Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମା ମହୁରୀକାଳୁଆ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ
ହିଞ୍ଜିଳିକାଟୁ ୨୩/୧୦ କାର୍ତ୍ତିକ ମାସ ଶୁକ୍ଳ ସପ୍ତମୀ ୩୧ ରିଖ ସୋମବାର ଆରମ୍ଭ ହୋଇ ୭।୧୧ ସୋମବାର ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କରଡା ଗ୍ରାମରେ ମାଁ ମହୁରୀ କାଳୁଆ ଙ୍କ ଯାତ୍ରା ଅନୁଷ୍ଠିତ ହେବ। ।ମାଁ ଦୁର୍ଗତିନାଶିନୀ ମାଁ ମହୁରୀକାଳୁଆ ଙ୍କ ଯାତ୍ରା ଅବସରରେ ରବିଵାର!-->…
ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପୋଲିସ୍ ଓ ପ୍ରଶାସନର ଅଚାନକ ଚଢାଉ
ଛତ୍ରପୁର : ରୋଗୀଙ୍କୁ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇଦେବା ସହିତ ସେମାନଙ୍କ ପାଇଁ ଔଷଧ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି । ଏହା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ଚିକିତ୍ସାଳୟ ମାନଙ୍କରେ ଦଲାଲ ମାନେ ରୋଗୀଙ୍କୁ ଘରୋଇ!-->…
ନଦୀରୁ ଅଜଣା ମୃତଦେହ କୁ ଠାବ କଲା ଏମଭି 79 ପୋଲିସ…
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତିଗଲ ପଞ୍ଚାୟତ ଏମଭି 79 ଥାନା ଅନ୍ତର୍ଗତ ତାମାନପଲି ଗ୍ରାମ ନିକଟରେ ପ୍ରବାହିତ ପୋଟେରୁ ନଦୀରେ ଏକ ମୃତଦେହ ଠାବ ହୋଇଛି । ତାମାନପଲ୍ଲିର କେତେକ ଲୋକ ନଦୀରେ ଗାଧେଇବାକୁ ଯାଇଥିବା ବେଳେ ଏହି ମୃତଦେହ ଭାସୁଥିବା ଦେଖୁବାକୁ ପାଇ!-->!-->!-->…
୫ ଜଣ ଗ୍ରାମବାସିଙ୍କୁ ରାତି ଅଧିଆ ଗାଁରୁ ଉଠାଇଲା ଘଟଣା : ଗ୍ରାମବାସିଙ୍କୁ ମୁକୁଳାଇବା ପାଇଁ ଥାନା ଘେରିଲେ ଶହଶହ…
ମାଲକାନଗିରି :ମାଲକାନଗିରି ଜିଲ୍ଲା କତାମାଟେରୁ ଗାଁ ରେ ବେସରକାରୀ ସିମେଣ୍ଟ କମ୍ପାନୀ କରିବା ପାଇଁ ରାଜ୍ୟ ସରକାର ଏକ ଜନ ଶୁଣାଣି କରିଥିଲେ । ତେବେ ଏହି ଜନ ଶୁଣାଣି ରେ ସମ୍ପୂର୍ଣ୍ଣ ଗାଁ ର ଲୋକେ ଉପସ୍ଥିତ ନଥିଲେ । କିଛି ଗାଁ ଲୋକଙ୍କୁ ନେଇ ଏହି ଜନ ଶୁଣାଣି ହୋଇଥିଲା । ତେବେ ଏହି ଜନ!-->!-->!-->…
ନିଃସର୍ତ୍ତ ନ୍ୟୁଜ୍ ର ପ୍ରଭାବ:୭୨ ବର୍ଷୀୟା ଭଗବତୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନିମନ୍ତେ…
ବାଲିମେଳା ପ୍ରତିନିଧି //ନିଃସର୍ତ୍ତ
ବାଲିମେଳା: ଗତ ୦୯ ଅକ୍ଟୋବର ୨୦୨୨ ରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାର ୯ନଂୱାର୍ଡ ର ୭୨ ବର୍ଷୀୟା ଭଗବତୀ ପୂଜାରୀଙ୍କ ବାସଗୃହ ସମ୍ପର୍କରେ ଅର୍ଥାତ୍ ଦାରିଦ୍ର୍ୟର କଷାଘାତରେ ନିତି ଶଢୁଥିବା ଜଣେ ବୃଦ୍ଧାଙ୍କ!-->!-->!-->…
ଶିଶୁ ମହୋତ୍ସବ ସୁରଭି ୨୦୨୨ ଉଦ୍ଘାଟିତ…
ଉମରକୋଟରୁ ରସିକ ସରକାର // ନିଃସର୍ତ୍ତ
ଉମରକୋଟ:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ପଞ୍ଚାୟତର ମୁଣ୍ଡିବେଡ଼ା ସରକାରୀ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ୧୬ଟି ସ୍କୁଲର ଶିଶୁ ମାନଙ୍କୁ ନେଇ ଆଜି ଶିକ୍ଷା ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।!-->!-->!-->…
ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବୈଠକ
ଫୁଲବାଣୀ : ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ସଙ୍ଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ଯ ସଂଘର ଆବାହକ ପ୍ରଭାତ ମହାନ୍ତି ମୁଖ୍ୟ ଅତିଥି ଭାବେ!-->…
ସପ୍ତମ ସହୀଦ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପ୍ରେସ ଇଲେଭେନ ୪ ଉଇକେଟରେ ବିଜୟୀ
ଫୁଲବାଣୀ :- ଫୁଲବାଣୀ ସ୍ଥିତ ରିଜର୍ଭ ପଡ଼ିଆଠାରେ ସପ୍ତମ ସହୀଦ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଠାରୁ ଆରମ୍ଭ ହୋଇ ଯାଇଛି । ଏଥିରେ ଜିଲ୍ଲାର ବଛା ବଛା ୧୬ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଛନ୍ତି । ଗତକାଲି ହୋଇଥିବା ଗ୍ରାଉଣ୍ଡ ୧ରେ ଏସଓଜି ୧୧ ଜିତିଥିବା ବେଳେ ଗ୍ରାଉଣ୍ଡ ୨ରେ ଜି.!-->…
ମାଣିତରା କଲେଜରେ “ବେଟି ବଚାଓ ବେଟି ପଢାଓ” କାର୍ଯ୍ୟକ୍ରମ
ବୁଗୁଡ଼ା : ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କନ୍ୟାରତ୍ନଙ୍କ ଆଚାର ଓ ବ୍ୟବହାର ତଥା ଆବଶ୍ୟକତା ସମ୍ପର୍କିତ "ବେଟି ବଚାଓ ବେଟି ପଢାଓ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅଧ୍ଯକ୍ଷ ଅନୁପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ!-->…
ଆନ୍ଧ୍ରପ୍ରଦେଶ ସରକାରଙ୍କ ବିସ୍ତାରବାଦୀ ଅଭିପ୍ରାୟକୁ ଉତ୍କଳ ସମ୍ମିଳନୀର ଦୃଢ଼ ବିରୋଧ
ବ୍ରହ୍ମପୁର : ଓଡ଼ିଶାର ଦକ୍ଷିଣ ଉପାନ୍ତ ଅଂଚଳ ରେ ଆନ୍ଧ୍ର ସରକାର ଙ୍କ ବାରମ୍ବାର ଅନୁପ୍ରବେଶ ଏବଂ ଉପାନ୍ତ ଅଞ୍ଚଳ ବାସୀଙ୍କୁ ସହାୟତା ପ୍ରଦାନ ପ୍ରଲୋଭନ ଦେଖାଇ ଯେଉଁ ଭଳି ଭାବରେ ଅସ୍ଥିରତା ସୃଷ୍ଟି କରିଚାଲିଛନ୍ତି ତାହା ଚାଇନା ତଥା ପାକିସ୍ତାନ ଠାରୁ ବଳିଗଲାଣି ବୋଲି ଉତ୍କଳ ସମ୍ମିଳନୀ ର!-->…