Browsing Category

ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ସକାଶେ ନିର୍ଦ୍ଦେଶ

ବ୍ରହ୍ମପୁର : ଆଗାମୀ କାଲିଠାରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ସମ୍ଭବନା ଥିବା ହେତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସଜାଗ ରଖାଯାଇଛି । ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲ୍ଲାକୁ ଆସି ନପାରେ କିନ୍ତୁ ବର୍ଷା ହେବାର ସମ୍ଭାବନା ରହିଛି ।…

ଦୁର୍ଗମ ପର୍ସନପଲ୍ଲୀ ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ, ଯୋଗ ଦେଲେ ଜିଲ୍ଲା କ୍ରିକେଟ ସଂଘର ସଭାପତି

ପଡିଆ, ୨୨/୧୦ : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଦୁର୍ଗମ ମାଟେରୁ ପଞ୍ଚାୟତର ପର୍ସନପଲ୍ଲୀ ଗ୍ରାମ ଠାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଓ ପଡ଼ୋଶୀ ଛତ୍ତିଶଗଡ଼ ର ମୋଟ ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଗୁମ୍ମା ଓ ପର୍ସନପଲ୍ଲୀ…

୩୦ ହଜାର ଟଙ୍କାର ବାଣ ଜବତ, ଜଣେ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ଗ୍ରାମରେ ଶୁକ୍ରବାର ରାତିରେ ପୋଲିସ ଚଢାଉ କରି ୩୦ ହଜାର ଟଙ୍କାର ବାଣ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାଯାଇଛି ।ଗିରଫ ଜଣକ ହେଲେ ନିମପଦର ଗାଁର ଗୋବିନ୍ଦ ଚନ୍ଦ୍ର ସାହୁ(୨୩) । ଏନେଇ ପୋଲିସ କେସ ନଂ ୬୧୮/୨୨ରେ ଏକ ମାମଲା ରୁଜୁ ହୋଇଥିବା…

ଓମଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ

ହିଞ୍ଜିଳିକାଟୁ ୨୨।୧୦ : ହିଞ୍ଜିଳିକାଟୁ ଘୋଡାଈଶୁଣୀ ମନ୍ଦିର ନିକଟରେ ଥିବା ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କୁଲର ୧୪୦ଶିଶୁ ପ୍ରତିଭା ଏକାଠି ହେଇ ୧୦୦ ଗୋଟି ବିଭିନ୍ନ ପ୍ରକାରର ବିଜ୍ଞାନପ୍ରଦର୍ଶନୀ ଜୋଜନା ଅନୁଷ୍ଠିତ ହୋଇଥିଲା । …

ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏତଲା ଦେଲେ ହତ୍ୟା କରିବାକୁ ଧମକ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ରେ ଜଣେ ବିବାହିତ ମହିଳା କୁ ଦୁଷ୍କର୍ମ ଓ ପରେ ହତ୍ୟା ଧମକ ଦେଇଥିବା ନେଇ ପୀଡ଼ିତା ଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ରାତିରେ ବାହାରକୁ ବିବାହିତା ମହିଳା ଜଣକ ଶୌଚ କରିବାକୁ ଯାଇଥିବା ବେଳେ ଛୁରୀ ଦେଖାଇ…

ଡକାୟତି ଯୋଜନା ପଣ୍ଡ, ୭ ଡକାୟତ ଗିରଫ

ହିଞ୍ଜିଳିକାଟୁ ୨୨।୧୦: ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବ୍ରହ୍ମପୁର ରୋଡ ଚୈତନପଡା ଗ୍ରାମ ବିଶ୍ରାମଗାର ରେ ଡକାୟତି ପାଇଁ ଯୋଜନା କରୁଥିବା କିଛି ଯୁବକଙ୍କୁ କାବୁ କରିଛି ପୋଲିସ। ପୋଲିସର ଚଢ଼ାଉ ବେଳେ ସେଠାରୁ ୭ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁଦୁଇଗୋଟି ସିଙ୍ଗଲ…

କୁମ୍ଭାରୀପଦର ଭୁସ୍ଖଳନ ଅଞ୍ଚଳରେ ଭୂତତ୍ତ୍ବବିତଙ୍କ ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି, ୨୨/୧୦ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପଦର ଗ୍ରାମ ଉପକଣ୍ଠରେ ଚଳିତ ବର୍ଷର ଲଗାଣ ବର୍ଷାରେ ଭୁସ୍ଖଳନ ହେବା ସହିତ ମାଟିରେ ଅଧ କି.ମି. ଦୀର୍ଘର ଏକ ଫାଟ ଦେଖାଯାଇ ଧିରେ ଧିରେ ତାହାର ଦୀର୍ଘତା ବଢ଼ିବାରେ ଲାଗିଛି। ଏହାର ବିପଦ ସଙ୍କୁଳତାକୁ ଲକ୍ଷ୍ୟ ରଖି ବ୍ଲକ…

କଳାକାର ଟିଏର ବିୟୋଗ ସମାଜର ଏକ ଅପୂରଣୀୟ କ୍ଷତି ସାଧନ : ବରିଷ୍ଠ କଳାକାର ସଂଘ…

ବ୍ରହ୍ମପୁର, ତା. ୨୨/୧୦ : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଦୀପାବଳି ପର୍ବ ଉପଲକ୍ଷେ ଦୀପ ପ୍ରସ୍ତୁତିରେ ବ୍ୟସ୍ତ କୁମ୍ଭକାର

ବୁଗୁଡ଼ା : ତା ୨୨/୧୦/୨୧ : ଆଲୋକର ପର୍ବ ଦୀପାବଳି ଆସନ୍ତା ୨୪ ତାରିଖ ସୋମବାର ଦିନ ପାଳନ ହେବାକୁ ଯାଉଥିବା ବେଳେ ବୁଗୁଡ଼ା ଅଞ୍ଚଳର ବହୁ କୁମ୍ଭକାର ପରିବାର ମାଟି ଦୀପ ତିଆରିରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ପୂର୍ବ ପୁରୁଷରୁ ମାଟିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିକୁ କୌଳିକ ବୃତ୍ତି…

ପ୍ରଧାନ ମନ୍ତ୍ରୀ ସଡ଼କ ପାଲଟିଛି ମରଣ ଯନ୍ତା : ବୁର୍ଜା ଛକ ଠାରୁ ତୋହରା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ…

ଉମରକୋଟ : ବୁର୍ଜା ଛକ ଠାରୁ ତୋହରା ପର୍ଯ୍ୟନ୍ତ ଆନୁମାନିକ ୧୩ କିଲୋମିଟର ପ୍ରଧାନ ମନ୍ତ୍ରୀ ସଡ଼କରେ ସବୁଦିନ ଏକପ୍ରକାର ଛୋଟୋ ମୋଟ ଦୁର୍ଘଟଣା ଲାଗି ରହିଛି, କାରଣ ରାସ୍ତାଟିର ଅବସ୍ଥା ନକହିବା ଭଲ, ଧର୍ମକୁ ଆଖିଠାର ନୀତିରେ ହୋଇଛି କାମ କହିଲେ କିଛି ଭୁଲ ହେବ ନାହିଁ, ଏହା ପୂର୍ତ୍ତ ବିଭାଗ ନା…