Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଛାତ୍ରୀଙ୍କ ବ୍ୟାଗ ଲୁଟ ଘଟଣାରେ ଚୋରୀସାମଗ୍ରୀ ଓ ବାଇକ ସହ ୩ଗିରଫ
ହିଂଜିଳିକାଟୁ (୨୩ା୯) : ହିଂଜିଳି ଥାନା ହିଞ୍ଜିଳି ଓଶିକିରି ମଧ୍ୟ ରାସ୍ତାରେ ଗତ ଅଗଷ୍ଟ ମାସ ୨୫ରେ ଜଣେ କଲେଜ ଛାତ୍ରୀ ସଂଧ୍ୟାରାଣୀ ଜେନା ସାଇକେଲରେ ଯାଉଥିବା ବେଳେ ସାଇକେଲ ବାସ୍କେଟରୁ ଛାତ୍ରୀଙ୍କ ବ୍ୟାଗକୁ ପଛପଟୁ ବାଇକରେ ଆସି ୩ଜଣ ଲୁଟି ନେଇଥିଲେ । ଉକ୍ତ ବ୍ୟାଗରେ ଛାତ୍ରୀଙ୍କ ମୋବାଇଲ,!-->…
ପିସିସି ସଦସ୍ୟ ହେଲେ ସୁଜିତ୍ ସ୍ବାଇଁ
ବୁଗୁଡ଼ା(୨୩/୦୯) : ଦୀର୍ଘ ବର୍ଷ ପରେ ବୁଗୁଡ଼ା ବ୍ଲକର ଯୁବ ନେତା ସୁଜିତ୍ ସ୍ବାଇଁ ପିସିସିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏଥି ପାଇଁ ସେ ସର୍ବ ପ୍ରଥମେ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ଓ ଓଡିଶା ପିସିସି ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ!-->…
୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୫ ହଜାର ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୨ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ପ୍ରସନ୍ନ କୁମାର ଡିଗାଲ(୪୨)କୁ ଦୋଷୀ!-->…
ଗୋପାଳପୁର ବନ୍ଦର ପକ୍ଷରୁ ସାପ୍ତାହିକ ସଫେଇ ଅଭିଯାନ ଅନୁଷ୍ଠିତ…
ଗୋପାଳପୁର /ଛତ୍ରପୁର : ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ବବୋଧ ଶାଖା ଅଧୀନରେ ସ୍ଥାନୀୟ ବଡ ଆର୍ୟପଲ୍ଲୀ ଗ୍ରାମରେ ଅବସ୍ତିତ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧି ପୋଲାମା ମନ୍ଦିର ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସାପ୍ତାହବ୍ୟାପୀ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।!-->!-->!-->…
ଅହିଂସା ରଥକୁ ଗଞ୍ଜାମରେ ବିପୁଳ ସମ୍ବର୍ଦ୍ଧନା…
ଛତ୍ରପୁର : ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଜନ ସାଧାରଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି କରିବା ପାଇଁ ଅହିଂସା ରଥ ଆଜି ସର୍ବ ପ୍ରଥମେ ଗଞ୍ଜାମ ଜିଲ୍ଲା ତପ୍ତପାଣି ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ!-->!-->!-->…
ଅବ୍ୟବସ୍ଥା ଘେରରେ ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…
ଛତ୍ରପୁର ପ୍ରତିନିଧି // ନିଃସର୍ତ୍ତ ନିୟୁଜ
ଛତ୍ରପୁର /ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଖଟୁଆକୁଦା ଗ୍ରାମରେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ l 1956 ରେ ସ୍ଥାପିତ ହୋଇଥିବା ବହୁ ପୁରାତନ ଏହି ଶିକ୍ଷାନୁଷ୍ଠାନଟି ସମ୍ପ୍ରତି ଅବ୍ୟବସ୍ଥା ଘେରରେ!-->!-->!-->…
ଚିତ୍ରକୋଣ୍ଡା 5T ଉଚ୍ଚ ବିଦ୍ୟାଳୟ ରେ PFMS ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ଉଚ୍ଚ ବିଦ୍ୟାଳୟଠାରେ ଚିତ୍ରକୋଣ୍ଡା ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ CRCC ମାନଙ୍କୁ ନେଇ PFMS ବିଷୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି I ଏଥିରେ ୧୮ଗୋଟି ଗ୍ରାମ ପଞ୍ଚାୟତ ସମସ୍ତ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକଙ୍କୁ!-->…
ଛତ୍ରପୁର କଳାବିକାଶ କେନ୍ଦ୍ରର ଚିତ୍ରକଳା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର…
ଛତ୍ରପୁର : ଓଡ଼ିଶାର ଅନ୍ୟତମ ଖ୍ୟାତାନାମା ଅନୁଷ୍ଠାନ ଛତ୍ରପୁର କଳାବିକାଶ କେନ୍ଦ୍ରର ଚିତ୍ରକଳା ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ଇତିମଧ୍ୟରେ ବିୟୋଗ ହୋଇଯାଇଛି । ଦୀର୍ଘଦିନଧରି ସେ ଶାରୀରିକ ପୀଡ଼ିତ ଥିଲେ । ତାହାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।
!-->!-->!-->!-->!-->!-->…
ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଜଳସ୍ତର ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ପ୍ରୟାସ କରାଯାଉଛି l ଜିଲ୍ଲାରେ ଜଳସ୍ତର ଦିନକୁ ଦିନ କମିଯାଉଥିବା ଫଳରେ ବିଶେଷ କରି ଖରା ଦିନରେ ଲୋକେ ଜଳ କଷ୍ଟ ଭୋଗୁଛନ୍ତିl ପାଣି ଗରା ଏ ପାଇଁ ମାଇଲ ମାଇଲ ବାଟ ଲୋକଙ୍କୁ ଯିବାକୁପଡୁଛି l!-->!-->!-->…
ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ତିଲୋରୀ ଠାରେ “ପରିବର୍ତ୍ତନ” କାର୍ଯ୍ୟକ୍ରମ ଶୁଭାରମ୍ଭ…
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ”ର ଶୁଭାରମ୍ଭ ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ପ୍ରଶାସନ ତରଫରୁ ତିଲୋରୀ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ!-->!-->!-->…