Browsing Category

ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାଳିକା, ବାଳକ ବର୍ଗରେ ଭଞ୍ଜନଗର ଚମ୍ପିୟାନ ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ପରିସରରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଂଟ ସୋମବାର ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ରେ ବାଳିକା ବର୍ଗରେ ଭଞ୍ଜନଗର ଜୋନ୍ ୨-୦…

ବଜ୍ରପାତରେ ୭୭ ଛେଳି ମୃତ, ୨ ଛେଳି ଚରାଳି ଆହତ

ବୁଗୁଡ଼ା : ଆଜି ଅପରାହ୍ନରେ ବଜ୍ରପାତରେ ୭୭ଟି ଛେଳି ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଛେଳି ଚରାଳି ଆହତ ହୋଇଥିବା ଘଟଣା ବୁଗୁଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ଅନ୍ତରପଡା-ମାଣିକପୁର ରାସ୍ତାରେ । ଏଥିରେ ଆହତ ୨ ଜଣ ହେଲେ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କଲା ରାଉରକେଲା ବିଜେଡି

ରାଉରକେଲା : ଓଡିଶାର ବିକାଶ ପୁରୁଷ, ରାଜ୍ୟ ବିଜୁ ଜନତା ଦଳର ସଭାପତି,ଦେଶର ଗର୍ବ ଗୌରବ ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୭ତମ ଜନ୍ମଦିନ ଉପଲକ୍ଷେ,ରାଉରକେଲା ବିଜେଡି ଜିଲ୍ଲା ସଭାପତି,ଜିଲ୍ଲା ଯୋଜନା କମିଟି ଅଧକ୍ଷ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ…

ଚିତ୍ରକୋଣ୍ଡାରେ ଇଣ୍ଡୋରଷ୍ଟାଡିଅମ ଅଭାବରୁ ଯୁବ ଖେଳାଳି ହତାଶ

ଚିତ୍ରକୋଣ୍ଡା : ରାଜ୍ୟରେ କ୍ରୀଡ଼ା,କସରତ କ୍ଷେତ୍ରରେ ବିଗତ କିଛି ଦିନର କୃତି ପର୍ଯ୍ୟବେକ୍ଷଣ କରି ବର୍ତ୍ତମାନ ଅନେକ ଯୋଜନା ସରକାର ଗ୍ରହଣ କରିଛନ୍ତି । ସେଥି ମଧ୍ୟରୁ କେ.ବି.କେ. ଅଞ୍ଚଳରୁ ଲୁକ୍କାୟିତ ପ୍ରତିଭା ମାନଙ୍କୁ ସାର୍ବଜନୀନ କରି ସମ୍ମାନିତ କରିବାରେ ଗୋଟିଏ ପାଖରେ ଉଦାହରଣ ସୃଷ୍ଟି…

ଅଗ୍ନିକାଣ୍ଡ ଘଟି ସ୍କୁଟି ଓ ବୁଲେଟ୍ ପୋଡି

ବୁଗୁଡ଼ା : ତା ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥ କୁମୁଟିସାହିରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ତପନ କୁମାର ପାଣିଗ୍ରାହୀଙ୍କ ଗୋଟିଏ ସ୍କୁଟି ଓ ଏକ ବୁଲେଟ୍ ପୋଡି ଯାଇଥିବାର ଜଣାପଡିଛି । ପ୍ରକାଶ ଯେ , ରବିବାର ବିଳମ୍ବିତ ରାତିରେ ତପନଙ୍କ ଗ୍ଯାରେଜରେ ଥିବା…

ମା ବ୍ୟାଘ୍ରଦେବୀ କଳା ଓ ସାଂସ୍କୃତିକ ପରିଷଦ ଦ୍ବାରା ନାଟକ ମଞ୍ଚସ୍ଥ

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସହରରେ ମା'ବ୍ୟାଘ୍ରଦେବି କଳା ଓ ସାଂସ୍କୃତିକ ଷରିଷଦ ଏବଂ ୟୁଥ ଓ୍ବାରିଅରର ମିଳିତ ଆନୁକୁଲ୍ୟରେ ମହାଆଡମ୍ବରରେ ସାମାଜିକ ନାଟକ "ସୁଖ କିଣା ଏଠି ଦୁଃଖ ମାଗଣା" ମଞ୍ଚସ୍ଥ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି…

ଚେନ୍ନାଇକୁ କାମ କରିବାକୁ ଯାଇଥିଲେ ଯୁବକ : ଗାଁକୁ ଫେରିଲା ମୃତଦେହ

ବାଲିଗୁଡା : ଚେନ୍ନାଇକୁ କାମ କରିବାକୁ ଯାଇଥିବା ଜଣେ ଯୁବକଙ୍କ ମୃତଦେହ ରବିବାର ନିଜ ଗାଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ସାସିଗାଡ଼ାରେ ପହଞ୍ଚିଛି। ସେ ହେଲେ ଉକ୍ତ ଗାଁର ବିପିନ ମଲ୍ଲିକଙ୍କ ପୁଅ ରତନ ମଲ୍ଲିକ (୧୮)।ସୂଚନାଯୋଗ୍ୟ, ଯେ, ରତନ କିଛିମାସ ତଳେ…

ଆଦିବାସୀ ମହାବିଦ୍ୟାଳୟରେ ନୈତିକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପରାମର୍ଶ ଶିବିର

ବାଲିଗୁଡା,:କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ନିଯୁକ୍ତି ପରାମର୍ଶ କକ୍ଷ ପକ୍ଷରୁ ଏକ ନୈତିକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ସମ୍ପର୍କୀୟ ଏକ ଶିବିର ଆୟୋଜିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲା ଲାଇନପଡାର ଯୁବ ମହାକାଶ ବୈଜ୍ଞାନିକ ଅଭିମନ୍ୟୁ ମଲ୍ଲିକ ପାୱାର ପଏଣ୍ଟ…

ଆଦିବାସୀ ମହାବିଦ୍ୟାଳୟରେ ନୈତିକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପରାମର୍ଶ ଶିବିର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ନିଯୁକ୍ତି ପରାମର୍ଶ କକ୍ଷ ପକ୍ଷରୁ ଏକ ନୈତିକ ଶିକ୍ଷା ଓ ନିଯୁକ୍ତି ସୁଯୋଗ ସମ୍ପର୍କୀୟ ଏକ ଶିବିର ଆୟୋଜିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲା ଲାଇନପଡାର ଯୁବ ମହାକାଶ ବୈଜ୍ଞାନିକ ଅଭିମନ୍ୟୁ ମଲ୍ଲିକ ପାୱାର ପଏଣ୍ଟ…

କନ୍ଧମାଳ ଜିଲା ସମବାୟ ସଂଘର ସଭାପତି ରୁପେ ସୁପ୍ରଭା ନାୟକ ନିର୍ବାଚିତ

ଫୁଲବାଣୀ : କନ୍ଧମାଳ ଜିଲା ସମବାୟ ସମିତି ନିବନ୍ଧକଙ୍କ ଅଧିନରେ ଥିବା ଜିଲା ସମବାୟ ସଂଘର ନିର୍ବାଚନ ରେ ସଭାପତି ରୂପେ ସୁପ୍ରଭା ନାୟକ ନିର୍ବାଚିତ ହୋଇଛନ୍ତି। ଓଡିଶା ସମବାୟ ସମିତି ନିୟମାବଳୀ ୧୯୯୨ ଅନୁଯାୟୀ କନ୍ଧମାଳ ଜିଲ୍ଲା ସମବାୟ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଛି। ମୋଟ ୧୫ଜଣ ବୋର୍ଡ ଅଫ…