Browsing Category

ଆଞ୍ଚଳିକ

ଜନ୍ମଦିନରେ ପୂର୍ବତନ ବାଚସ୍ପତିଙ୍କ ଦ୍ୱାରା ବୃକ୍ଷ ରୋପଣ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପ୍ରସିଦ୍ଧ ମା ବାରାହୀ ଓ ମା ବାଳ କୁମାରୀ ଦୈବୀ ପିଠ ରେ ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ନିଜର 82 ତମ ଜନ୍ମ ଦିବସ ରେ ବୃକ୍ଷ ରୋପଣ କରିଛନ୍ତି। ନିଜ ଅନୁଗାମୀ ଙ୍କ ଗହଣ ରେ ନାତି ମାରୁତି ଦ୍ୟାନ ସାମନ୍ତରା ଙ୍କ ପ୍ରତ୍ୟକ୍ଷ…

ବର୍ଷିଆନ୍ କଂଗ୍ରେସ ନେତା ଦାଦା ବରୁଣ ଭୋଇଙ୍କ ପରଲୋକ

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଭୋଇ ସାହି ଗ୍ରାମର ସ୍ବର୍ଗତ ବରୁଣ ଭୋଇ ଆଜି ଶେଷ ନିଶ୍ୱାସ ତ୍ୟାଗ କଲେ l ତାଙ୍କ ଦେହାନ୍ତ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି l ଏହି ପରି ମହାନ ବ୍ୟକ୍ତିଙ୍କୁ ଆଜି ଟିକାବାଲି ହରେଇଦେଇଛି l ଟିକାବାଲି ସମେତ କନ୍ଧମାଳ ଜ଼ିଲ୍ଲାରେ ରାଜନୀତି…

ମହୁମାଛି କାମୁଡି ଜଣେ ଗୁରୁତର

ଦାରିଙ୍ଗବାଡ଼ି (୧୯/୯) : ସାର୍ନିକେତା ଗ୍ରାମ ପଞ୍ଚାୟତ ଡ଼ାବୁଲମାହା ଗ୍ରାମର ପ୍ରତାପ ପ୍ରଧାନ (୪୬) ମହୁମାଛି କାମୁଡାରେ ଗୁରୁତର ଆହତ ହୋଇଛନ୍ତି । ବାପା ଓ ତାଙ୍କ ସ୍ତ୍ରୀ ଙ୍କ ସହ ମିଶି ପ୍ରତାପ ଡେଙ୍ଗାସରୁ ପାହାଡ଼କୁ ଛେଳି ଚରାଇବା ପାଇଁ ଯାଇଥିଲେ। ହେଲେ ବାଘ ମହୁ ବସା ବାନ୍ଧି…

କିଶୋର ଓ କିଶୋରୀମାନଙ୍କୁ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଦାରିଙ୍ଗବାଡ଼ି ( ୧୯/୯) : ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ୍ ଓ ଏଡୁକୋ ପକ୍ଷରୁ ଗାଁ ସ୍ତରରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ପରି ସାମାଜିକ ବ୍ୟାଧି କୁ ବନ୍ଦ କରିବା ଉଦେଶ୍ୟରେ କିଶୋର କିଶୋରୀ ସଂଘ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷଣ ହୋଇଅଛି। କାର୍ଯ୍ୟକ୍ରମ କୁ ଅନୁଷ୍ଠାନ କାର୍ଯ୍ୟ…

ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ହିଞ୍ଜିଳିକାଟୁ (୧୯/୯) : ପାର୍ବଣ ମାସ ଅଶ୍ୱିନୀ ମାସ, ଏହି ମାସରେ ମା ଦୁର୍ଗତିନାଶିନୀ ଦୁର୍ଗାପୂଜା ଶ୍ରେଷ୍ଠ ଅଟେ । ମା ଦୁର୍ଗତିନାଶିନୀ ଙ୍କ ପୂଜା ଅବସରରେ ସୋମବାର ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନଡିଆ ଵଜାର ସ୍ଥିତ ଲକ୍ଷ୍ମୀନୃସୀଂହ ବଣିକ ସଂଘ ଦୁର୍ଗାପୂଜା କମିଟି ଦ୍ୱାରା ମାଁ…

ଝୁଲନ୍ତା ଅବସ୍ଥାରେ ସ୍ଵାମୀସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପାବୁରିଆ ପଞ୍ଚାୟତର ମାଲେରିମାହା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପରିବାରର ଦୁଇଜଣ ଆତ୍ମହତ୍ୟା କରିଛନ୍ତି, ଯାହା ଫଳରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ…

ଗୁରୁଣ୍ଡିଆ ବ୍ଲକରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କଲେ ବଣାଇଁ ବିଧାୟକ ଏବଂ ସୁନ୍ଦରଗଡ଼…

ସୁନ୍ଦରଗଡ଼ //ରାଉରକେଲା : ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଗୁରୁଣ୍ଡିଆ ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଏହି ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ ଓ…

ଗୁରୁଣ୍ଡିଆଠାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ…

ସୁନ୍ଦରଗଡ଼ /ରାଉରକେଲା :୧୯ ସେପ୍ଟେମ୍ବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁଣ୍ଡିଆ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଣାଇଁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଜନଶୁଣାଣିରେ…

କୁଡୁମୁଲୁଗୁମ୍ମା ବ୍ଲକସ୍ତରୀୟ ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

କୁଡୁମୁଲୁଗୁମ୍ମା(୧୯/୦୯) : ଆଜି ଦିବା ୧୧ ଘଟିକା ସମୟରେ ବ୍ଲକ ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରଘୁନାଥ…

ମାଲକାନଗିରି ଦୀପ୍ତି କନଭେଣ୍ଟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଜ୍ଞାନ ମେଳା ଆୟୋଜିତ

ମାଲକାନଗିରି,(୧୯।୯) : ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ର କରାଳ ଛାୟାରେ ସାରା ଦେଶ ତଥା ରାଜ୍ୟର ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିବାବେଳେ ଆଜି ଦୀପ୍ତି କନଭେଣ୍ଟ ବିଦ୍ୟାଳୟରେ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହେବା ସହ ସ୍କୁଲ ପିଲାଙ୍କ ମନରେ ଆନନ୍ଦ ର ଲହରୀ ଖେଳିଯାଇଛି ।…