Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଲକାନଗିରିରେ ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ : ଅଟୋରିକ୍ସାରୁ ୧୫୫ଟି ଫ୍ଲାପ୍-ସେଲ୍ଡ କଇଁଛ ଜବତ, ଅଭିଯୁକ୍ତ ଫେରାର
ମାଲକାନଗିରି, ୨/୯: ବନ୍ୟଜନ୍ତୁ ସୁରକ୍ଷା ଦିଗରେ ମାଲକାନଗିରି ବନ ବିଭାଗ ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶ୍ୱସନୀୟ ସୂଚନା ଆଧାରରେ ମାଲକାନଗିରି ରେଞ୍ଜ୍ର କର୍ମଚାରୀମାନେ ମାଲକାନଗିରି-୧ ବିଟ୍ ଅଧୀନ ତାମସା ଗାଁ ନିକଟରେ ଚଢ଼ଉ କରିଥିଲେ।
ଏହି ସମୟରେ ଏକ!-->!-->!-->…
ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ଚାଲିଛି କି ଏକଛତ୍ରବାଦ
ନୟାଗଡ଼: ନୟାଗଡ଼ ଜିଲ୍ଲା ଲାଠିପଡ଼ା ସ୍ଥିତ ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ଦୁର୍ନୀତି ଅଭିଯୋଗରେ ତନାଘନା ଆରମ୍ଭ ହୋଇଛି ।କଲେଜରେ ଚାଲିଥିବା ଏକଛତ୍ରବାଦ ନୀତିକୁ ନେଇ ରାଜ୍ୟପାଳଙ୍କୁ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ ରଞ୍ଜନ ଶତପଥୀଙ୍କ ବିରୋଧରେ!-->…
ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ₹୫୦ ହଜାର ଜରିମାନା
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଏକ ବହୁଚର୍ଚ୍ଚିତ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ମାନ୍ୟବର ଏଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା FTSC (POCSO) କୋର୍ଟ,!-->!-->!-->…
ଚାନ୍ଦିପୋଷ, ସେକ୍ଟର-୭ ଓ ଗୁରୁଣ୍ଡିଆ ଥାନା ପକ୍ଷରୁ ‘ଆମ ପୋଲିସ ସମିତି’ ବୈଠକ ଏବଂ ସାଇବର ସଚେତନତା…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସ ଜିଲ୍ଲା ଅଧୀନସ୍ଥ ଚାନ୍ଦିପୋଷ, ସେକ୍ଟର-୭ ଏବଂ ଗୁରୁଣ୍ଡିଆ ଥାନା ପକ୍ଷରୁ ପୃଥକ ଭାବେ ‘ଆମ ପୋଲିସ ସମିତି’ ବୈଠକ ତଥା ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସୁଦୃଢ଼!-->!-->!-->…
ଜାତୀୟ ସଙ୍ଗୀତ କଳାକେନ୍ଦ୍ର ତରଫରୁ ଶୋକସଭା
ବ୍ରହ୍ମପୁର : ରାଜ୍ୟର ଅତି ପ୍ରାଚୀନ ଓ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ତରଫରୁ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ନିର୍ଭିକ ସାମ୍ବାଦିକ ନବକିଶୋର ମହାପାତ୍ର ଓରଫ୍ ମୁନା ଭାଇଙ୍କ ଅକାଳ ବିୟୋଗ ନେଇ ଏକ ଶୋକସଭା ବ୍ରହ୍ମପୁର, ପ୍ରେମ ନଗର ମୂଖ୍ୟ ସଡ଼କ ସ୍ଥିତ!-->…
ଶିଶୁ ଯତ୍ନ ଓ ପରିବାରରୁ ବିଚ୍ଛିନ୍ନତା ନିବାରଣ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ
କୋରାପୁଟ : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ୍ (UNICEF)ର ମିଳିତ ଆନୁକୂଲ୍ୟରେ କୋରାପୁଟସ୍ଥିତ ସଦ୍ଭାବନା ଗୃହଠାରେ 'ଶିଶୁ ଯତ୍ନ ଓ ପରିବାରରୁ ବିଚ୍ଛିନ୍ନତା ନିବାରଣ' ଶୀର୍ଷକ ଏକ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ!-->!-->!-->!-->!-->…
ରାଏବଗା ଥାନା ପକ୍ଷରୁ ‘ଆମ ପୋଲିସ ସମିତି’ ବୈଠକ ଓ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ପରିସରରେ ‘ଆମ ପୋଲିସ ସମିତି’ ବୈଠକ ସହିତ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଏବଂ ଅଞ୍ଚଳରେ ଶାନ୍ତି-ଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ!-->!-->!-->…
ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ
ବ୍ରହ୍ମପୁର : ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଚର୍ଚ୍ଚିତ ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ କୁମାର ପଣ୍ଡାଙ୍କୁ ସୋମବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୧୦ ମାସରୁ ଅଧିକ ସମୟ ଜେଲ୍ରେ ରହିବା!-->…
ଏମ୍କେସିଜିର ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଦାବିରେ ଧାରଣା
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ସରକାରୀ ଚିକିତ୍ସାନୁଷ୍ଠାନ ଏମ୍କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ରୋଗୀସେବାର ଉନ୍ନତି ଏବଂ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଦାବି କରି ମାନବ!-->!-->!-->…
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
୧୯୪ଲିଖିତ ଅଭିଯୋଗରୁ ତୁରନ୍ତ ୧୦୬ ସମାଧାନ।
ନୟାଗଡ଼ ,୩୧/,୦୮(ନିସର୍ତ୍ତ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ସୋମବାର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି l!-->!-->!-->!-->!-->…