Browsing Category

ଆଞ୍ଚଳିକ

ଉପାନ୍ତ ଇଲାକା ବୁଡ଼ାଗୁଡାର ରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ଦାରିଙ୍ଗବାଡ଼ି : (୧୮/୧୦) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ରେ ଆଜି ବିଜେଡ଼ିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରା ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ବାହାରି ବୁଡ଼ାଗୁଡ଼ା ବଜାର ପରିକ୍ରମା କରି ହାଟପଦା ଠାରେ ପହଞ୍ଚିଥିଲେ l ସେଠାରେ ଏକ…

ଘରୋଇ କଳି ହେଲା କାଳ : ମୋବାଇଲ ପାଇଁ ଚାଲି ଗଲା ନିରୀହ ଜୀବନ…

ମାଲକାନଗିରି : ମୋବାଇଲ ପାଇଁ ଚାଲି ଗଲା ଜୀବନ । ଏଭଳି ଏକ ଘଟଣା ଘଟିଯାଇଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ mpv 14 ଗ୍ରାମର ଏକ ବର୍ଷ ହେବ ବିବାହ କରି ରହୁଥିଲେ ଜ୍ୟୋତି ଓ କନାଇ । କନାଇ ପାଖରେ ପଇସା ନଥିବାରୁ ସେ ସ୍ତ୍ରୀ ଜ୍ୟୋତି ପାଇଁ ଫାଇନାନ୍ସରେ ଏକ…

ବନ ବିଭାଗ ପକ୍ଷରୁ ବାଉଁଶ କାରିଗରମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର : ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବାଉଁଶ କାରିଗର ଏବଂ ବନ କର୍ମଚାରୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ…

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଇଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଇଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଏସପି ମୁକେଶ କୁମାର ଭାମୁ ଉପସ୍ଥିତ ରହି ସାଧାରଣ ଲୋକଙ୍କ ପକ୍ଷରୁ…

ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ଭାସମାନ ଶବ

ବୁଗୁଡ଼ା (୧୮/୧୦) : ବୁଗୁଡ଼ା ଏନ୍‌ଏସି ଅନ୍ତର୍ଗତ ବୀରଧନଞ୍ଜୟପୁର ଶାସନର ଏକ ପୋଖରୀରୁ ଜନୈକ ଯୁବକଙ୍କ ଭାସମାନ ଶବକୁ ଆଜି ସକାଳେ ଉଦ୍ଧାର କରାଯାଇଥିବା ଜଣାଯାଇଛି । ମୃତ ଯୁବକ ଜଣକ ହରିଶରଣପୁର ଗ୍ରାମର ଲମ୍ବୋଦର ମିଶ୍ରଙ୍କ ପୁଅ ବାସୁଦେବ ମିଶ୍ର ବୋଲି ଜଣାପଡିଛି । ପ୍ରକାଶ ଯେ , ପ୍ରଚୁର…

ଭୁସ୍ଖଳନ ଅଞ୍ଚଳକୁ ପ୍ରବେଶ ନିଷେଧ। ଗ୍ରାମ ବାସୀ ନିଜ ଭିଟାମାଟିକୁ ଫେରିଲେ

ଦାରିଙ୍ଗବାଡି, (୧୮/୧୦) କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ତାମାଙ୍ଗି ରାଜସ୍ୱ ଗ୍ରାମର ପଡା ଗ୍ରାମ କୁମ୍ଭାରୀପଦର ଗାଁ ନିକଟରେ ଚଳିତ ବର୍ଷର ଲଗାଣ ବର୍ଷାରେ ଭୁସ୍ଖଳନ ହୋଇ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା। ଏହି ଘଟଣାରୁ ଗ୍ରାମବାସୀ…

ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ଟିକାବାଲି ତରଫରୁ ନାଟକ ମଞ୍ଚସ୍ଥ

ଫୁଲବାଣୀ : ଚଳିତ ଦଶହରା ପାର୍ବଣ ଅବସରରେ ୟୁଥ ୱାରୀୟର ଓ ମା ବ୍ୟାଘ୍ରଦେବୀ କଳା ଓ ସଂସ୍କୃତି ପରିଷଦ ଟିକାବାଲିର ମିଳିତ ଆନୁକୂଲ୍ୟରେ ଏକ ହସଲୁହଭରା ସାମାଜିକ ନାଟକ "ସୁଖ କିଣା ଏଠି ଦୁଃଖ ମାଗଣା " ଟିକାବାଲି ବସଷ୍ଟାଣ୍ଡ ଠାରେ ମଞ୍ଚସ୍ଥ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ଏନ ଏ ସି ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଫୁଟବଲ ଵଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ ୧୭।୧୦ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଏନ ଏ ସି ଉଚ୍ଚ ଵିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି Iଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଶିକ୍ଷା ଵିଭାଗ ତରଫରୁ ଛାତ୍ରୀ ମାନଙ୍କୁ ଫୁଟବଲ ଖେଳ ପ୍ରତି ଆକୃଷ୍ଟ କରିବା ପାଇଁ…

ସୁନାମଧନ୍ୟ ଡାକ୍ତରଙ୍କ ପରଲୋକ

ହିଞ୍ଜିଳିକାଟୁ, ୧୭।୧: ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ତଥା ଲୋକପ୍ରିୟ ଭେଷଜ ବିଭାଗ ଅବସରପ୍ରାପ୍ତ ଡାକ୍ତର ଲଡୁ କିଶୋର ସାମନ୍ତରାଙ୍କ ସୋମବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ହିଞ୍ଜିଳିକାଟୁ ନିକଟ ସିଙ୍ଗିପୁର ଗ୍ରାମରେ…

ଫୁଲବାଣୀ କୁମ୍ଭାରପଡ଼ା ଗଜଲକ୍ଷ୍ମୀ ପୂଜାର ସପ୍ତମ ଦିନ

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ସଦର ମହକୁମାର ଫୁଲବାଣୀ କୁମ୍ଭାରପଡ଼ା ଠାରେ ମା ଗଜ ଲକ୍ଷ୍ମୀ ପୂଜା ର ସପ୍ତମ ଦିନରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ, ଯୁବ ସମାଜସେବୀ, ସଭାପତି, କନ୍ଧମାଳ ପିପୂଲସ୍ ଫୋରମ୍, ଲେଖକ ଏବଂ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ଚେହେରା ରାଧାମୋହନ ମହାପାତ୍ର…