Browsing Category

ଆଞ୍ଚଳିକ

ପ୍ରଶାସନ ଓ ଜନ ସାଧାରଣଙ୍କ ସହଯୋଗରେ ହିଁ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ : କନ୍ଧମାଳ ସାଂସଦ

ଫୁଲବାଣୀ: ବୁଧବାର ଫୁଲବାଣୀ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଶାସନ ଓ ଜନ ସାଧାରଣଙ୍କ…

ଭାଇ ହେଲା ଭଗାରି : ସାମାନ୍ୟ ଗାଈ ପାଇଁ ଭାଇ ନେଲା ଜୀବନ

ଚିତ୍ରକୋଣ୍ଡା (୧୩/୧୦): କଥାରେ ଅଛି ଯୋଡ଼ାକୁ ଘୋଡ଼ା ସରି ନୁହଁ। କିନ୍ତୁ ସମୟ ଆଜି କିଛି ଏଭଳି ପରିସ୍ଥିତିରେ ମଣିଷ ସମାଜକୁ ଆଣି ଠିଆ କରିଛି ଯେଉଁଠି କେତେବେଳେ ସମ୍ପତ୍ତି ଲୋଭରେ ବାପା ପୁଅର ଜୀବନ ନେବାକୁ ପଛାଉ ନାହିଁ କି ପୁଅ ବାପର ଜୀବନ ନେବାକୁ ପଛାଉ ନାହିଁ। ଠିକ୍ ଏଭଳି ଏକ…

ମାଟିରେ ମିଶିଲା ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ବସ୍ତିର ୧୦୮ ଘର

ବ୍ରହ୍ମପୁର : ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ ଗୌଡ଼ବନ୍ଧ ବସ୍ତିକୁ ଉଚ୍ଛେଦ କରିଛି ବିଏମସି l ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶକ୍ରମେ ମହାନଗର ନିଗମ ଅଂଚଳରେ ଥିବ ପୋଖରୀ ହୁଡ଼ା କଡର ସମସ୍ତ ବସ୍ତିକୁ ଉଛେଦ କରାଯାଇ ସେମାନଙ୍କୁ ରାଜୀବ ଆବାସ ଯୋଜନା ମାଧ୍ୟମରେ ଗୃହ ପ୍ରଦାନ କରାଯାଇଛି…

ବିଂଶତମ ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳା ଉଦଯାପିତ

ଅଟୋମେଟିକ ଷ୍ଟ୍ରିଟ ଲାଇଟ,ଜଙ୍ଗଲ ଅଗ୍ନି ସୁରକ୍ଷାରେ ରୋବୋର୍ଟ ପ୍ରକଳ୍ପ ଆକର୍ଷଣ ବ୍ରହ୍ମପୁର : ବ୍ରହ୍ମପୁର ନିଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଦୁଇ ଦିନ ଧରି ଚାଲିଥିବା ବିଂଶତମ ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳାରେ ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାରତୀୟ ପୋଲିସ…

ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡ଼ି

ବୁଗୁଡା (୧୨/୧୦) : ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମର ଗୁଡିସାହିରେ ଅଗ୍ନିକାଣ୍ଡ ଘଟି ଦଣ୍ଡପାଣି ବେହେରା ଓ ସଞ୍ଜୟ ପ୍ରଧାନଙ୍କ ବଖରାଏ ଲେଖାଏଁ ଘର ପୋଡ଼ି ଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଆଜି ସକାଳେ ସର୍ଟ ସର୍କିଟ୍ ଯୋଗୁଁ ଦଣପାଣିଙ୍କ ଘରେ ନିଆଁ ଲାଗି ପରେ ଏହା…

ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ବିପୁଳ ପରିମାଣ ବଜ୍ରକାପ୍ତା କାତି ଜବତ:୪ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ଚଢ଼ଉକରି ବିପୁଳ ପରିମାଣର ବିରଳ ବଜ୍ରକାପ୍ତା କାତି ଜବତ କରିବା ସହ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଜୁରୀପଡା ଘୁଗୁଲ| ସାହିର ରାଧାକାନ୍ତ ବେହେରା(୫୫) ଓ…

ପ୍ରତି ବ୍ଲକ୍ ରେ ବସ୍ ଷ୍ଟାଣ୍ଡ ସକାଶେ ସ୍ଥାନ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରାଜସ୍ବ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେଯେ, ରାଜସ୍ବ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଆବଶ୍ୟକ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଟେଲ ମାଲିକକୁ ମରଣାତ୍ମକ ଆକ୍ରମଣ, ତିନି ଯୁବକ ଗିରଫ

ବ୍ରହ୍ମପୁର : ଦୁଇ ଦିନ ପୂର୍ବେ ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ତହସିଲ ଅଫିସ ନିକଟରେ ଥିବା ମା ମହୁରୀ କାଳୁଆ ହୋଟେଲ ମାଲିକ ପିଣ୍ଟୁ ଜେନାଙ୍କୁ ଖଣ୍ଡାରେ ମରଣାତ୍ମକ ଆକ୍ରମଣରେ କରିଥିବା ୩ ଯୁବକଙ୍କୁ ସଦର ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ କୁକୁଡାଖଣ୍ଡି କାଳୁଆ ସାହିର ସାଗର…

ଉଦ୍ୟୋଗ ଭିତ୍ତିକ ଋଣ ବଣ୍ଟନ ମେଳା

ଦାରିଙ୍ଗବାଡ଼ି , ୧୨/୧୦, ଦାରିଙ୍ଗବାଡ଼ି ବ୍ଲକ ପରିସରରେ ବୁଧବାର ମିଶନ ଶକ୍ତି ଜରିଆରେ ବ୍ୟାଙ୍କ ଲୋନ ପ୍ରଦାନ ନିମନ୍ତେ ଏକ ଉଦ୍ୟୋଗ ଭିତ୍ତିକ ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ…

କନ୍ଧମାଳ-କଳାହାଣ୍ଡି ସିମାନ୍ତରେ ଗୁଳିବିନିମୟ ଘଟଣା… ମାଓ ଏନକାଉଣ୍ଟର ନେଇ କନ୍ଧମାଳ ପୋଲିସ୍ ପକ୍ଷରୁ ସାମ୍ବାଦିକ…

ଫୁଲବାଣୀ /ବାଲିଗୁଡ଼ା : କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସିମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ନିକଟସ୍ଥ ବାଗମିଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ…