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର…

ବିଦ୍ୟୁତ ବିଲ୍ ଦେୟ ପ୍ରଦାନ ପାଇଁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏସ୍‌ବିଆଇ ସହିତ ସହଯୋଗିତା

ବ୍ରହ୍ମପୁର: ଗ୍ରାହକମାନଙ୍କୁ ବିଦ୍ୟୁତ ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଟିପିଏସ୍‌ଓଡିଏଲ୍‌ର ସମସ୍ତ…

ଜିଲ୍ଲାସ୍ତରୀୟ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ

ମାଲକାନଗିରି , ୬ / ୧୧ ଆଜି ଆଇନ ସଚେତନତା ଓ ପ୍ରସାରଣ ମାଧ୍ୟମରେ ନାଗରିକଙ୍କୁ ସଶକ୍ତିକରଣ କରିବା ନିମନ୍ତେ ଆଜି ମାଲକାନଗିରି ସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ମିଳିତ ଆନୁକୁଲ୍ୟରେ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।…