Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ ଅନିମା କଁହର ମନୋନୀତ
ଫୁଲବାଣୀ/ଖଜୁରିପଡ଼ା:- ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଶାରେ ମହିଳା ମାନଙ୍କୁ ରାଜନୀତିରେ ପ୍ରାଧାନ୍ୟ ଦେଇ ଆସିଛନ୍ତି।ତେଣୁ ତାଙ୍କ ଦଳରେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଲୋକସଭା ପର୍ଯ୍ୟନ୍ତ ମହିଳାଙ୍କୁ ଅଗ୍ରାଧିକାର ଦେଇ!-->!-->!-->…
ହିଞ୍ଜିଳିକାଟୁ ପୌରପରିଷଦରେ ତିନିଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ଉଦ୍ଯାପିତ
ହିଞ୍ଜିଳିକାଟୁ ୩।୯ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଉତ୍ସବ ପାଳନ ଅବସରରେ ଆଜାଦି କି ଅମୃତ ମହୋତ୍ସବ ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ଆୟୋଜିତ ୩ ଦିନ ବ୍ୟାପି କାର୍ଯ୍ୟକ୍ରମ ଶୁକ୍ରୁବାର ଉଦଯାପିତ ହୋଇଯାଇଛି। ଶୁକ୍ରବାର ମହୋତ୍ସବର ଅନ୍ତିମ ଦିବସ ମହାଆଡମ୍ବରରେ ସହକାରେ ପାଳନ କରାଯାଇଛି।!-->…
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଅହିଂସା ରଥ’କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ସ୍ୱାଧୀନତା ସଂଗ୍ରାମ ଓ ଗାନ୍ଧିଜୀଙ୍କ ଅହିଂସା ନୀତି ଉପରେ ଜନସାଧାରଣଙ୍କୁ ସଚେତନ କରୁଛି ରଥ
ସୁନ୍ଦରଗଡ଼ : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଜନସାଧାରାଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାରା ଓଡ଼ିଶା ପରିକ୍ରମା କରୁଛି ’ଅହିଂସା ରଥ’। ରାଜ୍ୟ!-->!-->!-->!-->!-->…
ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଜଣେଇଲେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ !
ସୁନ୍ଦରଗଡ଼ : ଆଜି ରାଜ୍ୟ ବିଜୁ ଜନତା ଦଳର ଉପସଭାପତି ମଙ୍ଗଳା କିଷାନଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ପରାଗ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ପଶ୍ଚିମାଞ୍ଚଳର ମହାନ ଗଣପର୍ବ ନୁଆଁଖାଇର ଶୁଭେଚ୍ଛା ଓ ଶୁଭ କାମନା ଜଣେଇବା!-->!-->!-->…
ବାୟାପଡା ବିଦ୍ୟାଳୟରେ ସ୍ୱତନ୍ତ୍ର ସ୍ୱଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ
ଚିତ୍ରକୋଣ୍ଡା (୦୨/୦୯) : କୁଡୁମୁଲୁଗୁମ୍ମା ନିକଟସ୍ଥ ନାକାମାମୁଡି ଗ୍ରାମ ପଞ୍ଚାୟତ ର ଘାଟି ଅ°ଚଳ ବାୟାପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ସ୍ୱଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ସନ୍ତୋଷିନୀ ମୁଦୁଲି!-->…
ସ୍ୱାଭିମାନ ଅଞ୍ଚଳବାସୀଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ଚିତ୍ରକୋଣ୍ଡା(୦୨/୦୯) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳବାସି ଜଣେ ଦକ୍ଷ କର୍ତ୍ତବ୍ୟନିଷ୍ଠ ସରକାରୀ କର୍ମଚାରୀ ଆରଡ଼ି ବିଭାଗର ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ଓରଫ ସାଇ ଜେଇ ନାମରେ ସର୍ବ ମୁଖରେ ପରିଚିତ ଙ୍କ ନିମନ୍ତେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା କରାଯାଇଛି l!-->…
ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟଠାରେ ବି.ଏସ.ଏଫ ପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଓ କୌଶଳ ପ୍ରଦର୍ଶନ
ମାଲକାନଗିରି (୨।୯): ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ବି.ଏସ.ଏଫ ୨ୟ ବାଟାଲିୟନ ପକ୍ଷରୁ ଆଜି ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଓ କୌଶଳ ପ୍ରଦର୍ଶନ କରାଯାଇଛି । ଏଥିରେ ବି.ଏସ.ଏଫ ଡି.ଆଇ.ଜି ଶୈଳେନ୍ଦ୍ର କୁମାର ସିହ୍ନା, ମାଲକାନଗିରି ଏସ.ପି ନିତେଶ!-->…
ପାଣିରେ ବୁଡି ଶିଶୁ ମୃତ
ଦାରିଙ୍ଗବାଡ଼ି,୨/୯, ପାଣିରେ ବୁଡି ଜଣେ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଶିଶୁ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମର ନୟନ ପ୍ରଧାନଙ୍କ ପୁଅ ସିପୁନ ପ୍ରଧାନ(୭) । ସୂଚନା ପ୍ରକାରେ,ସିପୁନ ପ୍ରଧାନ ମା ଙ୍କ ସହ ନିଜ ମାମୁଁ ଘର ରାଣୀପାଙ୍ଗା ଗ୍ରାମକୁ ବୁଲିଯାଇଥିବା!-->…
ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଗୁରୁତ୍ୱପୂର୍ଣ୍ଣ
ଫୁଲବାଣୀ : ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଯୁଗ ଯୁଗରୁ ଗୁରୁତ୍ୱପୂର୍ଣ ରହିଆସିଛି। ଆୟୁର୍ବେଦ ଚିକିତ୍ସା ଜଡିବୁଟି ଦ୍ଵାରା ଦୁରାରୋଗ ମଧ୍ୟ ଆରୋଗ୍ୟ ଲାଭ ହୋଇ ପାରୁଛି। ପ୍ରାୟ ଏହି ଔଷଧ ସେବନରେ ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ପ୍ରାରମ୍ଭରେ ଗ୍ରାମାଞ୍ଚଳରେ ଆୟୁର୍ବେଦ ଚିକିତ୍ସାର!-->…
ଚୋର ଭାବି ୨ ଗେରୁଆ ବସ୍ତ୍ର ପିନ୍ଧିଥିବା ଯୁବକଙ୍କୁ ନିସ୍ତୁକ ମାଡ଼
ହିଞ୍ଜିଳିକାଟୁ (୨ /୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଗେରୁଆ ବସ୍ତ୍ର ପରିଧାନ କରିଥିବା ଦୁଇ ଯୁବକ ଏକ ବାଇକ ଉପରେ ବସିଥିବା ବେଳେ ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଲେ ଓ ପରେ!-->…