Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଡାଲା ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା, ୧ମୃତ ୨ ଗୁରୁତର
ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାବାଡି ଗାଁ ନିକଟରେ ଡାଲା ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଭଗବାନପୁର!-->…
ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ
ବୁଗୁଡା : ତା ୧୪/୧୦/୨୨ : ବୁଗୁଡା ବ୍ଳକ ଗୋଲିଆ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର କ୍ୟାନସର ରୋଗରେ ମୃତ୍ୟୁ ବରଣ କରିଥିବା ପିତବାସ ଗୌଡଙ୍କ ପରିବାରକୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଛି। ଗୋଲିଆ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ!-->…
ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ମଦ ରନ୍ଧା ବନ୍ଦ କରିବା ପାଇଁ କହିବାରୁ ହତ୍ୟା କରିଥିଲା ସ୍ୱାମୀ
ବାଲିଗୁଡା : ମଦ ରନ୍ଧା ବନ୍ଦ କରିବା ପାଇଁ ସ୍ୱାମୀକୁ କହିବାରୁ ସ୍ତ୍ରୀକୁ ଜୀବନରେ ମାରି ଜଙ୍ଗଲରେ ଫୋପାଡି ଦେଲେ ସ୍ୱାମୀ ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତର ବୁଡାନପିପାଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କିଛି ଘଟଣା । ଉକ୍ତ!-->…
ଜିଲ୍ଲାସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ପାଳିତ
ଫୁଲବାଣୀ : ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ କନ୍ଧମାଳ ଦ୍ଵାରା ଜିଲ୍ଲା ସ୍ତରରେ ପାଳିତ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଦୁଇଗୋଟି ଅନାଥ ଆଶ୍ରମ ଯଥା ଗୋପବନ୍ଧୁ ବାଳାଶ୍ରମ କେନ୍ଦୁପଦର ଫୁଲବାଣୀ ଓ ସାଧନ ଫୁଲବାଣୀର ଅନ୍ତେବାସୀ ମାନଙ୍କୁ ସିଝା ଅଣ୍ଡା ଓ କେକ ବଣ୍ଟନ!-->…
ଗଞ୍ଜାମ ଆଚଂଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ…
ହିଞ୍ଜିଳିକାଟୁ ୧୪।୧୦ ହିଞ୍ଜିଳିକାଟୁ ପୌରପରିଷଦ ସଭାଗୃହରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ମନୋନୀତ ଗଞ୍ଜାମ ଆଚଂଳିକ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ପଵିତ୍ର ମୋହନ ପାଣିଗ୍ରାହୀ ଙ୍କୁ ପୌରପାଳିକା ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ!-->!-->!-->…
ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ବସ୍ତି ଉଛେଦକୁ ନେଇ ପ୍ରତିବାଦ : ପୂର୍ବତନ ମେୟର,ବିଜେପି କେଣ୍ଡେଣ୍ଟ ଓ ସାହି ବାସିନ୍ଦାଙ୍କ…
ବ୍ରହ୍ମପୁର :-ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ବସ୍ତି ଉଚ୍ଛେଦକୁ ନେଇ ବିବାଦ ଦେଖାଦେଇଛି। ନିଗମ ତରଫରୁ ବଳପୂର୍ବକ ଘର ଭାଙ୍ଗିବା ଏବଂ ଉପଯୁକ୍ତ ଥଇଥାନ କରାଯାଇନଥିବା ଯୋଗୁ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଥଇଥାନ!-->!-->!-->…
ଜିଲ୍ଲା ଲେଖକ ସାମୁଖ୍ୟ କାର୍ଯ୍ୟାଳୟ ଠାରେ ଭାଷା ଆନ୍ଦୋଳନ ବୈଠକ ଅନୁଷ୍ଠିତ…
ଫୁଲବାଣୀ :- ଭାଷା ଭିତିରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେଲା। ୧୯୩୬ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହେବାପରେ ଓଡ଼ିଆ ଭାଷା ପ୍ରଚଳନ କରିବା କୁ ଇଂରେଜ ସରକାର ଘୋଷଣା କରିଥିଲେ।୧୯୫୪ ମସିହାରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମନିଷ ନବକୃଷ୍ଣ ଚୌଧୁରୀ ପ୍ରଥମ ବିଧାନ ସଭାର!-->…
କୋମଳ ମତି ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଧାୟକ
ଫୁଲବାଣୀ (୧୩/୧୦) : ମାଓ ଅଞ୍ଚଳକୁ ବାଲିଗୁଡା ବିଧାୟକ ଚକ୍ରମଣି କଂହରଙ୍କ ଅଚାନକ ଗସ୍ତ କରିଛନ୍ତି। କନ୍ଧମାଳ ଜିଲ୍ଲା ତୂମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳ ରଙ୍ଗାପାରୁ ଆଶ୍ରମ ବିଦ୍ୟାଳୟ ପରିଦର୍ଶନରେ ଯାଇ ସେଠାକାର ପରିବେଶକୁ ଅତି ନିକଟରୁ ଦେଖିଥିଲେ । ପାହାଡ ପର୍ବତ ଘେରା ବେଲଘର!-->…
ପ୍ରାଥମିକ ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ଫୁଲବାଣୀ, ୧୩/୧୦: ରାଜ୍ୟ ସରକାର କମ ଛାତ୍ର ଛାତ୍ରୀ ଥିବା ସ୍କୁଲ ଗୁଡିକ ବନ୍ଦ ନିଷ୍ପତି ନେବା ଫଳରେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ମଧ୍ୟ ଶତାଧିକ ସ୍କୁଲ ବନ୍ଦ ହେଲାଣି l ସେହିପରି ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡା ପଂଚାୟତ ଅନ୍ତର୍ଗତ ନୀଳାପଦର ଗ୍ରାମରେ ଥିବା ପ୍ରାଥମିକ!-->…
ସାଇକେଲରେ ଯାତ୍ରା କରି ଲୋକଙ୍କ ମଧ୍ୟରେ ଏକତା ରଖିବାର ବାର୍ତ୍ତା ଦେଉଛନ୍ତି ଭାସ୍କର
ମାଲକାନଗିରି,୧୩।୧୦ : ସାଇକେଲରେ ଯାତ୍ରା କରି ଲୋକଙ୍କ ମଧ୍ୟରେ ଏକତା ରଖିବାର ବାର୍ତ୍ତା ବାଣ୍ଟୁଛନ୍ତି ଉତ୍ତରାଖଣ୍ଡର ଯୁବକ ଭାସ୍କର ଭଣ୍ଡାରି । ଆପଣ ଶୁଣିଲେ ଆଶ୍ଚଯ୍ୟ ହେବେ ଦିର୍ଘ ୧୦ ମାସ ଧରି ସାଇକେଲ ଯାତ୍ରା କରିଆସୁଛନ୍ତି ଏହି ଯୁବକ ଜଣକ । ଭାସ୍କର ଚଳିତ ବର୍ଷ ୨୦୨୨ ମସିହା ଜାନୁଆରୀ ୫!-->…