Browsing Category

ଆଞ୍ଚଳିକ

ଗାଡିରୁ ଡିଜେଲ ଏବଂ ବେଟାରୀ ଚୋରି ଅଭିଯୋଗରେ ତିନି ଜଣକୁ କାବୁକଲା ପୁଲିସ୍

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ହାଟ ନିକଟରୁ ଗୋଟିଏ ଗାଡିରୁ ଡିଜେଲ ଏବଂ ବେଟାରୀ ଚୋରି ଅଭିଯୋଗରେ ତିନି ଜଣକୁ କାବୁ କରିବାରେ ସଫଳ ହେଇଛ ପୁଲିସ୍ l ସେମାନେ ହେଲେ ଗଳନ୍ଥରା ଗ୍ରାମ ର ହରିପୁର ଅଞ୍ଚଳ ର ଡି ଶ୍ୟାମ ସୁନ୍ଦର , ଡି ଗୋପି ଏବଂ ଆର ବାସୁ l ସୂଚନା ପ୍ରକାରେ ,…

ବ୍ୟାଡମିଣ୍ଟନରେ ଚମ୍ପିଆନ ହେଲେ ଅବିନାଶ

ହିଞ୍ଜିଳିକାଟୁ (୨୦/୮) : ତିନିଦିନ ଧରି ବ୍ରହ୍ମପୁର ରେ ଚାଲିଥିବା ବେଡ଼ମିଣ୍ଟନ ଚମ୍ପିୟାନସିପ ୨୦୨୨ ରେ ହିଞ୍ଜିଳିକାଟୁ ଇନଡ଼ୋର ଷ୍ଟାଡିୟମର ଖେଳାଳୀ ଗୌରବ ଆଣିଛନ୍ତି ଅବିନାଶ ମୁନୀ । ଅବିନାଶ ହିଞ୍ଜିଳିକାଟୁ ଇନଡ଼ୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ କୋଚିଙ୍ଗ ନେଉଥିଲେ। ବାଳକ ଦଳରେ ୧୭ ବର୍ଷ…

ସଦଭାବନା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ପୋଲିସ ହାଇସ୍କୁଲ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସଦଭାବନା ଦିବସ (ରାଜୀବ ଗାନ୍ଧୀ )ଦିବସ ପାଳିତ ହୋଇ ଯାଇଅଛି ।ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବୀ…

ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବେହାଲ

ଦାରିଙ୍ଗବାଡ଼ି (୨୦/୮) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ସୁଦ୍ଧା ୫୩ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ତିଲୋରୀ ପଞ୍ଚାୟତ ସାମନବାଡ଼ି ନିକଟ…

ଜିଲ୍ଲାପାଳଙ୍କ କାର୍ଯାଳୟରେ ସଦଭାବନା ଦିବସ ପାଳିତ

ନବରଙ୍ଗପୁର (୨୦/୦୮) : ନବରଙ୍ଗପୁର ଜିଳ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ ଅବସରରେ ଶପଥ ପାଠ ଉଚ୍ଛବ ପାଳନ ହୋଇଯାଇଛି। ଜିଲ୍ଲାପାଳ ଡଃ ମିଶ୍ର, ଜାତି ସମ୍ପ୍ରଦାୟ କ୍ଷେତ୍ର, ଧର୍ମ ଅଥବା ଭାଷା ଭିତ୍ତିକ…

ଲଘୁଚାପ ଜନିତ ବର୍ଷାରେ ଗଦାପୁର ଗ୍ରାମପଞ୍ଚାୟତ ଅଂଚଳର କ୍ଷୟକ୍ଷତି ବୁଲି ଦେଖିଲେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ

ଦାରିଙ୍ଗବାଡ଼ି, ୨୦/୮, (ନିପ୍ର) ଲଘୁଚାପ ଜନିତ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବେହାଲ। କେଉଁଟି ପାହାଡ ଅତଡା ଖସି ରାସ୍ତା ଅବରୋଧ ରହିଛିତ କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି, କେଉଁଠି କେଉଁଠି ଲଗାଣ ବର୍ଷାରେ ରାସ୍ତା ପାର୍ଶ୍ଵ ମାଟି ଅତଡା ଖସି ଗମନା ଗମନରେ ବିପଦ ସଂକୁଳ…

ଲଗାଣ ବର୍ଷାରେ ବେହାଲ ହେଲା ଫୁଲବାଣୀ ସହର : ୫୪ଜଣଙ୍କୁ ସ୍ଥାନାନ୍ତରିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ହେବା ଫଳରେ ମାଦିକୁନ୍ଦା ଛକ ନିକଟସ୍ଥ କୃଷି ବିଭାଗ କଲୋନୀ ଦେଇ ଆସୁଥିବା ନାଳ ପାଣି କଲୋନୀ ପାଚେରୀ ଭାଙ୍ଗିଯିବା ଫଳରେ କଲୋନୀ ପାଚେରୀକୁ ଲାଗି ଥିବା ସମସ୍ତ ଘରେ ପାଣି ପଶିବା ସହ ଅଧିକାଂଶ ଘରର କାନ୍ଥ ଭୁଶୁଡି…

କଲଭର୍ଟ ଧୋଇ ହୋଇଯିବା ଫଳରେ ଗମନାଗମନ ବିଚ୍ଛିନ୍ନ

ଫୁଲବାଣୀ -(୨୦/୦୮) ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ କ୍ଷତିଗ୍ରସ୍ତ ହୋଇଛି l ବିଭିନ ସ୍ଥାନରେ କଲଭର୍ଟ ଆଦି ସମ୍ପୂର୍ଣ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଫିରିଙ୍ଗିଆ ବ୍ଲକ ପଵିଙ୍ଗିଆର ପଵିଙ୍ଗିଆ -ଲାମ ପଦର ରାସ୍ତାର…

ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ହେଲେ କନ୍ଧମାଳର ପର୍ଯ୍ୟବେକ୍ଷକ

ଦାରିଙ୍ଗବାଡ଼ି, ୧୯/୦୮ ରାଜ୍ୟ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କନ୍ଧମାଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ତାଙ୍କ ସହାୟକ ପ୍ରମୋଦ ମାଝୀ ଶ୍ରୀ ମିଶ୍ରଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ଵାଗତ କରିଛନ୍ତି l ତାଙ୍କ…

ସୁନ୍ଦରଗଡ଼ରେ ଶହେ ସିଟ ବିଶିଷ୍ଟ ମେଡିକାଲ କଲେଜ ସ୍ଥାପନ ଅନୁମୋଦନ କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା…

ସୁନ୍ଦରଗଡ଼ -: ସୁନ୍ଦରଗଡରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼ ବିଜୁ ଜନତା ଦଳ ପକ୍ଷରୁ ହାର୍ଦ୍ଧିକ କୃତଜ୍ଞତା କରାଯାଇଥିଲା l ଏ ଅବସରରେ ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋଙ୍କ…