Browsing Category

ଆଞ୍ଚଳିକ

ଇକୋରିଟ୍ରିଟ ପ୍ରସ୍ତାବିତ ଜମିକୁ ଗ୍ରାମବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି (୯/୯) : ଇକୋ ରିଟ୍ରିଟ ପ୍ରସ୍ତାବିତ ଜମିକୁ ନେଇ ଦାରିଙ୍ଗବାଡ଼ି ସାରିଙ୍ଗଇର୍ପି ଗ୍ରାମବାସୀଙ୍କ ବିରୋଧ ।ଏହାକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ବାକ ଯୁଦ୍ଧ ହୋଇଥିବା ଦେଖିବାକୁ ମିଳିଛି। ଜୁନ ମାସ ୨୭ ତାରିଖ ଦିନ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିବ…

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ କୁଇ ସମାଜର ଏତଲା

ଦାରିଙ୍ଗବାଡ଼ି (୯/୯) : ଆଦିବାସୀଙ୍କ ବିଷୟରେ ଅପମାନ ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀଙ୍କୁ ଗିରଫ ଦାବିରେ ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଏତଲା ଦିଆଯାଇଛି । ଆଦିବାସୀ ଭାରି ଭୟଙ୍କର, ସମାଜ ଓ…

ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବରୁ କାଲିମେଳା ବସ ସେବାର ଶୁଭରମ୍ଭ ଏବଂ ତେରଶହରୁ ଉର୍ଦ୍ଧ ଜନସାଧାରଣଙ୍କୁ ଜଙ୍ଗଲ ଜମି ପଟ୍ଟା…

ଚିତ୍ରକୋଣ୍ଡା (୦୯/୦୯) : ସ୍ୱାଧୀନତାର 75 ବର୍ଷ ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ବହୁ ଦିନର ଦୁଃଖ ପୂରଣ କଲେ ସରକାର l ବିଚ୍ଛିନ୍ନାଞ୍ଚଳର ନଅ ଗୋଟି ପଞ୍ଚାୟତ ଯଥା ବଡ଼ପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି,…

ନିଖିଳ ଉତ୍କଳ ବାରିକ ସମିତି ବେଜ(ଭଣ୍ଡାରୀ)ମାନଙ୍କ ଦୁଇଦିନିଆ ମହାସଭା

ଚିକିଟି : ଚିକିଟି ପେଣ୍ଠ ସ୍ଥିତ ଅନ୍ନପୂର୍ଣ୍ଣା ଧର୍ମଶାଳା ରେ ନିଖିଳ ଉତ୍କଳ ବାରିକ ସମିତି ବେଜ (ଭଣ୍ଡାରୀ) ମାନଙ୍କ ଦୁଇଦିନିଆ ମହାସଭା ତା-୦୮ ଓ ୦୯.୦୯.୨୦୨୨ରିଖ ରେ ଅନୁଷ୍ଠିତ ହୋଇଯାଇଛି l ଏହି ମହାସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସମ୍ପାଦକ ଶ୍ରୀ କମ୍ବୁପାଣି ପରିଛା ଯୋଗ ଦେଇ ସମାଜର…

ଡି. ଏ. ଭି.(ସ୍ଵୟଂ ଶାସିତ) ମହାବିଦ୍ୟାଳୟର ପଞ୍ଚାବନ ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗୀର(୦୯/୦୯) : ଟିଟିଲାଗଡ଼ ସ୍ଥିତ ଡି. ଏ. ଭି.(ସ୍ଵୟଂ ଶାସିତ) ମହାବିଦ୍ୟାଳୟର ପଞ୍ଚାବନ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି | ୧୯୬୮ ମସିହା ସେପ୍ଟେମ୍ବର ମାସ ୯ ତାରିଖ ରେ ତତ୍କାଳୀନ ଓଡ଼ିଶା ରାଜ୍ୟ ପାଳ ଶ୍ରୀ ଅଯୋଧ୍ୟା ନାଥ ଖୋସଲା ଙ୍କ ଉଦ୍ୟମ ଦ୍ଵାରା ଏହି ମହା…

ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ

ମାଲକାନଗିରି (୦୯/୦୯) : ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟରେ ଓଡ଼ିଶା ଷ୍ଟାର୍ଟ ଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଚାର ଅଭିଯାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚଳିତ ବର୍ଷ ୨୬ ଅଗଷ୍ଟରେ ଶୁଭାରମ୍ଭ କରିଥିଲେ ।…

ବରିଷ୍ଠ ନାଗରିକଙ୍କ ପାଈଁ ଖୋଲିଲା ସ୍ୱତନ୍ତ୍ର ଚିକିତ୍ସା କୋଠରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସରରେ ଓପିଡ଼ି-୨ କୋଠରୀ ନଂ୫ ମଧ୍ୟରେ , ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର କୋଠରୀ ଚିକିତ୍ସା ପାଇଁ ଖୋଲା ଯାଇଛି । ଡାକ୍ତର ସୁଶ୍ରୀତ କୁମାର ସାହୁଙ୍କୁ ବରିଷ୍ଠ ନାଗରିକ…

ରୋଟାରୀ କ୍ଳବ ଫୁଲବାଣୀ ପକ୍ଷରୁ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳିତ…

ଫୁଲବାଣୀ:-ସେପ୍ଟେମ୍ବର ୮କୁ ବିଶ୍ୱ ସ୍ୱାକ୍ଷରତା ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ ହେଉଥିବା ବେଳେ ରୋଟାରୀ କ୍ଳବ ଫୁଲବାଣୀ ପକ୍ଷରୁ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ସଦର ମହକୁମାର ୧ନଂ ୱାର୍ଡ,୧୧ନଂ ୱାର୍ଡ ଓ ୧୨ନଂ ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ର…

ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା କର୍ମଶାଳା

ଦାରିଙ୍ଗବାଡ଼ି (୮/୯) :.ଦାରିଙ୍ଗବାଡ଼ି ବ୍ଲକ ସ୍ତରିୟ ବିପର୍ଯ୍ୟୟ ମୁକାବିଲା କର୍ମଶାଳା ସମିତି ସଭାଗୃହରେ ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଓଙ୍କ ସହିତ ସହକାରୀ ଜିଲ୍ଲାପାଳ ପ୍ରଦ୍ୟୁମ୍ନ ମଣ୍ଡଳ , ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂଯୋଜକ ସରୋଜ…

ଚାଷୀଙ୍କୁ ମିଳୁନି ଆବଶ୍ୟକ ୟୁରିଆ ସାର, ସାର ଗାଡ଼ି ଆସିଲେ ଦୁଇଗୁଣ ଦାମ୍ ରେ କରାଯାଉଛି କଳାବଜାରୀ

ହିଞ୍ଜିଳିକାଟୁ (୮।୯) : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ ଗ୍ରାମ ପଞ୍ଚାୟତ ରେ ଥିବା ସମବାୟ ସମିତି ରେ ଚାଷୀଙ୍କ ମଧ୍ୟରେ ସାର ପାଇଁ ଚାଲିଛି ଲଢ଼େଇ । ଆବଶ୍ୟକ ସାର ସରକାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ 275 ଟଙ୍କା ବଦଳରେ ବସ୍ତା ପିଛା 500 ରୁ 600 ଟଙ୍କା ଦେଇ କଳାବଜାରୀ ପାଖରୁ…