Browsing Category

ଆଞ୍ଚଳିକ

ଗଞ୍ଜାମ, ଗଜପତି ଓ କନ୍ଧମାଲ ଜିଲ୍ଲାର ଗୃହ ଓ ସହର ଉନ୍ନୟନ ବିଭାଗୀୟ କ୍ଲଷ୍ଟରସ୍ତରୀୟ ସମୀକ୍ଷା

ଛତ୍ରପୁର (୧୯/୦୮) : ଛତ୍ରପୁରସ୍ଥିତ ଜିଲ୍ଲା ପରପିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ,ଗଜପତି ଏବଂ କନ୍ଧମାଳ ଜିଲ୍ଲାର ଗୃହ ଓ ନଗର ଉନ୍ନୟନ ବିଭାଗୀୟ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ତରଫରୁ ଆୟୋଜିତ ଏହି ସମୀକ୍ଷା…

ଛତ୍ରପୁର ୟୁରୋ ସ୍କୁଲ ପରିସରରେ ଜନ୍ମାଷ୍ଟମୀ ପାଳିତ

ଛତ୍ରପୁର ୧୯/୮ : ସ୍ଥାନୀୟ ୟୁରୋ ସ୍କୁଲ ପରିସରରେ ପବିତ୍ର ଜନ୍ମାଷ୍ଟମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପିନ୍ସପାଲ ପ୍ରମୋଦ କୁମାର ମିଶ୍ର ଉପସ୍ଥିତ ରହି କୃଷ୍ଣ ବେଶରେ ସୁସଜ୍ଜିତ କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜନ୍ମାଷ୍ଟମୀର ବିଭିନ୍ନ ଗାଥା ଗାନ କରିଥିଲେ…

ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ଛକ ନିକଟସ୍ଥ ଫୁଲବାଣୀ ଫୁଟବଲ୍ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କେକ କାଟିବା ସହ ଜିଲ୍ଲା ସଭାପତି ରାଜେଶ ପାଣିଗ୍ରାହୀଆସନ୍ତା ନଭେମ୍ବର ମାସରେ ଭୁବେନଶ୍ବର ଠାରେ ଫୋଟ…

ଚିକିଟିରେ ଧୁମଧାମରେ ଜନ୍ମାଷ୍ଟମୀ ପାଳିତ

ଚିକିଟି : ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ହିନ୍ଦୁ ମାନଙ୍କ ପାଇଁ ଏହା ଏକ ପବିତ୍ର ଦିନ ଅଟେ।କୋରନା କଟ କଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଏହି ଉତ୍ସବ ଫିକା ପଡିଥିବା ବେଳେ ଚଳିତ ବର୍ଷ କୌଣସି କଟକଣା ନଥିବା ହେତୁ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଈଛି ଏହି ଉତ୍ସବ। ପୁରାଣ ବର୍ଣ୍ଣିତ…

ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ବ୍ରହ୍ମପୁର : ହିଲପାଟଣା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ପୌରୋହିତ୍ୟରେ ୨୦୨୨- ଓ ୨୩ ବର୍ଷର ପୋଷାକ ବିତରଣ ଉତ୍ସବ ଆୟୋଜିତ ହୋଇଥିଲା । ଉକ୍ତ ଉତ୍ସବରେ ସ୍ଥାନୀୟ ୱାର୍ଡ଼ ନଂ ୩୦ ର…

ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରାହକଙ୍କୁ ଠକାମି ମେସେଜ୍ ସମ୍ପର୍କିତ ସତର୍କ ସୂଚନା

ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଉପଦେଶାବଳୀ ଜାରି କରି ସେମାନଙ୍କୁ ଅସାଧୁ ତତ୍ୱମାନଙ୍କ ବିଷୟରେ ସତର୍କ କରାଯାଇଛି । ଗ୍ରାହକଙ୍କ ପୂର୍ବ ମାସର ବିଦ୍ୟୁତ ବିଲ୍…

ଆଇନଜୀବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ର ସଦସ୍ୟ ଶଙ୍କର ମାଝୀ ଙ୍କ ବିୟୋଗରେ ଜିଲ୍ଲା କୋର୍ଟ ପରିସରରେ ଏକା ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ରେ ଚିକିତ୍ସିତ ହେଉଥିବା ବେଳେ…

ହିଞ୍ଜିଳିକାଟୁ : ଗୀତା ମନ୍ଦିରର ନୂତନ କମିଟି ଗଠନ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିରର ସାଧାରଣ ବୈଠକ ଶୁକ୍ରବାର ଘୀତା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ନୂତନ କାର୍ଯ୍ୟ କାରିଣୀ କମିଟି ଗଠନ ହୋଇଥିଲା। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ଙ୍କୁ ସର୍ବ ସମ୍ମତ…

ସୁନ୍ଦରଗଡ଼ ଜିଲ୍ଲାର ପୁର୍ବତନ ଜିଲ୍ଲା ସଭାପତି ସହଦେବଙ୍କ ଅନ୍ତିମ ଯାତ୍ରା…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଜନସଙ୍ଘ ଓ ବିଜେପିର ମୂଳଦୁଆ ସ୍ଥାପନ କରିଥିବା ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସୁନ୍ଦରଗଡ଼ ଜିଲ୍ଲାର ପୁର୍ବତନ ଜିଲ୍ଲା ସଭାପତି ସ୍ବର୍ଗତଃ ସହଦେଵ ଖାଖାଙ୍କ ପାର୍ଥିବ ଶରୀର ଆଜି ସୁନ୍ଦରଗଡ଼ ସ୍ଥିତ ପୁରୁଣା ବିଜେପି…

ଫୁଲବାଣୀ ସହରରେ ପ୍ରବଳ ବର୍ଷା : ଗଛପଡି ଦୋକାନ,କାର ଭାଙ୍ଗିବା ସହ ଘର କାନ୍ଥ ଭୁଶୁଡିଲା…

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ହେବା ଫଳରେ ମାଦିକୁନ୍ଦା ଛକ କୃଷି ବିଭାଗ କଲୋନୀରେ ଥିବା ବିରାଟ ଆମ୍ବଗଛ ଉପୁଡି ପଡିବା ଫଳରେ ନିକଟରେ ଥିବା କେତକ କେବିନ ଭାଙ୍ଗି ରୁଜି ଯାଇଥିବା ବେଳେ ପାଖରେ ଥିବା ଏକ ନୂଆ ନାଲି ରଙ୍ଗର ମାରୁତି କାର…