Browsing Category

ଆଞ୍ଚଳିକ

ଆଇଟିଡିଏ ପକ୍ଷରୁ ଆଦିବାସୀ ଚାଷୀଙ୍କୁ ଆମ୍ବ ଓ କାଜୁ ଚାରା ପ୍ରଦାନ

ଫୁଲବାଣୀ : ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ପକ୍ଷରୁ ଆଦିବାସୀ ଚାଷୀଙ୍କୁ ମାଗଣା ଆମ୍ବ ଓ କାଜୁ ଚାରା ପ୍ରଦାନ କରାଯାଇଥିଲା l ୨୬ ଜଣ ଚାଷୀଙ୍କୁ ୧୩ ହଜାର ୫ ଶହ ଉନ୍ନତ କିସମ କଲମୀ ଆମ୍ବ ଓ ୧୨ ଶହ କାଜୁ ଚାରା ପ୍ରଦାନ କରାଯାଇଥିଲା l…

ସରକାରୀ ଜମିକୁ ନେଇ ବିବାଦ : ମହିଳା ଗୋଷ୍ଠୀ ଭାଙ୍ଗିଲେ ଅର୍ଦ୍ଧନିର୍ମିତ ଘର

ଦାରିଙ୍ଗବାଡ଼ି(୧୬/୯) : ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ସରକାରୀ ଜମିକୁ0 ନେଇ ବିବାଦ ଦେଖାଦେଇଛି । ଏହି କାରଣରୁ କିଛି ମହିଳା ଗୋଷ୍ଠୀ ଉକ୍ତ ଜମିରୁ ହୋଇଥିବା ଅର୍ଦ୍ଧ ନିର୍ମିତି ଘରକୁ ବେଆଇନ ଭାବେ ଭାଙ୍ଗିଥିବା ଦେଖିବାକୁ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ବି ମହାତ୍ମା ଗାନ୍ଧୀ ଅଧିକ ପ୍ରାସଙ୍ଗିକ ହୋଇପାରିଛନ୍ତି। ଯେହେତୁ ବିଶ୍ୱ ଆତଙ୍କବାଦର ଆହ୍ୱାନର ସମ୍ମୁଖୀନ ହେଉଅଛି, ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ସବୁଠୁ ଅଧିକ ପ୍ରଯୁଜ୍ୟ ଏବଂ ଏହାର ମୁକାବିଲା ପାଇଁ ଗାନ୍ଧୀ ଉପାୟ ଏକ ପ୍ରକୃତ ବିକଳ୍ପ ବୋଲି ରେଭେନ୍ସା…

ବିଷାକ୍ତ ସାପ କାମୁଡ଼ାରେ ବାଳକ ମୃତ

ଚିତ୍ରକୋଣ୍ଡା(୧୬/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ  ଅଞ୍ଚଳ ରାଲେଗାଡା ପଞ୍ଚାୟତ ଅନ୍ତର୍ଭୁକ୍ତ ସ୍ଥାନୀୟ ରାଲେଗାଡା ଗ୍ରାମର ଆସୁ ମାରି ର ଚାରି ବର୍ଷର ପୁଅ ଲିଙ୍ଗେସ ମାରି ଗତ କାଲି ରାତିରେ ମଶାରୀ ଭିତରେ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତି ଏକ ଘଟିକା ସମୟରେ ଏକ…

ନାଳରେ ଭାସି ଯାଇ ବ୍ରାହ୍ମଣୀଗାଁ ଥାନ ଅଧିନସ୍ଥ ଝିଞ୍ଜିରିଗୁଡା ଗ୍ରାମର ଜଣେ ମୃତ

ଦାରିଙ୍ଗବାଡ଼ି (୧୬/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଝିଞ୍ଜିରିଗୁଡା ଗ୍ରାମାର ବୁଡୁ ମହାଙ୍କୁଡ଼(୪୨)ଙ୍କ ମୃତ ଶରୀର, ସିପିଏସ ଡବ୍ଲୁ ଅନୁଷ୍ଠାନ ପଛପାଖ ଦେଇ ଯାଇଥିବା ପାହାଡିଆ ନାଳ ସର୍ଗିଦର ମଝିରେ ଥିବା ପଥରେ ଲାଗି ରହିଥିବା ଦେଖିବାକୁ ମିଳିଛି।…

“ରାଷ୍ଟ୍ରୀୟ ପେନସନ୍ ଯୋଜନା(ଏନପିଏସ) ସଚେତନତା ଅଭିଯାନ”

ଛତ୍ରପୁର : ରାଷ୍ଟ୍ରୀୟ ପେନସନ୍ ଯୋଜନାର ରାଜ୍ୟ ବ୍ୟାପୀ ସେବା ସପ୍ତାହ ତା.୧୨.୦୯.୨୦୨୨ରିଖ ଠାରୁ ତା.୧୭.୦୯.୨୦୨୨ରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଟ୍ରେଜରି କାର୍ଯ୍ୟଳୟ ପକ୍ଷରୁ ରାଷ୍ଟ୍ରୀୟ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଓଡିଶା ସରକାରଙ୍କ ସମସ୍ତ…

୨ଟି ରାସ୍ତା ପାଇଁ ମନ୍ତ୍ରୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ

ବୁଗୁଡା (୧୬/୦୯) : ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସଡ଼କ ଯୋଜନା ଆନୁକୂଲ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡ଼ିଆବୋରଦା ପଞ୍ଚାୟତର କୁଞ୍ଜବନ ଏବଂ କରଚୁଲି ପଞ୍ଚାୟତର ପଥରବଣି ଠାରେ ୨ଟ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ…

ବିଦ୍ୟାଳୟର ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରି ପ୍ରଧାନ ଶିକ୍ଷକ ଫେରାର୍ , କାର୍ଯାନୁଷ୍ଠାନ ଦାବି

ବୁଗୁଡ଼ା (୧୬/୦୯) : ବିଦ୍ୟାଳୟର ମାଧ୍ୟାନ୍ନ ଭୋଜନ ଟଙ୍କା ଠାରୁ ଆରମ୍ଭ କରି ପିଲାଙ୍କ ପାଇଁ ଆସିଥିବା କୋଭିଡ୍ ସହାୟତା ରାଶି ଓ ପୋଷାକ ପତ୍ର ପାଇଁ ମିଳିଥିବା ଅନୁଦାନ ଆଦି ଚଳୁ କରି ଫେରାର ହୋଇ ଯାଇଛନ୍ତି ପ୍ରଧାନ ଶିକ୍ଷକ l ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ…

ବିଜେଡିର ପଚିଶି ବର୍ଷ ପୁର୍ତ୍ତୀରେ ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଫୁଲବାଣୀ :-ବିଜୁ ଜନତା ଦଳର ୨୫ ତମ ପୂର୍ତ୍ତି ଅବସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଯୋଗ…

ସପରିବାର ସହ ଏସପିଙ୍କ ଦ୍ୱାରସ୍ଥ ହେଲେ ଗୃହରକ୍ଷୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଆଇଆଇସି ଧୀରଜ ଲେଙ୍କାଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଗୃହରକ୍ଷୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କୋଟଗଡ଼ ଆଇଆଇସି ଧୀରଜ ଲେଙ୍କା ଏକ ଅଭିଯୋଗର ବିଚାରାଧୀନରେ ବିବ୍ରତ ହୋଇ…