Browsing Category

ଆଞ୍ଚଳିକ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର (୦୪/୦୯) : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ମିଶ୍ର…

ଡିଏଭି ମହାବିଦ୍ୟାଳୟ ଓ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ ମଧ୍ୟରେ ବୈଷୟିକ ଶିକ୍ଷାର ବିନିମୟ ପାଇଁ ବୁଝାମଣା ପତ୍ର…

ବଲାଙ୍ଗିର (୦୪/୦୯) : ଡିଏଭି (ସ୍ଵଂୟଶାସିତ) ମହାବିଦ୍ୟାଳୟ, ଟିଟିଲାଗଡ଼ ଏବଂ ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟ, ବଲାଙ୍ଗିର ମଧ୍ୟରେ ଉଚ୍ଚ ଶିକ୍ଷାର ଆଦାନ ପ୍ରଦାନ ତଥା ବୈଷୟିକ ଶିକ୍ଷାର ବିନିମୟ ପାଇଁ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି । ଡିିଏଭି (ସ୍ଵୟଂ ଶାସିତ)…

ବଜରଙ୍ଗ ଅଟୋ ୟୁନିୟନର ସଭାପତିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଏକାଠି ହେଲେ ୧୦୦ରୁ ଉର୍ଦ୍ଧ ଅଟୋଚାଳକ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଅଟୋ ରହିଥିବା ବେଳେ ପ୍ରାୟ ୨୦ବର୍ଷ ରୁ ଉର୍ଦ୍ଧ ହେବ ମାଲକାନଗିରି ଠାରେ ଜୟ ବଜରଙ୍ଗ ନାମରେ ଏକ ଅଟୋ ୟୁନିୟନ ଗଠନ କରାଯାଇ ଥିଲା । ଏହି ୟୁନିୟନରେ ନିୟମିତ ସଭ୍ୟ ଙ୍କୁ ନେଇ ମାସିକ ବୈଠକ ଏବଂ ସଭ୍ୟଚାନ୍ଦା ସଂଗ୍ରହ…

ଅସହାୟ ଙ୍କୁ ସାହା ହେଲା ପ୍ରଶାସନ, ପ୍ରେସକ୍ଳବ ହିଞ୍ଜିଳିକାଟୁ କୁ ଦେଲେ ଧନ୍ୟବାଦ

ହିଞ୍ଜିଳିକାଟୁ (୪।୯) : ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିଷରରେ ଜୈନିକ ଵୂଦ୍ଧା ମୁର୍ମୁଷ ଅଵସ୍ତାରେ ପଡି ରହିଥିଲେ । ଏ ନେଇ ସୋସିଆଲ ମିଡିଆରେ ଭାଇରଲ ହୋଇ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଚିକିତ୍ସା ନିମନ୍ତେ ସୋସିଆଲ ମିଡିଆରେ ଦାଵି ହୋଇଥିଲା ।ଭାଇରାଲ ପରେ ହିଞ୍ଜିଳି ପୋଲିସ ତତ୍ପର ଦେଖାଇ…

ଜୁଆ ଆଡ୍ଡା ଉପରେ ଚଢାଉ : ୧୬ ଗିରଫ, ୧ ଲକ୍ଷ ୫୩ ହଜାରରୁ ଟଙ୍କା ସହ ୧୮ ମୋବାଇଲ ଜବତ

ହିଞ୍ଜିଳିକାଟୁ (୪।୨୨) : ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳି ଵ୍ଳକ ସାରୁ ଗ୍ରାମପଚାଁୟତର ମାଛ ଵନ୍ଧ ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶନିବାର ମଧ୍ୟ ରାତ୍ରି ରେ ଚଢ଼ାଉ ହୋଇଛି। ହିଞ୍ଜିଳି ଥାନା ପକ୍ଷରୁ ହୋଇଥିବା ଏହି ଅତର୍କିତ ଚଢାଉରେ ୧୬ ଜଣ ଜୁଆଡିଆଙ୍କୁ ଗିରଫ କରାଯାଇଛି। ଏଥିସହ…

ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଢେଙ୍କାନାଳରେ ଧୂମ୍ରହୀନ ତମାଖୁ ବନ୍ଦ ଆଲୋଚନା ଚକ୍ର

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବାଇସିଙ୍ଗା ଗ୍ରାମ ପଞ୍ଚାୟତର କଳା ପଥର ପଡ଼ିଆ ଠାରେ ମହିଳା ମାନଙ୍କ ମଧ୍ୟରେ ଧୂମ୍ରହୀନ ତମାଖୁ କିଭଳି ବନ୍ଦ କରାଯାଇ ପାରିବ ସେ ନେଇ ପ୍ରାୟ ଦୁଇ ଶହ ମହିଳା ସମେତ ଅନେକ ବରିଷ୍ଠ ଗ୍ରାମବାସୀ ମାନଙ୍କ ସହ ଆଲୋଚନା ଚକ୍ର ଏବଂ ଏମସ…

ଆରପିଏଫର ସହାୟତାରେ ନିଜର ହଜିଯାଇଥିବା ବ୍ୟାଗ ଫେରିପାଇଲେ ପୃଥ୍ବୀରାଜ ସାହୁ

ଭୁବନେଶ୍ୱର : ଆରପିଏଫର ସଜାଗ ଦାୟିତ୍ବ ନିର୍ବହନ ଲାଗି ମୂଲ୍ୟବାନ ଜିନିଷପତ୍ର ଥିବା ନିଜର ବ୍ୟାଗ ଫେରିପାଇଛନ୍ତି ବିଜେଡ଼ିର ରାଜ୍ୟସମ୍ପାଦକ ପୃଥ୍ବୀରାଜ ସାହୁ | ସୂଚନାଯୋଗ୍ୟ ପୃଥ୍ବୀରାଜ ମୁମ୍ବାଇ ଲୋକମାନ ତିଲକ ଏକ୍ସପ୍ରେସକୁ ମୁନିଗୁଡା ଷ୍ଟେସନ ରେ ଅପେକ୍ଷା କରିଥିଲେ | କୌଣସି କାରଣ ବସତ…

କୋଳଛୁଆକୁ ତଳେ ‌ଥୋଇ ଦୁଇ ଅଚିହ୍ନା ଲୋକଙ୍କୁ ବଞ୍ଚାଇବା ପାଇଁ ବଢ଼ିପାଣିକୁ ଡେଇଁ ପଡ଼ିଲେ ମାଆ

ଭୋପାଳ: ୮ ମାସର କୋଳଛୁଆକୁ ତଳେ ଥୋଇ ଗୁରୁବାର ସନ୍ଧ୍ୟା ବେଳେ ମଧ୍ୟପ୍ରଦେଶର ଭୋପାଳରେ ବଢ଼ିପାଣିରେ ଉଛୁଳି ଉଠିଥିବା ଗୋଟାଏ ନାଳରେ ଭାସିଯାଉଥିବା ୨ଜଣ ଅପରିଚିତ ବ୍ୟକ୍ତିଙ୍କୁ ରକ୍ଷା କରିବା ଲାଗି ଜଣେ ୩୨ ବର୍ଷୀୟ ମାଆ ପାଣିକୁ ଡେଇଁପଡ଼ିଥିଲେ। କିନ୍ତୁ, ପ୍ରଖର ସ୍ରୋତରେ ପହଁରି ଜଣେ…

ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀଙ୍କ ବିଭିନ୍ନ ମହାବିଦ୍ୟାଳୟକୁ ଗସ୍ତ

ରାଉରକେଲା : ପ୍ରବାଦପୁରୁଷ ସ୍ୱର୍ଗୀୟ ବିଜୁ ବାବୁଙ୍କ ସେକ୍ଟର-୨ ସ୍ଥିତ ପ୍ରତିମାରେ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ତାଙ୍କ ସହିତ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ସହ ଅନେକ ବରିଷ୍ଠ ନେତା ଓ କର୍ମୀ…

କନ୍ଧମାଳ ବିଜୁ ମହିଳା ଜନତା ଦଳର ସଭାନେତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ପ୍ରତି ଥିବା ଆନ୍ତରିକତା ଓ ସୁଚାରୁ ରୂପେ ଦୀର୍ଘ ୫ବର୍ଷ ଦାୟିତ୍ୱ ତୁଲାଇ ଥିବାରୁ ପୁନର୍ବାର ପୁନମ କଁହରଙ୍କୁ କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଭାବେ ଦାୟିତ୍ୱ ପ୍ରଦାନ…