Browsing Category

ଆଞ୍ଚଳିକ

ସ୍ୱାଭିମାନ ଅଞ୍ଚଳରେ ଆଜାଦିକା ଅମୃତ ମହୋତ୍ସବ ରେ ଫରଫର ହୋଇ ଉଡୁଛି ତ୍ରିରଙ୍ଗା

ଚିତ୍ରକୋଣ୍ଡା:(୧୪/୦୮) : ଯେଉଁଠିଦିନେ ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦୃତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ମାଓବାଦୀ ଙ୍କ ଗଡ଼ ରୂପେ ପରିଚିତ ଥିଲା l ଲାଲବାହିନୀର ବିନା ଇସାରାରେ ପତ୍ରଟିଏ ବି ହଲୁନଥିଲା ଦଶନ୍ଧି ଦଶନ୍ଧି ଧରି ମାଓବାଦୀ ରାଜ…

ବିଶ୍ୱ ବନ୍ୟପ୍ରାଣୀ ସପ୍ତାହ ଅବସରରେ ବିଭିନ୍ନ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା

ଚିତ୍ରକୋଣ୍ଡା (୧୪/୦୮) : ମାଲକାନଗିରି ଜିଲା ବନଖଣ୍ଡ ଅଧୀନ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ୬୮ ତମ ବିଶ୍ୱ ବନ୍ୟ ପ୍ରାଣୀ ସପ୍ତାହ ଉପଲକ୍ଷେ ୭୫ ତମ ସ୍ୱାଧୀନତାର ପୂର୍ତ୍ତି ଆଜାଦି କା ଅମୃତ ମହୋତ୍ସବ ଅବସରରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଙ୍କ ନେତୃତ୍ୱରେ ଏବଂ…

ରାଜ୍ୟର ବିକାଶରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୁମିକା ଗୁରୁତ୍ୱପୂର୍ଣ : ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି (୧୪/୦୮) : ରାଜ୍ୟର ବିକାଶରେ ଗଣମାଧ୍ୟମର ଭୂମିକା ଗରୁତ୍ୱପୂର୍ଣ । ଗଣମାଧ୍ୟମ ପ୍ରତିନିଧି ମାନେ କୋଣ ଅନୁକୋଣର ବିଭିନ୍ନ ସମସ୍ୟା, ସରକାର ଓ ଲୋକ ଲୋକଚନକୁ ଆଣି ଏହାର ସମାଧାନ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥାନ୍ତି | ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ…

ମାଓଗଡ଼ ଶହୀଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା

ମାଲକାନଗିରି : ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଦାରଲାବେଡା , ଖଜୁରୀଗୁଡା , ବିହନଗୁଡି , ଧୂଳିପୁଟ ଗାଁ ରେ ଥିବା ମାଓ ସହିଦ ସ୍ତମ୍ଭ ଉପରେ ତ୍ରିରଙ୍ଗା ପତାକା ଉଡ଼ାଇ ହର ଘର ତ୍ରିରଙ୍ଗା…

ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡି ଗଲା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଦାରିଙ୍ଗବାଡି, ୧୪/୮, ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକଅଞ୍ଚଳ ବେହାଲ ହୋଇଛି। ଏହି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା ଗ୍ରାମ ପଞ୍ଚାୟତ ତାମାଙ୍ଗି ଗ୍ରାମର ଜ୍ୟୋତି ମଳିକଙ୍କ ଘରର ମାଟି କାନ୍ଥ ଭୁଶୁଡ଼ି ପଡିଥିବା ସରପଞ୍ଚ ଶ୍ରୀମତୀ ନବନିତା କପାଟପାତ୍ର ସୂଚନା ପ୍ରଦାନ କରିଛନ୍ତି। ତିନି ଦିନ ଧରି…

ଗୋଷାଣୀନୂଆଗାଁରେ “ତ୍ରିରଙ୍ଗା ପଦଯାତ୍ରା ସହ ପତାକା ବଣ୍ଟନ” କାର୍ଯ୍ୟକ୍ରମ

ବ୍ରହ୍ମପୁର : ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଦେଶବ୍ୟାପି ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭାରତର ପ୍ରତ୍ୟକ ଘରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ଉଡ଼ାଯିବ । ଏହି ପରିପ୍ରେକ୍ଷୀରେ…

ଗଞ୍ଜାମ ଜିଲ୍ଲା ନିବନ୍ଧକଙ୍କ ଦିନିକିଆ ତାଲିମ ଶିବିର

ଛତ୍ରପୁର (୧୪.୦୮) : ଶନିବାର ଦିନ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲା ନିବନ୍ଧକଙ୍କ ଦିନିକିଆ ତାଲିମ୍ ଶିବିର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ୍ ଶିବିରରେ ଜମିଜମା ରେଜିଷ୍ଟ୍ରେସନ୍…

ସ୍ଵାଧୀନତାର ଅମୃତ ମହୋତ୍ସବ ସମ୍ବନ୍ଧରେ ଆଲୋଚନାଚକ୍ର

ବ୍ରହ୍ମପୁର (୧୪/୮) : ବ୍ରହ୍ମପୁରସ୍ଥ ରାମହରିନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବନବାସୀ କଲ୍ୟାଣ ଆଶ୍ରମ ଗଂଜାମ ଶାଖା ଓ କମାପଲ୍ଲୀ ସପ୍ତାହିକ ମିଳନର ମିଳିତ ଆନୁକୂଲ୍ୟରେ ସ୍ଵାଧୀନତାର ଅମୃତ ମହୋତ୍ସବ ସମ୍ବନ୍ଧରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚାସୀନଥିଲେ…

ବିଜେଡ଼ି ପକ୍ଷରୁ ରାଜସୁନାଖଳା ରେଳଷ୍ଟେସନ ଠାରେ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ରଣପୁର : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ରାଜସୁନାଖଳା ଜୋନର ରାଜସୁନାଖଳା ଗ୍ରା:ପ ସ୍ଥିତ ରାଜସୁନାଖଳା ରେଲୱେ ଷ୍ଟେସନ ନିକଟରେ ଓ ନରେନ୍ଦ୍ରପୁର ଗ୍ରା:ପର ମା' କଂକଳି ମନ୍ଦିର ପାଶ୍ୱବର୍ତ୍ତୀ…

ଚିତ୍ରକୋଣ୍ଡାର ଏକାଧିକ ବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ସ୍ଥାନୀୟ ଚିତ୍ରକୋଣ୍ଡା ସ୍ଥିତ ଡ଼ିଏଭି ଗୁରକୁଲ ତରଫରୁ ୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଡ଼ିଏଭି ଗୁରୁକୁଳର ଅଧ୍ୟକ୍ଷା ରାଜଲଷ୍ମୀ ଦାସ ତଥା ମିସ…