Browsing Category

ଆଞ୍ଚଳିକ

ଫସଲ ବୀମା ସହାୟତାରୁ ବାଦ୍ ପଡିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ ନିମନ୍ତେ ଦାବି

ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ ଛତ୍ରପୁର : ଫସଲ ବୀମା ସହାୟତା ରୁ ବାଦ ପଡିଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରଦାନ କରିବା ସମେତ ବିଭିନ୍ନ ଦାବୀ ନେଇ ଋଷିକୂଲ୍ୟା ରୟତ ମହସଭା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ…

ଆଞ୍ଚଳିକ ସ୍ତରୀୟ ପୋଷଣ ମାସ ଓ ମାଆ ଗୃହର ପ୍ରତିଷ୍ଠା ଦିବସ ପାଳିତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ବାଲନ୍ଦାପଡା ଠାରେ ଆଂଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି। ଏହା ସହ ଅନୁଷ୍ଠାନ ଦ୍ୱାରା ପରିଚାଳିତ ମାଆ ଗୃହର ମଧ୍ୟ ପ୍ରତିଷ୍ଠା ଦିବସ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ହେଲେ ସର୍ଵ ନିମ୍ନ ସହାୟତା ପାଇବାରୁ ବଞ୍ଚିତ

ଦାରିଙ୍ଗବାଡ଼ି (୧୫/୯) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିବା ଫଳରେ ଗ୍ରାମାଞ୍ଚଳର ବହୁ ଲୋକଙ୍କ ଘର ଦୁଆର ଭାଙ୍ଗି ଯାଇଛି। ଆଜି ଯାଏ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ବହୁ ଲୋକ, ସର୍ଵ ନିମ୍ନ ସହାୟତା ପାଇ ନଥିବା ଖବର ହସ୍ତଗତ ହୋଇଛି।…

ପୁର୍ବତନ ଏସଡିପିଓ ମୁର୍ମୁ ଓ ନୂତନ ଏସଡିପିଓ ସୁପ୍ରସନ୍ନଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀ ସଦର ପୋଲିସ ଅଫିସର ମହେନ୍ଦ୍ର ନାଥ ମୁର୍ମୁଙ୍କ ଅନ୍ୟତ୍ର ବଦଳି ହୋଇଯିବା ଫଳରେ ବୁଧବାର ସନ୍ଧ୍ୟା ରେ ପ୍ରେସ କ୍ଲବରେ ମିଳିତ ନାଗରିକ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ତାଙ୍କ ସ୍ଥାନରେ ନୂତନ ଏସ୍ଡ଼ିପିଓ ଭାବେ ଦାଇତ୍ୱ ଗ୍ରହଣ…

ନିମପଦରରେ ଆମ ପୋଲିସ ସମିତି ବୈଠକ…

ବୁଗୁଡା : ବୁଗୁଡା ଥାନା ଅନ୍ତର୍ଗତ ନିମପଦର ଗାଁ କୋଠଘରେ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଗ୍ରାମର ସଭାପତି ବାବୁଲା ଜେନା, ସମିତି ସଭ୍ୟ ବଳରାମ ସାହୁ, ଏସ୍ଆଇ…

କ୍ରୀଡା ଶିକ୍ଷୟତ୍ରୀଙ୍କ ମାଡ ପ୍ରତିବାଦରେ ଧାରଣା ରେ ବସିଲେ ସ୍କୁଲ ଛାତ୍ର ଛାତ୍ରୀ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରକୋଣ୍ଡା ସିବାନନ୍ଦ ହାଇସ୍କୁଲ ଦଶମ ଶ୍ରେଣୀର ଛାତ୍ରଙ୍କୁ କ୍ରୀଡା ଶିକ୍ଷୟତ୍ରୀଙ୍କ ମାଡ ପ୍ରତିବାଦରେ ଛାତ୍ର ଓ ଛାତ୍ରୀ ମାନେ ଧାରଣା ରେ ବସିଲେ ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ ଅନୁଯାଇ କ୍ରୀଡ଼ା ଶିକୟତ୍ରୀ ଜଣଙ୍କ ଆଗରୁ ଅନେକ ଥର ପିଲାମାନଙ୍କୁ ମାଡ଼…

ଗୋପାଳପୁର ବନ୍ଦର ପକ୍ଷରୁ ଡୁବୁରୀଛକ ଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଓ ପରୀକ୍ଷଣ କେନ୍ଦ୍ର ଉଦଘାଟିତ

ଛତ୍ରପୁର (୧୪/୯) : ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ବବୋଧ ଶାଖା ଅଧୀନରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର ସ୍ଥାନୀୟ କଣମଣା ପଞ୍ଚାୟତର ଡୁବୁରୀ ଛକ ଠାରେ ଉଦ୍ଘାଟନ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି ଜେ ରାଓ…

“ମୋ ଗେହ୍ଲା ଝିଅ” ଓ “ନିର୍ଭୟା କଢି” କାର୍ଯ୍ୟକ୍ରମ

ବୁଗୁଡ଼ା (୧୪/୦୯) : ବୁଗୁଡ଼ା ବ୍ଲକର ଗୌଡିଆବୋରଦା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୨ରେ "ମୋ ଗେହ୍ଲା ଝିଅ" ଓ "ନିର୍ଭୟା କଢି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମରେ ସରପଞ୍ଚ ସୁନ୍ଦରୀ ମହରଥା ମୁଖ୍ୟ ଅତିଥି ରୂପେ ଯୋଗଦେଇ ନବଜାତ ଶିଶୁକନ୍ୟାଙ୍କ…

ବୟସ୍କମାନଙ୍କ ବର୍ତ୍ତମାନ ସ୍ଥିତି, ଆଧୁନିକ ଭାରତର ଏକ ଦୁଃଖଦ ବାସ୍ତବତାକୁ ପ୍ରତିଫଳିତ କରେ: ବିଶେଷଜ୍ଞ

ଭୁବନେଶ୍ୱର: ଯେତେବେଳେ ବୟସ୍କ ଏବଂ ଯୁବକମାନେ ଅର୍ଥପୂର୍ଣ୍ଣ ସମ୍ପର୍କ ଗଠନ କରନ୍ତି, ଏହା ଉଭୟ ଗୋଷ୍ଠୀର ସୁସ୍ଥତାକୁ ଉନ୍ନତ କରିଥାଏ | ବୟସ୍କମାନେ ନିଜର ଅଭିଜ୍ଞତା ଓ ଜ୍ଞାନକୁ ପ୍ରଦାନ କରିଥାନ୍ତି ଏବଂ ଯୁବଗୋଷ୍ଠୀ ସେମାନଙ୍କର ବିଚ୍ଛିନ୍ନତା ଏବଂ ଏକାକୀତାକୁ ଏଡ଼ାଇବାରେ ସାହାଯ୍ୟ…

କାର୍ ଲୁଟ ଉଦ୍ୟମ ଘଟଣା, ୩ ଗିରଫ, ୧ ଫେରାର୍, ପିସ୍ତଲ ଓ ଗୁଳି ଜବତ

ବୁଗୁଡ଼ା (୧୪/୦୯) : ବ୍ରହ୍ମପୁର ଯିବେ କହି କାର୍ ଭଡା କରି କାରରେ ଚଡିବା ପରେ ଅଧ ରାସ୍ତାରେ କାର ଡ୍ରାଇଭରକୁ ମାଉଜର ଦେଖାଇ କାର ଲୁଟି ନେବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ଜଣା ପଡିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଲନ୍ଥରା ଥାନା ଅନ୍ତର୍ଗତ କନିଷି…