Browsing Category

ଆଞ୍ଚଳିକ

ସ୍ୱାଧୀନତା ର ୭୫ ବର୍ଷ ପରେବି ତଥାପି ଅବହେଳିତ ଫୁଲଝର ଗ୍ରାମ, ପ୍ରଶାସନର ନିଘା ନାହିଁ…

ନା ଗାଁ କୁ ଅଛି ରାସ୍ତା..? ନାଳପାଣିରେ ପାର ହେଉଛନ୍ତି ଗ୍ରାମବାସୀ ରାଉରକେଲା: ବଣାଇଁ ଉପଖଣ୍ଡର ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ କୁର୍ଡା ପଞ୍ଚାୟତ ଅଧିନସ୍ଥ ଥିବା ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ ଫୁଲଝର ଗ୍ରାମ ଏବେବି ଅବହେଳିତ ଅବସ୍ଥାରେ ପଡି ରହିଛନ୍ତି ଗ୍ରାମବାସୀ ।ଉକ୍ତ…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ତୁମୁଡିବନ୍ଧରେ ଜନ୍ମାଷ୍ଟମୀ ପାଳିତ…

ଫୁଲବାଣୀ:-ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁମୁଡିବନ୍ଧରେ ପବିତ୍ର ଜନ୍ମାଷ୍ଟମୀ ମହା ଜାକଜକମରେ ଓ ପାରମ୍ପରିକ ରୀତିରେ ପାଳିତ ହୋଇ ଯାଇଛି l ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ କୃଷ୍ଣ, ବଳରାମ, ନନ୍ଦରାଜା, ଯଶୋଦା, ଦେବକୀ, ବସୁଦେବ, ରୋହିଣୀ, ରାଧାରାଣୀ, ଗୋପନାରୀ , ବଳରାମ, ଅକ୍ରୁର,…

ଉଦ୍ୟୋଗୀ ଏବଂ କୌଶଳ ବିକାଶ ତାଲିମ ଶିବିର ଅନୁଷ୍ଠିତ…

ମାଲକାନଗିରି :- ଭାରତ ସରକାର ସୂକ୍ଷ୍ମ ଲଘୁ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଓ ଗୁରୁପ୍ରିୟା ଉତ୍ପାଦକ ଗୋଷ୍ଠୀ ପୋଡ଼ଭଟା ମିଳିତ ଆନୁକୂଲ୍ୟରେ ପୋଡ଼ଭଟା ଗ୍ରାମରେ ଉଦ୍ୟୋଗୀ ଓ କୌଶଳ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ. ରଞ୍ଜନ…

ନିରପେକ୍ଷ ତଦନ୍ତ ପାଇଁ ଚିତ୍ରକୋଣ୍ଡା ଏସ ଡି ପି ଓ ଙ୍କ ବଦଳି ଦାବି କଲା କଂଗ୍ରେସ…

ମାଲକାନଗିରି : ମାଲକାନଗିରି ଜିଲ୍ଲା Rsc 13 ଗ୍ରାମରେ ଗତ ଜୁନ ମାସ 7 ତାରିଖ ଦିନ ଏସ ଡି ପି ଓ ଅଂଶୁମାନ ଦୁବେଦୀ ରାତି ଅଧିଆ ଘରେ ପଶି 4 ଜଣ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ କଂଗ୍ରେସ ବିରୋଧ କରିଥିଲା । ଏବଂ ଏହି ଘଟଣାକୁ ନେଇ ଅଂଶୁମାନ ଦୁବେଦୀ ନାମରେ…

ଗଛ ପଡି ଦୀର୍ଘ ସମୟ ଧରି ମାଲକାନଗିରି ରୁ ସୁକୁମାକୁ ଯାତାୟାତ ବାଧା ପ୍ରାପ୍ତ…

ମାଲକାନଗିରି : ମାଲକାନଗିରି ରୁ ଛତିଶଗଡର ସୁକୁମା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ଯୋଗୁଁ ଦୀର୍ଘ ସମୟ ଧରି ଯାତାୟତ ବାଧାପ୍ରାପ୍ତ । ମାଲକାନଗିରି ଜିଲ୍ଲା ସଦର ମହକୁମାରୁ ଛତିଶଗଡର ସୁକୁମା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଟିଟିବେରୀ…

ଏମ୍ସ ପାଇଁ ଆମରଣ ଅନଶନ ତୃତୀୟ ଦିନରେ…

ଆସନ୍ତା କାଲି ସୁନ୍ଦରଗଡ଼ ବନ୍ଦ ସୁନ୍ଦରଗଡ଼ : ସୁନ୍ଦରଗଡ଼ ଠାରେ ରାଜ୍ଯର ଦ୍ବିତୀୟ 'ଏମ୍ସ' ପ୍ରତିଷ୍ଠା ଦାବିରେ ସ୍ଥାନୀୟ ଡିଆରଡିଏ ଛକରେ ପଶ୍ଚିମ ଓଡିଶା ଯୁବା ମଞ୍ଚର ସଭାପତି ଦିନେଶ ପଟେଲଙ୍କ ସମେତ ୪ ସଦସ୍ଯ ରଞ୍ଜନ ମହାନନ୍ଦିଆ, ଶୁଭମ ମହାପାତ୍ର, ସୁମିତ ଦାସ ଚଲାଇଥିବା ଆମରଣ ଅନଶନକୁ ୩…

ବଡନଦୀ ପାଣି ସୁଅରେ ଭାସି ବୁଦ୍ଧଙ୍କ ମୃତ୍ୟୁ …

ଭଞ୍ଜନଗର :ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ପେଟାକିଆରୀ ଗ୍ରାମର ଦାମ ସେଠୀ( ୭୦)ବର୍ଷିଆ ବୁଦ୍ଧ ବଡନଦୀ ପାଣି ସୁଅରେ ଭାସିଯାଇ ମୁତ୍ୟ ଘଟିଛ ।ଖବର ନେବାରେ ଗୁରୁବାର ସକାଳୁ ପେଟାକିଆରୀ ଗ୍ରାମ ନିକଟରେ ବେହିଯାଇଥିବା ବଡନଦୀକୁ ଶୌଚ ହେବା ପାଇଁ ଯାଇଥିବାବେଳେ ଦାମର ଅସାବଧାନତା ଯୋଗୁଁ…

ସ୍ୱାଭିମାନ ଅଞ୍ଚଳ ରେ  ମାଣ୍ଡିଆ ତଳି ରୋପl କାର୍ଯ୍ୟକ୍ରମ… 

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ  ଚିତ୍ରକୋଣ୍ଡା ସହର ସ୍ଥିତ ଶିଶୁ ଓ ମହିଳା କଲ୍ୟାଣ ସମିତି ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ, ୱାସନ ଅନୁଷ୍ଠାନ ଓ ଆତ୍ମା ସହାୟତାରେ ମିଲେଟ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ଓ ମହିଳା କଲ୍ୟାଣ ସମିତିର…

ଫୁଲବାଣୀ : ଏସ ଏସ ଭି ଏମ ରେ ଦଧିହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ …

ଫୁଲବାଣୀ: ଆଜି ପବିତ୍ର ଜନ୍ମାଷ୍ଟମୀ ।ଭଗବାନ ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମାଷ୍ଟମୀ ପାଳନ କରାଯାଏ। ଶ୍ରୀକୃଷ୍ଣ ମାନଵ ସମାଜକୁ କର୍ମଯୋଗର ଶିକ୍ଷା ଦେଉଛନ୍ତି । ଶ୍ରୀମଦ ଭଗବତ ଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ…

ଚିତ୍ରକୋଣ୍ଡାର ବିଭିନ୍ନ ବିଦ୍ୟାଳୟରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଡିଏଭି ଗୁରୁକୁଲ ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଅଛି l ଆଜିର ପବିତ୍ର ଦିନରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ରୂପ ଯଥା କୃଷ୍ଣ, ରାଧା, ବଳରାମ…