Browsing Category

ଆଞ୍ଚଳିକ

ପର୍ତ୍ତମାହା ସେବାଶ୍ରମ ଠାରେ “ଶିକ୍ଷା ଅଙ୍କୁର” ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୬/୯ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପର୍ତ୍ତମାହା କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ପର୍ତ୍ତମାହା ସେବାଶ୍ରମ ଠାରେ ଦିନିକିଆ ତାଲିମ ଶିବିର 'ଶିକ୍ଷା ଅଙ୍କୁର' ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ…

କନ୍ଧମାଳ ପ୍ରୋଗ୍ରାମ ଅଫିସରଙ୍କୁ ଜାତୀୟ ସେବା ଯୋଜନା ବୀର ଆୱାର୍ଡ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଟିକାବାଲି ଏମ ସି ଏସ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ବନମାଳୀ ବେହେରା କନ୍ଧମାଳରୁ ଜାତୀୟ ସେବା ଯୋଜନା ବୀର ଆୱାର୍ଡ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଜାତୀୟ ସେବା ଦିବସରେ କୁଳପତି ପ୍ରଫେସର ଡଃ ଗୀତାଞ୍ଜଳି…

କାଲିପଲ୍ଲୀ ନିକଟରେ ପ୍ରସ୍ତାବିତ ଦୀପକ ଫର୍ଟିଲାଇଜର ନାମକ ରାସାୟନିକ କମ୍ପାନୀ ବନ୍ଦ କରିବା ଦାବି

ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ଛତ୍ରପୁର : କାଲିପଲ୍ଲୀ ନିକଟରେ ପ୍ରସ୍ତାବିତ ଦୀପକ ଫର୍ଟିଲାଇଜର ନାମକ ରାସାୟନିକ କମ୍ପାନୀ ବନ୍ଦ କରିବା ଦାବି ନେଇ ଅଞ୍ଚଳର ପ୍ରଭାବିତ 20 ଖଣ୍ଡ ଗ୍ରାମବାସୀଙ୍କୁ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର…

ବଡ଼ ଆର୍ଯ୍ୟପଲ୍ଲୀ ଜେଟି ନିକଟ ସମୁଦ୍ରରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଛତ୍ରପୁର : ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ବଡ଼ ଆର୍ଯ୍ୟପଲ୍ଲୀ ଜେଟି ନିକଟ ସମୁଦ୍ର ବେଳାଭୂମିରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ l ସୋମବାରୁ ସକାଳୁ ସମୁଦ୍ର ନିକଟ ରେ ଏହି ମୃତଦେହ ପଡ଼ିଥିବା ଗୋପାଳପୁର ପୋର୍ଟ ର ଅମିତ…

ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ସ୍ଥାନୀୟ ସକଲେଶ୍ୱର ମନ୍ଦିର ପରିସର ମଧ୍ୟରେ ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ତରଫରୁ ଆସନ୍ତା ଅକ୍ଟୋବର ୨୨ ଓ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁଚନା ଥାଉକି ଓଡିଶାର ବିଶିଷ୍ଟ କଳାକାର,…

ଦାରିଙ୍ଗବାଡ଼ିରେ ଡ୍ରାଇଭର ମହାସଂଘର ଜିଲ୍ଲାସ୍ତରିୟ ବୈଠକ

ଦାରିଙ୍ଗବାଡ଼ି,୨୫/୯ : ଦାରିଙ୍ଗବାଡ଼ି ମିଶ୍ର କଲ୍ୟାଣ ମଣ୍ଡପରେ କନ୍ଧମାଳ ଜିଲ୍ଲା ଡ୍ରାଇଭର ମହାସଂଘର ଜିଲ୍ଲା ସ୍ତରିୟ ବୈଠକ ଜିଲ୍ଲା ସଭାପତି ଆଲୋକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମସ୍ତ ସଦସ୍ୟ ପଥପ୍ରାନ୍ତଃ ସୁବିଧା କେନ୍ଦ୍ରରେ ଏକତ୍ରିତ ହୋଇ ସେଠାରୁ…

ମାଲକାନଗିରିରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଟାଉନ ହଲ ଠାରେ ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଜିଲ୍ଲାର ଫାର୍ମାସିଷ୍ଟ ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏଡିପିଏଚଓ ( ପରିବାର କଲ୍ୟାଣ ) ଶାସିଭୂଷଣ ମହାପାତ୍ର ମୁଖ୍ୟ…

ତୃତୀୟ ଦିନରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ

ଛତ୍ରପୁର : ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ଆମର ପୂର୍ବ ସୂରୀ ମାନେ ଯେଉଁ ଅସୀମ ତ୍ୟାଗ ଓ ବଳୀଦାନ ଦେଇ ଯାଇଛନ୍ତି ତାହାକୁ ଉତ୍ତର ପିଢୀଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ସୁନ୍ଦର ପରିକଳ୍ପନା ହେଉଛି ଅହିସା ରଥ । ସ୍ବାଧୀନତାର ସଫଳ ତଥା ସ୍ବତନ୍ତ୍ର ମୂଳମନ୍ତ୍ର…

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର : ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ,ଅନ୍ତୋଦୟ ଓ ଏକାତ୍ମ ମାନବବାଦର ପ୍ରଣେତା, ଜନନାୟକ,ଭାରତୀୟ ଜନସଂଘର ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ସେଇ ମହାନ ଆତ୍ମାକୁ ବ୍ରହ୍ମପୁର ସ୍ଥିତ ଗାନ୍ଧୀନଗର ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ବିଜେପି ବିଧାୟକ…

ନୂତନ ଭାବେ ଯୋଗ ଦେଇ ଥିବା ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱରାଜ ଦେବତାଙ୍କୁ ବିଜେଡି ପକ୍ଷରୁ ସ୍ବାଗତ

ରାଉରକେଲା /ବଣେଇ : ଆଜି ବଣାଇଁ ବିଜୁ ଜନତା ଦଳ ପକ୍ଷରୁ ବଣାଇରେ ନୂତନ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ଭାବେ ଦାୟିତ୍ଵ ନେଇଥିବା ସ୍ବରାଜ ଦେବତାଙ୍କୁ ବଣାଇଁ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଥିବା ଜଣାପଡିଛି।…