Browsing Category

ଆଞ୍ଚଳିକ

ଭୁସ୍ଖଳନ ହୋଇ ଫାଟ ସୃଷ୍ଟି ହୋଇଥିବା ଥିବା ସ୍ଥାନ ପରିଦର୍ଶନ କଲେ ଏଡିଏମ

ଦାରିଙ୍ଗବାଡ଼ି (୮/୧୦) : ଭୁସ୍ଖଳନ ଘଟଣାରେ ଜିଲାପାଳ ଆଶିଷ ଈଶ୍ଵର ପାଟିଲଙ୍କ ନିର୍ଦେଶ କ୍ରମେ କୁମ୍ଭାରୀପଦର ଗ୍ରାମବାସୀଙ୍କୁ ତାମାଙ୍ଗି ଠାରେ ରହିଥିବା ସରକାରୀ ବିଦ୍ୟାଳୟରେ ଗତ ୬ ତାରିଖ ଠାରୁ ଅସ୍ଥାୟୀ ସୁରକ୍ଷିତ ଆଶ୍ରୟୀ ସ୍ଥଳୀ କରି ସମସ୍ତଙ୍କୁ ରଖାଯାଇଛି। ଆଜି ଏଡିଏମ ବସନ୍ତ କୁମାର…

ଛେଳି ଚୋରୀ ଅଭିଯୋଗରେ ୩ ଗିରଫ , ଦେଶୀ ବନ୍ଧୁକ ଜବତ

ବୁଗୁଡ଼ା : ତା ୦୮/୧୦/୨୨ : ବୁଗୁଡା ଥାନା ଅନ୍ତର୍ଗତ ଘୋଳପୁର ଗାଁରେ ଦୀର୍ଘ ଦିନ ଧରି ଚାଲିଥିବା ଛେଳି ଚୋରି ଘଟଣାରେ ବୁଗୁଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅଭିଯୁକ୍ତମାନେ ହେଲେ ତାରସିଂ ଥାନା ଅନ୍ତର୍ଗତ କେପିଟି ଗ୍ରାମର ଟୁନା ନାୟକ , ଘୋଳପୁର ଗାଁର…

ଖେଲକୁଦ ପ୍ରତିଭାଗୀ ସମ୍ବର୍ଦ୍ଧନା ସମାରୋହ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଖେଲକୁଦ ପ୍ରତିଭାଗୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି lପ୍ରଥମେ ଅତିଥି ମାନଙ୍କୁ ଚନ୍ଦନ ପୁଷ୍ପ ଦେଇ ସ୍ୱାଗତ କରିବା ପରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦର ସଭାପତି ବିଷ୍ଣୁ…

ବୁଗୁଡ଼ାରେ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ବୁଗୁଡ଼ା : ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମା' ଦୁର୍ଗାଦେବୀ ମହାସପ୍ତମୀରୁ ପୂଜା ପାଇଆସୁଥିବା ବେଳେ ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଦନ ମୋହନ ଛକ ଏବଂ ନୂଆଁ ବସଷ୍ଟାଣ୍ଡ ଠାରେ ଆୟୋଜିତ ଦୁର୍ଗା ମେଢର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସେହିପରି ଗୋଲିଆ ପଞ୍ଚାୟତ…

ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଜନ୍ମଦିନରେ ଜୀବନବିନ୍ଦୁ ରକ୍ତ ଦାନ ଶିବିର

ରାଉରକେଲା : ସୁକିନ୍ଦା ବିଧାୟକ ସୁନ୍ଦରଗଡ ଜିଲାର ସଫଳ ପର୍ଜ୍ୟବେକ୍ଷକ ତଥା ଓଡିଶାର ଗ୍ରାମୀଣ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଜନ୍ମଦିନ ଉପଲକ୍ଷେ, ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୁଲ୍ୟରେ ଜିଲା ସଭାପତି,ଜିଲା ଯୋଜନା କମିଟିର ଅଧକ୍ଷ, ବିଧାୟକ ସାରଦା ପ୍ରସାଦ…

ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା : ମା ଓ ନବଜାତ ଶିଶୁର ମୃତ୍ୟୁ

ଫୁଲବାଣୀ / ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ର ରାଙ୍ଗାପାରୁ ଆବାସିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା ରେ ମା ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି l ପ୍ରକାଶ ଯେ, ଗତକାଲି ଗୁରୁବାର ଛାତ୍ରୀ ଜଣକ…

ବୁଗୁଡ଼ା ଯାଦବ ସାହିରେ ଓଷାକୋଠି ପର୍ବ ପାଳନ

ବୁଗୁଡ଼ା : ସ୍ଥାନୀୟ ଯାଦବ ସାହି ବାସିନ୍ଦାଙ୍କ ପକ୍ଷରୁ ସାହି କୋଠଘରେ ଓଷାକୋଠି ପର୍ବ ପାଳନ ପବିତ୍ର ବିଜୟାଦଶମୀ ଠାରୁ ଆରମ୍ଭ ହୋଇ ଯାଇଛି । ଏହି ପର୍ବ ପାଳନ ଅବସରରେ ପ୍ରଥମେ ସାହି କୋଠଘର କାନ୍ଥରେ କୋଠିଶାଳ ଚିତ୍ର ଅଙ୍କନ କରାଯାଇଥିଲା । ଏହା ପରେ ନିକଟସ୍ଥ ପୋଖରୀରୁ କଳସ ଯାତ୍ରାରେ ଜଳ…

ଗ୍ୟାସ ସିଲିଣ୍ଡର ନିଆଁ ଲାଗି ଆସବାପାତ୍ର ପୋଡିଯିବା ସହ ବହୁ ସମ୍ପତି ନଷ୍ଟ

ହିଞ୍ଜିଳିକାଟୁ (୭/୧୦) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ପରିସରକୁ ଲାଗି ପାଟଣାସାହି ରେ ଘର ଭିତରେ ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗି ଘରର ସମସ୍ତ ଆବାସ ପତ୍ର ଜଳିଯିବା ସହ ବହୁ ସମ୍ପତି ପୋଡି ନଷ୍ଟ ହୋଇଯାଇଛି | ହୁଦୁ ଜଳିଗଲା ଘର,ବହୁ ଆବଶ୍ୟକ ଜିନିଷପତ୍ର…

ସମାଜସେବୀ ରମେଶ ବଳଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା : ରାଉରକେଲା/ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଏକାଦଶାହ ଉପଲକ୍ଷେ ହନୁମାନ ବାଟିକାଠାରେ ପି ପି ରାୟଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରବାସୀ ସ୍ବର୍ଗତ ବଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୂଚନା ଯୋଗ୍ୟ ଯେ…

ସ୍ଵଚ୍ଛ ସର୍ଭେକ୍ଷଣରେ ଓଡିଶାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲାର ଚିକିଟି…

ଆଗାମୀ ଦିନରେ ଆହୁରି ଅଧିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି ଅଭିଯାନ ରେ କିଭଳି ଅଂଶୀଦାର ହୋଇପାରିବେ ସେହି ନିମନ୍ତେ ପ୍ରୟାସ ଜାରି ରହିଛି - ଜିଲ୍ଲାପାଳ ବ୍ରହ୍ମପୁର : ଗାନ୍ଧୀଜୀ ଙ୍କ ସ୍ଵପ୍ନ ଥିଲା ସ୍ଵଚ୍ଛ ଭାରତ, ଏଣୁ ସରକାରଙ୍କ ତରଫରୁ ସ୍ଵଚ୍ଛତା କୁ ଅଗ୍ରାଧିକାର ଦିଆଯାଇ ବ୍ୟାପକ…