Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନଗର ସ୍ୱାସ୍ଥ୍ୟ ଅଭିଯାନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ
ଛତ୍ରପୁର (୨୩/୦୮) : ନଗର ସ୍ୱାସ୍ଥ୍ୟ ମିଶନ୍ ର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯୀଇଛି । ବୈଠକରେ ବହିଃ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କ ସଂଖ୍ୟା, ବହିଃ!-->…
ଶିଶୁ ସୁରକ୍ଷା ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା
ଛତ୍ରପୁର (୨୩/୦୮) : ନିଜ ସନ୍ତାନ ମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ସକାଶେ ପିତା ମାତାଙ୍କ ମଧ୍ୟରେ ସୁସମ୍ପର୍କ ଅପରିହାର୍ଯ୍ୟ । ଏଥି ସକାଶେ ପିତାମାତାଙ୍କ ମାନସିକତାର ପରିବର୍ତ୍ତନ ନିହାତି ଆବଶ୍ୟକ । ସନ୍ତାନ ମାନଙ୍କ ଭବିଷ୍ୟତ ଉଜ୍ଜଳମୟ ନିମନ୍ତେ ସମାଜରେ ଉତ୍ତମ ବାତାବରଣର ଆବଶ୍ୟକତା!-->…
ପୁଣି ସଭାପତି ପଦ ହାତେଇଲେ ବିଷ୍ଣୁ ମଲ୍ଲିକ ଓ ସୁନିଲ ସେଠୀ
ଫୁଲବାଣୀ (୨୩ /୦୮) : କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଛାତ୍ରନେତା ସୁନୀଲ ସେଠୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି । ରାଜ୍ୟ ଛାତ୍ର ବିଜୁ ଜନତା ଦଳ ସଭାପତି ସୁପାରିଶ ସାଙ୍ଗକୁ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ!-->…
ବିଏଚପି ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରଦ୍ଧାଞ୍ଜଳି ସଭା
ଫୁଲବାଣୀ -(୨୩/୦୮) : ମଙ୍ଗଳବାର ଫୁଲବାଣୀ ସଭାଗୃହ ଠାରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ତଥା ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ୱତୀଙ୍କ ଚଉଦ ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ସକାଳେ ଏକ ବାଇକ ରାଲି ଅନୂଷ୍ଠିତ ହୋଇଥିଲା l ଏହି ଅବସରରେ ଆୟୋଜିତ ସଭାରେ!-->…
ଅହିଂସା ରଥକୁ ଭଵ୍ୟ ସମ୍ବର୍ଦ୍ଧନା
ଫୁଲବାଣୀ : ଅହିଂସା ରଥକୁ ପୂର୍ବାହ୍ନ ୧୦ଟା ବେଳେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବାଣୀଗୋଛା ଠାରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଠାରୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଗ୍ରହଣ କଲା। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଠାରେ ରଥକୁ କନ୍ଧମାଳ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା!-->…
ବ୍ରହ୍ମପୁରର ବିଭିନ୍ନ ସମସ୍ୟାକୁ ନେଇ ବିଏମସିକୁ ଘେରିଲା ବିଜେପି
ବ୍ରହ୍ମପୁର : ଅବ୍ୟବସ୍ଥା ଭିତରେ ଘେରି ହୋଇ ରହିଥିବା ବ୍ରହ୍ମପୁର ମହାନଗରର ବିକାଶ ମୋ'ର ଦାୟୀତ୍ୱ କହୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କଥା ଏଠାରେ ଫେଲ୍ ମାରିଛି । ଏହି ସହରର ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ଦିଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ । ବିଡ଼ମ୍ୱନାର ବିଷୟ ଆଜି!-->…
ଜାତୀୟ ଓପେନ କରାଟେ ପ୍ରତିଯୋଗିତାରେ ବଡ଼ ସଫଳତା
ମାଲକାନଗିରି : ଆନ୍ଧ୍ରପ୍ରଦେଶର ବିଶଖାପାଟନମର ରାଜୀବ ଗାନ୍ଧୀ ଇନଣ୍ଡୋର ଷ୍ଟାଡିୟମରେ ଶେଷ ହୋଇଥିବା ଜାତୀୟ କରାଟେ ଚାମ୍ପିଅନସିପ 2022ରେ ଚମକିଲେ ଓଡିଶା ଛତିଶଗଡ ଟିମ l ଓଡିଶା କେନିୟୁ ରିୟୁର ମୁଖ୍ୟ ପ୍ରଶିକ୍ଷକ ସିହାନ ଭିକି ସାର ଓ ଛତିଶଗଡ କେନିୟୁ ରିୟୁର ମୁଖ୍ୟ ପ୍ରଶିକ୍ଷକ ବସନ୍ତ କୁମାର!-->…
କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ:- ଆଜି କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଫୁଲବାଣୀ ପୌରପରିସଦର ୯ ନମ୍ବର ୱାର୍ଡର କେ ବି ହିଷ୍ଟି କଲେଜ କ୍ୟାମ୍ପସ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଭିନ୍ନ କିସମର ୨୫ଟି ଵୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା!-->…
ସାଂସଦ ଏବଂ ବିଧାୟକଙ୍କ ମାରାଥନ ଗସ୍ତ : ଉର୍ଣ୍ଣୟନ ମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ…
ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଭାଲୁକୋନାଡି ପଞ୍ଚାୟତ କସ୍ତୁରିଆପଡ଼ା ଠାରେ ବୁଢ଼ାରାଜା ମନ୍ଦିର ଓ କଲ୍ୟାଣ ମଣ୍ଡପ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ,ଚକଲାପଦର ଠାରେ ହଷ୍ଟେଲ ଛାତ୍ରାବାସ ଉଦଘାଟନ, ଚନ୍ଦନଧାରା ଠାରେ କଲ୍ୟାଣ ମଣ୍ଡପ,ବରପାଣି ଠାରେ ଠାକୁରାଣୀ!-->…
୧୩ଫୁଟର ଅଜଗର ଉଦ୍ଧାର
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଷ୍ଟାଫ କୁୱାଟର ପଛ ପଟୁ ଗଲାକାଲି ବିଳମ୍ବିତ ରାତି ଦଶ ଘଟିକା ସମୟରେ ଏକ ବିରାଟ ସାପ ଘର ପଛ ପଟୁ ଘର ଭିତରକୁ ଆସିବାକୁ ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ କର୍ମଚାରୀ । ରହୁଥିବା ସ୍ୱାସ୍ଥ୍ୟ କର୍ମଚାରୀ!-->!-->!-->…