Browsing Category

ଆଞ୍ଚଳିକ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୨୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ରୋହିତ କଂହରକୁ ଦୋଷୀ…

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଲରିକେତା ଘାଟିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଟ୍ରାକ୍ଟର l ତେବେ ସୌଭାଗ୍ୟ ବଶତଃ ଡ୍ରାଇଭର ଜଣଙ୍କ ବର୍ତ୍ତି ଯାଇଛନ୍ତି l ସୂଚନା ଯୋଗ୍ୟ ଯେ, ଦ୍ରୁତ ଗତିରେ ଟ୍ରାକ୍ଟର ଚାଳକ ଗାଡି ଚଳାଉଥିବାରୁ…

୧୨୬ ଜଣ ଛାତ୍ରଛାତ୍ରୀ ଦେଲେ ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା

ବୁଗୁଡ଼ା (୧୪/୦୯) : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଆଜି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧୂକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୧୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଉକ୍ତ କେନ୍ଦ୍ରର…

୧୪ ଦିନ ପରେ ମଧ୍ୟ ନ୍ୟାୟ ନ ପାଇ ଏସ୍‌ପିଙ୍କୁ ଭେଟିଲେ ଝିଅର ବାପାମାଆ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତୁଡୁକିବାଡି ଗ୍ରାମର ରୀନା ନାୟକ ସ୍ୱାମୀ ନିତ୍ୟାନନ୍ଦ ନାୟକଙ୍କ ଝିଅ ସ୍କୁଲ ଓ ଟିଉସନରୁ ଘରକୁ ଯିବା ଆସିବା ବେଳେ କମେଣ୍ଡ ମାରୁଛିନ୍ତି ଓ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରୁଛନ୍ତି ବୋଲି ଝିଅର ବାପା ମା ପୁଅ ଘରକୁ ଯାଇ କହିବାରୁ…

ସ୍ବରାଗିଣୀ ଅନୁଷ୍ଠାନର ଖୁଦୁରୁକୁଣୀ ମେଲଣ ୨୦୨୨ ସଂପନ୍ନ

ରାଉରକେଲା : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସ୍ବରାଗିଣୀ ତରଫରୁ ମା ଖୁଦୁରୁକୁଣୀ ମେଲଣ୨୦୨୨ ସେକ୍ଟର ୨୦ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ବରାଗିଣୀ ର ସଭାପତି ସ୍ବର୍ଣ୍ଣପ୍ରଭା ପଲେଇ ଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ପୁଷ୍ପଲତା…

ଫେଲ ମାରିଛି ମୋ ସରକାରଙ୍କ (5 T) ସ୍କୁଲର ମଧ୍ୟାହ୍ନ ଭୋଜନ…!

ପିଲାମାନେ ଖାଉଛନ୍ତି ପକୋଡା, ପୋକ ସାଲୁ ବାଲୁ ଚାଉଳ ଉମରକୋଟ : ଉମରକୋଟ ବ୍ଲକ, ନବରଙ୍ଗପୁର ଜିଲ୍ଲା, ଅଧିନେସ୍ତ U V No 6 ମୁର୍ତ୍ତୁମା ଗ୍ରାମରେ ଆଜି 5T ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା, ଯେଉଁଥିରେ ମୋ ସରକାରଙ୍କ 5T ସ୍କୁଲର ମଧ୍ୟାନ୍ନ ଭୋଜନ ଯୋଜନା ଫେଲ ମାରିଛି…

ସ୍ବଚ୍ଛତାର ଅମୃତ ମହୋତ୍ସବରେ ‘ରାଉରକେଲା ବୁଲ୍’

ରାଉରକେଲା :,(ବସନ୍ତ କୁମାର ଜେନା); ସ୍ବଚ୍ଛତାର ଅମୃତ ମହୋତ୍ସବ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ଯାଏଁ ସମଗ୍ର ଦେଶବ୍ୟାପୀ ଇଣ୍ଡିଆନ୍ ସ୍ବଚ୍ଛତା ଲିଗ୍ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଦେଶର ପ୍ରାୟ ୧୮୦୦ ସହର ଭାଗ ନେବେ। ଯାହା ମଧ୍ୟରେ ରାଉରକେଲା ସହର ମଧ୍ୟ…

୪୫ ଜଣଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ଝରୀଗାଁ : ଝରୀଗାଁ ପଂଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହରେ ବ୍ଲକସ୍ତରିୟ ଯୁଗ୍ମଜଣ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ 45 ଜଣଙ୍କ ଅଭିଯୋଗ ଜିଲ୍ଳାପାଳ Dr କମଳ ଲୋଚନ ମିଶ୍ର ଶୁଣିଥିଲି | ଅଭିଯୋଗ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗର…

ଆର୍ଡିଏ ଦୋକାନୀଙ୍କ ସହ ଆରଡିଏ ସମ୍ପାଦକଙ୍କ ବୈଠକ

ରାଉରକେଲା : ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଦ୍ବାରା ଆବଣ୍ଟିତ ଦୋକାନ ମାଲିକଙ୍କ ସହ ଆରଡିଏ ସମ୍ପାଦକ ଡ. ଶୁଭଙ୍କର ମହାପାତ୍ରଙ୍କ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାନପୋଷ ସ୍ଥିତ ସଭାଗୃହରେ ଏହି ବୈଠକରେ ବ୍ୟବସାୟୀଙ୍କ ବିଭିନ୍ନ ଦାବି…

ବିପଦ ସଂକୁଳ ଭାବେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

ଦାରିଙ୍ଗବାଡ଼ି(୧୩/୯) : ଉପାନ୍ତ ଅଂଚଳରେ ରାସ୍ତା ନଥିବା ହେତୁ ନାଳ,ନଦୀ ଉପରେ କୋମଳମତି ସ୍କୁଲ ଛାତ୍ରଛାତ୍ରୀ ମାନେ ବିପଦ ସଂକୁଳ ଅବସ୍ଥାରେ ପାହାଡିଆ କାଦୁଆ ରାସ୍ତା ଦେଇ ନାଳ ପାର ହୋଇ ସ୍କୁଲ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । କିରୀକୁଟି ପଞ୍ଚାୟତ ଅନ୍ତର୍ଗତ ଡେବାକାଡ଼ାଓ…